Odisha Link
Bridging the Missing Links in Odisha
Daily Archives

November 14, 2019

ଦିନ ୧୨ ଯାଏଁ ଗୃହ ମୁଲତବି

ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନରେ ବି ଗୃହ ଅଚଳ। ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖା ଦେଇଥିଲା। ସ୍ମିତାରାଣୀ ହତ୍ୟା ମାମଲାକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ହୋଇଥିଲା। ଗୃହକୁ ଦିନ ୧୨ ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି।

ଭିଜିଲାନ୍ସ ଜାଲରେ ବରପାଲି ସିଡିପିଓ

ଭୁବନେଶ୍ବର: ଆଜି ବରଗଡ଼ ଜିଲ୍ଲା ବରପାଲି ସିଡିପିଓ ସଂଯୁକ୍ତା ଲେଙ୍କାଙ୍କ ଘରେ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି। ନିଜ ପୈତୃକ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଚାଲିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ସଂଯୁକ୍ତା ଲେଙ୍କା ୧୫ଦିନ ହେବ ବରପାଲିରେ ସିଡିପିଓ…

‘ଟାଇମ୍’ ପତ୍ରିକାର ହଣ୍ଡ୍ରେଡ୍ ନେକଷ୍ଟରେ…

ଭୁବନେଶ୍ବର: ଓଡ଼ିଆ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ଆଉ ଏକ ସଫଳତା। ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ‘ଟାଇମ୍’ ପତ୍ରିକାର ହଣ୍ଡ୍ରେଡ୍ ନେକଷ୍ଟ ବା ଆସନ୍ତା ଦିନର ୧୦୦ ଜଣ ପ୍ରଭାବଶାଳୀ ତାରକାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡ଼ିଆ ଝିଅ ଦୂତୀ। ବ୍ୟବସାୟ, ମନୋରଂଜନ, କ୍ରୀଡ଼ା, ରାଜନୀତି, ସ୍ୱାସ୍ଥ୍ୟ, ବିଜ୍ଞାନ ଓ ସମାଜ…

ଆଜି ଓଡିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ୍

ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ବୁଲୁବୁଲ୍‌’ରେ କ୍ଷତିଗ୍ରସ୍ତ ଓଡିଶା ପରିଦର୍ଶନରେ ଆସୁଛନ୍ତି କେନ୍ଦ୍ରୀୟ ପ୍ରତିନିଧି ଦଳ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଯୁଗ୍ମ ସଚିବ ସହେଲି ଘୋଷ ରାୟଙ୍କ ନେତୃତ୍ୱରେ ଏକ ୮ ଜଣିଆ ଟିମ୍ ଗଠିତ ହୋଇଛି। ଏହି ଟିମ୍ ଆଜି ଓ ଆସନ୍ତା କାଲି ଦୁଇଦିନ ଧରି କ୍ଷତିଗ୍ରସ୍ତ ଅଞ୍ଚଳ…

ମହାରାଷ୍ଟ୍ର ରାଜନୀତି: ବିଳମ୍ବିତ ରାତି…

ମୁମ୍ବାଇ: ମହାରାଷ୍ଟ‌ରେ ଲାଗୁ ହୋଇଛି ରାଷ୍ଟ୍ରପତି ନିର୍ବାଚନ। ହେଲେ ସରାକାର ଗଠନ କରିବା ନିମନ୍ତେ ଚାଲିଛି ଅଙ୍କକଷା। ଗତକାଲି ବିଳମ୍ବିତ ରାତି ଯାଏଁ ମୁମ୍ବାଇରେ ଏନସିପି-କଂଗ୍ରେସ ନେତାଙ୍କ ବୈଠକ ଜାରି ରହିଥିଲା। ବୈଠକରେ ଦୁଇଦଳର ବରିଷ୍ଠ ନେତା ସାମିଲ ହୋଇଥିଲେ। ଖବର ଅନୁସାରେ, ସର୍ବନିମ୍ନ…

ଯବାନଙ୍କ ସର୍ଚ୍ଚ ଅପରେସନ ବେଳେ ମାଓ…

ମୁନିଗୁଡା: ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାର୍କାମାର୍କା ଜଙ୍ଗଲ ରେ ଏସଓଜି ଓ ଡିଭିଏଫ ଯବାନଙ୍କ ମିଳିତ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ ହୋଇଥିବା ସୂଚନା ମିଳିଛି। ମାଓକ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଅମ୍ବାଦଳା ଥାନା ଅନ୍ତର୍ଗତ…

ସୁପ୍ରିମକୋର୍ଟ: ଆଜି ସାବରୀମାଲା, ରାଫେଲ…

ନୂଆଦିଲ୍ଲୀ: ଆଜି ଇତିହାସ ରଚିବାକୁ ଯାଉଛନ୍ତି ସୁପ୍ରମକୋର୍ଟ। ଗୁରୁବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଏକ କାଳୀନ ୩ଟି ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ପ୍ରକାଶ କରିବେ। ଆସନ୍ତା ୧୭ ତାରିଖରେ ଅବସର ନେବାକୁ ଥିବା ଜଷ୍ଟିସ୍‌ ଗୋଗୋଇ ଆଜି ରାଫେଲ ଯୁଦ୍ଧ ବିମାନ ଡିଲ୍‌କୁ ନେଇ…

ବାଲେଶ୍ବର ଗ୍ୟାସ୍‌ ଲିକ୍‌ ଘଟଣା:…

ବାଲେଶ୍ୱର: ସିଲ୍ ହେଲା ଫାଲକନ ମେରାଇନ୍ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରି। ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଥାନା ଅନ୍ତର୍ଗତ ପଣପଣାରେ ଥିବା ଫାଲ୍‌କନ୍‌ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କ୍ଲୋରିନ୍‌ ଗ୍ୟାସ୍ ଲିକ୍ ଯୋଗୁ ଗତକାଲି ୭୦ରୁ ଉର୍ଦ୍ଧ୍ବ ମହିଳା କର୍ମଚାରୀ ଅଣନିଃଶ୍ୱାସୀ ହୋଇ ଅସୁସ୍ଥ ହୋଇପଡ଼ିଥିଲେ। ଏହି ଘଟଣାରେ…