ବାରବାଟୀରେ କ୍ରିକେଟ୍ ମ୍ୟାଚ୍

କଟକ: ଆସନ୍ତା ଡିସେମ୍ବର ୨୨ରେ କଟକସ୍ଥ ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ କ୍ରିକେଟ ମ୍ୟାଚ ଖେଳାଯିବ। ଏଥିପାଇଁ ୫ ତାରିଖରୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହେବ । ୧୯ ତାରିଖରେ ଷ୍ଟାଡିୟମ କାଉଣ୍ଟରରେ ଟିକେଟ ମିଳିବ। ସୁରକ୍ଷା ବୈଠକରେ ପରେ ଓସିଏ ସମ୍ପାଦକ ଓ ପୁଲିସ କମିଶନର ପକ୍ଷରୁ ଏହି ସୂଚନା ଦିଆଯାଇଛି। ୧୯ ତାରିଖରେ ଭାରତ ଓ ୱେଷ୍ଟଇଣ୍ଡିଜ ଟିମ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।
Comments are closed.