Odisha Link
Bridging the Missing Links in Odisha
Daily Archives

November 16, 2019

‘ଅଗ୍ନି-୨’ର ହେଲା ସଫଳ ଉତକ୍ଷେପଣ,…

ଚାନ୍ଦିପୁର: ଆଜି ରାତିରେ ମଧ୍ୟମ ଦୂରଗାମୀ ବାଲାଷ୍ଟିକ ମିସାଇଲ ଅଗ୍ନି-୨ର ସଫଳ ବ୍ୟବହାରିକ ପରୀକ୍ଷଣ କରାଯାଇଛି। ଚାନ୍ଦିପୁରର ଅବଦୁଲ କଲାମ ଦ୍ୱୀପରୁ ଏହି ମିସାଇଲର ସଫଳ ପରୀକ୍ଷଣ କରାଯାଇଛି।ଏହି ପରୀକ୍ଷଣ ଥିଲା ଗୁରୁତ୍ବପୂର୍ଣ୍ଣ। କାରଣ ଏହାକୁ ରାତିରେ ପରୀକ୍ଷା କରାଯାଇଛି। ଭାରତର ଷ୍ଟ୍ରାଟେଜିକ ଫୋର୍ସ…

ସାମ୍ବାଦିକମାନେ ନିନ୍ଦୁକ ନୁହଁ, ଏକ…

ଭୁବନେଶ୍ବର: ପ୍ରତିକୂଳ ବ୍ୟବସ୍ଥା ସତ୍ୱେ ସାମ୍ବାଦିକମାନେ ଓଡିଆ ଲୋକଙ୍କର ସ୍ୱାର୍ଥ ପାଇଁ ଲଢୁଛନ୍ତି ବୋଲି ଶନିବାର ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ କରାଯିବା ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।…

ରବିବାର ନୁହେଁ ଏହିଦିନ ହେବ…

ମୁମ୍ବାଇ: ଦିନକୁ ଦିନ ମହାରାଷ୍ଟ୍ର ରାଜନୀତିରେ ଦେଖିବାକୁ ମିଳୁଛି ନୂଆ ଟ୍ବିଷ୍ଟ। କ୍ଷମତା ଯୁଦ୍ଧରେ ଘଡ଼ିକେ ଘଡ଼ି ଛୁଟୁଛି। ମହାରାଷ୍ଟ୍ରରରେ ଶିବସେନା-କଂଗ୍ରେସ-ଏନ୍‌ସିପିର ମେଣ୍ଟ ସରକାର ଗଠନ କରିବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି। ଏଥିପାଇଁ ଆସନ୍ତାକାଲି ଏନସିପି ମୁଖ୍ୟ ଶରଦ ପାୱାର କଂଗ୍ରେସ ଅଧ୍ୟକ୍ଷ…

ଦେବୋତ୍ତର ବିଭାଗରୁ ମୁକ୍ତ ହେଲା ପୁରୀ…

ଭୁବନେଶ୍ବର: ପୁରୀ ଗୋବର୍ଦ୍ଧନ ମଠ ଦେବୋତ୍ତର ବିଭାଗର ନିୟନ୍ତ୍ରଣରୁ ମୁକ୍ତ ହେଲା। ଏଣିକି ଏହା ଏକ ସ୍ୱୟଂ ଚାଳିତ ସଂସ୍ଥା ଭାବେ ପରିଚାଳିତ ହେବ। ରାଜ୍ୟ ସରକାର ଓଡ଼ିଶା ହିନ୍ଦୁ ଦେବୋତ୍ତର ସଂଶୋଧନ ବିଲ୍ ବିଧାନସଭାରେ ପାରିତ କରିବା ପରେ ଗୋବର୍ଦ୍ଧନ ମଠ ଦେବୋତ୍ତର ବିଭାଗର ନିୟନ୍ତ୍ରଣରୁ ମୁକ୍ତ ହୋଇଛି।…

ଏନ୍‌ଡିଏର ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଲେ…

ନୂଆଦିଲ୍ଲୀ: ଏନ୍‌ଡିଏ ମେଣ୍ଟର ଅସ୍ଥିତ୍ବକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମେଣ୍ଟର ଅନ୍ୟତମ ଅଙ୍ଗ ଶିବସେନା ନେତା ସଞ୍ଜୟ ରାଉତ। ସେ କହିଛନ୍ତି ପୁରୁଣା ଏନ୍‌ଡିଏ ଏବଂ ଏବେର ଏନ୍‌ଡିଏ ମଧ୍ୟରେ ଫରକ ଅଛି। ସେ କହିଛନ୍ତି, ଏହି ମେଣ୍ଟର ଅନ୍ୟତମ ପ୍ରତିଷ୍ଠାତା ଲାଲକୃଷ୍ଣ ଆଡଭାନୀ ଏହି ମେଣ୍ଟ ଛାଡ଼ି ଦେଇଛନ୍ତି ନଚେତ…

ନୂଆ ଯୁଗର ସମସ୍ୟାର ସମାଧାନ ପାଇଁ ନୂଆ…

ଭୁବନେଶ୍ବର: ଦେଶ ଆଗରେ ଅନେକ ସମସ୍ୟା ରହିଥିବା ବେଳେ ଏହାର ମୁକାବିଲା କରିବା ପାଇଁ ନୂଆପିଢିଙ୍କୁ ହିଁ ବାଟ ଖୋଜିବାକୁ ପଡିବ । ନୂଆପିଢିର ନୂଆ ଆଇଡିଆ ହିଁ ରାଜ୍ୟ ଓ ଦେଶକୁ ଆଗେଇ ନେବ ବୋଲି ଶନିବାର ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ)ର ଷଷ୍ଠ ସମାବର୍ତନ ଉତ୍ସବରେ ଯୋଗଦେଇ…

ଇଞ୍ଜିନିୟରିଂ ଶିକ୍ଷା: ଚଳିତ ବର୍ଷ ୬୩%…

ଭୁବନେଶ୍ବର: ଦିନକୁ ଦିନ ଇଞ୍ଜିନିୟରିଂ ଶିକ୍ଷା ପ୍ରତି ଆଗ୍ରହ ଦେଖାଉ ନାହାନ୍ତି ଛାତ୍ରଛାତ୍ରୀ। ଏହି କାରଣରୁ ରାଜ୍ୟରେ ଇଞ୍ଜିନିୟରିଂ କଲେଜଗୁଡ଼ିକ ଗୋଟିଏ ପରେ ଗୋଟିଏ ବନ୍ଦ ହେବାରେ ଲାଗିଛି। ସେହିଭଳି ୨୦୧୯-୨୦ ଶିକ୍ଷା ବର୍ଷରେ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ୬୩% ସିଟ୍ ଖାଲି ପଡ଼ିଛି। ବେକାରୀ…

ଚାଇନାର ଘୃଣ୍ୟ ପରମ୍ପରା: ମୁସଲିମ…

ଚୀନର ଝିଜିଆଙ୍ଗ୍‌ ପ୍ରଦେଶରେ ଉଇଘୁର୍‌ ମୁସଲିମ୍‌ ସଂପ୍ରଦାୟର ପୁରୁଷମାନଙ୍କୁ ଉଠାଇନେଇ ଜେଲରେ ରଖାଯାଇଥିବା ବେଳେ ସେମାନଙ୍କ ଅନୁପସ୍ଥିତିରେ ଘରର ମହିଳାମାନେ ସ୍ଥାନୀୟ ସରକାରୀ ଅଧିକାରୀଙ୍କ ସହ ରାତି ବିତାଇବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛ। ଚୀନ୍‌ରୁ କାଝାକ୍‌ସ୍ଥାନ ପଳାଇ ଆସିଥିବା ମୁସଲିମ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଜାତୀୟ ପ୍ରେସ୍…

ଭୁବନେଶ୍ବର: ଆଜିର ସମୟରେ ଗଣମାଧ୍ୟମର ଭୂମିକା ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଗଣମାଧ୍ୟମ ହେଉଛି ଦେଶର ଚତୁର୍ଥ ସ୍ତମ୍ଭ। ସମାଜରେ ପରିବର୍ତ୍ତନ ଆଣିବାରେ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରୁୁଥିବା ଗଣମାଧ୍ୟମ ପାଇଁ ଦିନଟିଏ। କାରଣ ଆଜି ହେଉଛି ଜାତୀୟ ପ୍ରେସ୍‌ ଦିବସ। ସାରା ଦେଶ ତଥା ସମଗ୍ର ରାଜ୍ୟରେ ଆଜି…

ସର୍ବଭାରତୀୟ ଲିଙ୍ଗରାଜ ଚ୍ୟାଲେଞ୍ଜ…

ଭୁବନେଶ୍ୱର : ଭୁବନେଶ୍ୱରରେ ଶନିବାର ଲିଙ୍ଗରାଜ କ୍ରୀଡା ସଂଘ ତରଫରୁ ଆୟୋଜିତ ସର୍ବଭାରତୀୟ ଲିଙ୍ଗରାଜ ଚ୍ୟାଲେଞ୍ଜ ଦିବାରାତ୍ର ଭଲିବଲ୍ ପ୍ରତିଯୋଗୀତାର ଦ୍ୱାଦଶ ସଂସ୍କରଣ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଦୁଇଦିନିଆ ପ୍ରତିଯୋଗୀତା ସ୍ଥାନୀୟ ଅଂଚଳ ତଥା ରାଜ୍ୟ…