Odisha Link
Bridging the Missing Links in Odisha

ସର୍ବଭାରତୀୟ ଲିଙ୍ଗରାଜ ଚ୍ୟାଲେଞ୍ଜ ଭଲିବଲ୍ ରେ ଯୋଗ ଦେଲେ ; ଧର୍ମେନ୍ଦ୍ର

ଭୁବନେଶ୍ୱର : ଭୁବନେଶ୍ୱରରେ ଶନିବାର ଲିଙ୍ଗରାଜ କ୍ରୀଡା ସଂଘ ତରଫରୁ ଆୟୋଜିତ ସର୍ବଭାରତୀୟ ଲିଙ୍ଗରାଜ ଚ୍ୟାଲେଞ୍ଜ ଦିବାରାତ୍ର ଭଲିବଲ୍ ପ୍ରତିଯୋଗୀତାର ଦ୍ୱାଦଶ ସଂସ୍କରଣ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଦୁଇଦିନିଆ ପ୍ରତିଯୋଗୀତା ସ୍ଥାନୀୟ ଅଂଚଳ ତଥା ରାଜ୍ୟ ପାଇଁ ନିମ୍ମିତ ଭାବେ ସୁନାମ ଆଣିବ ବୋଲି ପ୍ରଧାନ କହିଛନ୍ତି ।

ଖେଳକୁ ପ୍ରୋତ୍ସାହନ ଦେବାର ଲକ୍ଷ୍ୟ ନେଇ ଏଭଳି ଏକ ପ୍ରତିଯୋଗୀତା ଆୟୋଜନ କରିଥିବାରୁ କ୍ରୀଡା ସଂଘର ସମସ୍ତ କର୍ମକର୍ତାଙ୍କୁ ପ୍ରଧାନ ଧନ୍ୟବାଦ ଜଣାଇବା ସହ ଲିଙ୍ଗରାଜ କ୍ରୀଡା ସଂଘ ଆଗାମୀ ଦିନରେ ମଧ୍ୟ ବିଭିନ୍ନ ପ୍ରକାର ଖେଳର ଆୟୋଜନ କରିବା ନେଇ ସେ ପରାମର୍ଶ ଦେଇଛନ୍ତି ।

Comments are closed.