Odisha Link
Bridging the Missing Links in Odisha

ରାଜ୍ୟର ୧୯ଟି ନଦୀର ଜଳ ପ୍ରଦୂଷିତ

ଭୁବନେଶ୍ବର: ରାଜ୍ୟର ୧୯ଟି ନଦୀ ଜଳ ପ୍ରଦୂଷିତ କହିଲେ ପରିବେଶ ମନ୍ତ୍ରୀ। ସୌମ୍ୟ ପଟ୍ଟନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ସୂଚନା ଦେଇଛନ୍ତି। ତଟବର୍ତ୍ତୀ ସହରାଞ୍ଚଳର ନର୍ଦ୍ଦମା ପାଣି ମିଶୁଥିବାରୁ ନଦୀ ଜଳ ପ୍ରଦୂଷିତ ହେଉଛି। ମହାନଦୀ ପୂରା ସମ୍ବଲପୁର ଠାରୁ ଆରମ୍ଭ କରି ପାରାଦୀପ ପର୍ଯ୍ୟନ୍ତ ପ୍ରଦୂଷିତ ହେଉଛି। ଠକ୍‌ ସେମିତି କାଠଯୋଡ଼ି, ବିଢ଼ାବଳଙ୍ଗ, ଋଷିକୂଲ୍ୟା, ଗଙ୍ଗୁଆ ନଦୀ ବି ପ୍ରଦୂଷିତ ହେଉଛି। ସେହିପରି ଦୟା, ବାହ୍ମଣୀ, ନାଗାବଳି, କୁଆଖାଇ, ଲୁଣା ନଦୀ ବି ପ୍ରଦୂଷିତ ହୋଇ ରହିଛି।

Comments are closed.