Odisha Link
Bridging the Missing Links in Odisha

ଆଉ ଏକ ଆନାକୋଣ୍ଡା ମୃତ

ଭୁବନେଶ୍ୱର: ଆଜି ନନ୍ଦନକାନରେ ଆଉ ଏକ ଆନାକୋଣ୍ଡା ମୃତ୍ୟୁ ହୋଇଛି। ଗୁରୁବାର ଦିନ ଏକ ଆନାକୋଣ୍ଡାର ମୃତ୍ୟୁ ହୋଇଥିଲା। ଏବେ ଆନାକୋଣ୍ଡା ମୃତୁ୍ୟ ସଂଖ୍ୟା ୨କୁ ବୃଦ୍ଧି ପାଇଥିବାବେଳେ ଆଉ ୩ଟି ଆନାକୋଣ୍ଡା ଅସୁସ୍ଥ ଥିବା ଜଣାଯାଇ । ତେବେ ସ୍ଥିତି ପରଖିବା ପାଇଁ ଚେନ୍ନାଇରୁ ଏକ ସ୍ୱତନ୍ତ୍ର ଟିମ ନନ୍ଦନକାନନ ଆସୁଛି। କିଛି ଦିନ ତଳେ ଚେନ୍ନାଇରୁ ମୋଟ ୮ଟି ଆନାକୋଣ୍ଡା ସାପ ଅଣାଯାଇଥିଲା।

Comments are closed.