Odisha Link
Bridging the Missing Links in Odisha

ରକ୍ଷକ ସାଜିଛି ଭକ୍ଷକ: କଂଗ୍ରେସ

ଭୁବନେଶ୍ବର: ପୁରୀ ଗଣଦୁଷ୍କର୍ମ ନେଇ କଂଗ୍ରେସ ନେତ୍ରୀ ବିଜୟଲକ୍ଷ୍ମୀ ସାହୁ ପ୍ରେସମିଟ୍‌ କରିଛନ୍ତି। ରାଜ୍ୟ ସରକାରଙ୍କ ଉପରେ ଧୂମ୍‌ ବର୍ଷିଛନ୍ତି ବିଜୟଲକ୍ଷ୍ମୀ। ସେ କହିନ୍ତି ରକ୍ଷକ ଯଦି ଏଠି ଭକ୍ଷକ ସାଜିବ ତାହେଲେ ଆଉ କାହିବା କାହାକୁ? ସ୍ମିତାରାଣୀ ମାମଲାକୁ ସଂସଦରେ ଆଲୋଚନା ସୁଯୋଗ ଦେଲାନି ବିଜେପି। ସପ୍ତଗିରି ଉଲାକା ପ୍ରସଙ୍ଗ ଉଠାଇବାରୁ ୩ ବିଜେଡ଼ି ସାଂସଦ ତାଙ୍କୁ ବାଧାଦେଲେ। ରାଇରଙ୍ଗପୁରରେ ୨୩ ବର୍ଷର ଅଧ୍ୟାପିକା ଆତ୍ମହତ୍ୟା କରିଦେଲେ। ୨୩ ବର୍ଷ ଝିଅର ବାପା ମା କେତେ ସ୍ବପ୍ନ ଦେଖିଥିବେ ନବୀନ ଥରେ ସେ କଥା ଚିନ୍ତା କରିଛନ୍ତି?

Comments are closed.