Odisha Link
Bridging the Missing Links in Odisha
Daily Archives

December 3, 2019

କୋଣାର୍କ ଉତ୍ସବ ଦ୍ବିତୀୟ ସଂଧ୍ୟା: ମନ…

କୋଣାର୍କ: ଅର୍କକ୍ଷେତ୍ର କୋଣାର୍କର ସୂର୍ଯ୍ୟମନ୍ଦିର ପାଦଦେଶରେ ଓଡିଶା ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ତୃତୀୟ ସଂଧ୍ୟା ପୁରାଣ ପ୍ରସଙ୍ଗ ଓ ଜୀବନ ଦର୍ଶନକୁ ଶାସ୍ତ୍ରୀୟନୃତ୍ୟରେ ପ୍ରଦର୍ଶିତ କରିଥିଲା। ସୁଦୃଶ୍ୟ ଆଲୋକସଜ୍ଜା ଓ ଭରପୁର ଦର୍ଶକ ଗ୍ୟାଲେରୀ ମଧ୍ୟସ୍ଥ ମୁକ୍ତାକାଶ ମଞ୍ଚରୁ ଓଡିଶୀ…

ଏହି ଫଟୋ ଟ୍ବିଟ୍‌ କଲେ ନବୀନ, ଏମିତି…

ଭୁବନେଶ୍ବର: ଚଳିତ ଡିସେମ୍ବର ମାସ ୧ ତାରିଖ ସକାଳେ ଏହି ସୁନ୍ଦର ଫଟୋଟି ନିଜ ଟ୍ବିଟର ହାଣ୍ଡଲ୍‌ରେ ପୋଷ୍ଟ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସୁନ୍ଦର ରାସ୍ତାର ଫଟୋ ସହ ନବୀନ ଲେଖିଥିଲେ- ‘ସୁନ୍ଦର ତୃପ୍ତିର ଅବସାଦ ନାହିଁ , ଯେତେ ଦେଖୁଥିଲେ ନୂଆ ଦିଶୁଥାଇ’। ଏ ଆଖିଝଲସା ରାସ୍ତା ଆଦୌ ଅଜଣା…

ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ…

ଭୁବନେଶ୍ବର: ଆଜି ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଉପଲକ୍ଷେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏକ ବିଶାଳ ସମାବେଶରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗ ପକ୍ଷରୁ ପ୍ରସ୍ତୁତ ଏକ ଓ୍ବେବ୍…

ପୁରୀ: ସ୍ୱେଚ୍ଛାକୃତ ଜମି ଦାନ ନେଇ ବଢିଲା…

ଭୁବନେଶ୍ବର: ଶ୍ରୀମନ୍ଦିରକୁ ସ୍ୱେଚ୍ଛାକୃତ ଜମି ଦାନ ନେଇ ବଢିଲା ସମୟ ସୀମା। ସ୍ୱେଚ୍ଛାକୃତ ଭାବେ ଜମି ବିକ୍ରୟ ପାଇଁ ଉଦ୍ଦିଷ୍ଟ ଅବଧିକୁ ଚଳିତମାସ ୯ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅର୍ଥାତ୍‌ ଏହ ସମୟ ସୀମାକୁ ଆଉ ୭ଦିନ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହି ଅବଧି ଡିସେମ୍ବର ୨ ତାରିଖରେ ଶେଷ…

ଜୁନ ପହିଲାରୁ ‘ଏକ ରାଷ୍ଚ୍ର ଏକ ରାସନ…

ନୂଆଦିଲ୍ଲୀ: ୨୦୨୦ ମସିହା ଜୁନ ମାସରୁ ସାରା ଦେଶରେ ଲାଗୁହେବ ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ’ ବ୍ୟବସ୍ଥା। ଏଭଳି ବ୍ୟବସ୍ଥାକୁ ଲାଗୁ କରିବା ପାଇଁ ଯୋଜନା କରିଛନ୍ତି କେନ୍ଦ୍ର ସରକାର। ଏନେଇ ଆଜି ଲୋକସଭାରେ କେନ୍ଦ୍ର ଖାଦ୍ୟ ବ୍ୟାପାର ମନ୍ତ୍ରୀ ରାମ ବିଳାଶ ପାଶାଓ୍ୱାନ ଏହା କହିଛନ୍ତି। ଏହି ଏକକ ରାସନ…

ବିଶ୍ୱ, ବିଶ୍ୱବିଦ୍ୟାଳୟ ଓ ବିଶ୍ୱ ମାନବ…

ଭୁବନେଶ୍ବର: ଭାରତୀୟ ସଂସ୍କୃତି ଓ ପରମ୍ପରାରେ ନାରୀମାନଙ୍କୁ ଉଚ୍ଚ ସ୍ଥାନ ଦିଆଯାଇଛି। ଜଗତଜନନୀ ଓ ଜନନୀ ପରସ୍ପର ସଂପର୍କିତ ବୋଲି ବିଚାର କରାଯାଇଛି। ବାସ୍ତବରେ ନାରୀମାନଙ୍କୁ ଈଶ୍ୱର ଏକ ମହତ୍ତର ଚେତନାର ପରି ପ୍ରକାଶ ପାଇଁ ପୃଥିବୀକୁ ପ୍ରେରଣ କରିଥାନ୍ତି। ଯେଉଁ ସମାଜରେ ନାରୀମାନଙ୍କର ଅନ୍ତର୍ନିହିତ…

୮୫୮୩ ମଦ୍ୟପ ଡ୍ରାଇଭର ଗିରଫ, ରେକର୍ଡ଼…

ଭୁବନେଶ୍ବର: ତିନି ମାସ ମଧ୍ୟରେ ରାଜ୍ୟରେ ମୋଟ୍‌ ୮୫୮୩ ମଦ୍ୟପ ଡ୍ରାଇଭର ଗିରଫ ହୋଇଛନ୍ତି। ଏନେଇ ସୂଚନା ଦେଇଛି ଓଡ଼ିଶା ପୋଲିସ୍। ସେପ୍ଟମ୍ବରରେ ମୋଟ ୨୩୯୪ ଜଣ ଗିରଫ ହୋଇଥିବା ବେଳେ ଅକ୍ଟୋବରରେ ୩୪୬୨ ମଦ୍ୟପ ଗିରଫ ହୋଇଛନ୍ତି। ନଭେମ୍ବର ମାସରେ ମୋଟ୍‌ ୨୭୨୭ ମଦ୍ୟପ ଡ୍ରାଇଭର ଗିରଫ ହୋଇଥିବା ସୂଚନା ଦେଇଛି…

ଏସପିଜି ସଂଶୋଧନ ବିଲ-୨୦୧୯ ରାଜ୍ୟସଭାରେ…

ନୂଆଦିଲ୍ଲୀ : ଲୋକସଭା ପରେ ଆଜି ରାଜ୍ୟସଭାରେ ପାସ୍‌ ହେଲା ଏସପିଜି ସଂଶୋଧନ ବିଲ୍-୨୦୧୯। ରାଜ୍ୟସଭାରେ ଏହି ବିଲ୍‌ ପାସ୍‌ ହେବା ବେଳେ ଏହାକୁ ବିରୋଧ କରିଥିଲେ କଂଗ୍ରେସ ସାଂସଦ। ଗୃହମନ୍ତ୍ରୀଙ୍କ ଉତ୍ତର କଂଗ୍ରେସକୁ ସନ୍ତୁଷ୍ଟ କରି ପାରିନାହିଁ ବୋଲି ଦଳ ପକ୍ଷରୁ କୁହାଯାଇ ରାଜ୍ୟସଭାର କକ୍ଷ ପରିତ୍ୟାଗ…

ମଧ୍ୟାହ୍ନ ଭୋଜନରେ ମୂଷା, ହସ୍ପିଟାଲରେ…

ଲକ୍ଷ୍ନୌ: ପିଲାଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନକୁ ନେଇ ପୁଣି ଥରେ ଉଠିଛି ପ୍ରଶ୍ନ। ଛୋଟ ଛୁଆଙ୍କ ପାଇଁ କିଭଳି ବେପରୁଆ ଭାବରେ ଖାଦ୍ୟ ପ୍ରସ୍ତୁତ କରାଯାଉଛି ତାହାର ଏକ ଜ୍ୱଳନ୍ତ ଉଦାହରଣ ପୁଣି ଥରେ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାର ଏକ ସରକାରୀ ସ୍କୁଲରେ ମଧ୍ୟାହ୍ନ ଭୋଜନରେ…

ତରକାରୀକୁ ନେଇ ସ୍ତ୍ରୀ-ସ୍ବାମୀ ୧୭ ବର୍ଷ…

ଭୋପାଲ : ସାଂସାରିକ ଜୀବନରେ ଅନେକ ସମୟରେ ପରସ୍ପର ଭିତରେ ଝଗଡ଼ା ଲାଗିଥାଏ । ସେ ଝଗଡ଼ା ଛୋଟ ହେଉକି ବଡ଼ ସମୟ ଅନୁସାରେ ଠିକ ହୋଇଯାଇଥାଏ । ପ୍ରତି ଘରେ ସାମାନ୍ୟ ଖାଦ୍ୟକୁ ନେଇ ଝଗଡ଼ା ସୃଷ୍ଟି ହୋଇଥାଏ । ସେହିପରି ମଧ୍ୟ ପ୍ରଦେଶରେ ଏକଘଟଣା ଘଟିଯାଇଛି ଯାହା ଆପଣ ଶୁଣିଲେ ଆଶ୍ଚଯ୍ୟ ହେବା । ଦେବାସରେ…