Odisha Link
Bridging the Missing Links in Odisha
Daily Archives

December 3, 2019

ଦେଶର ଅର୍ଥ ବ୍ୟବସ୍ଥାକୁ ଭଗବାନ ହିଁ…

ନୂଆଦିଲ୍ଲୀ: ଜିଡିପିକୁ ନେଇ ଥମୁନି ରାଜନୀତି। ଜିଡିପିକୁ ନେଇ ବିଜେପି ସାଂସଦ ନିଶିକାନ୍ତ ଦୁବେ ନିଜର ମତ ରଖିଥିଲେ। ଆଉ ଏହାର ଜବାବ ଦେଇଛନ୍ତି କଂଗ୍ରେସ ନେତା ପି,ଚିଦାମ୍ବରମ୍। ଜିଡିପି ପ୍ରସଙ୍ଗରେ ଚିଦାମ୍ବରମ୍‌ ନିଜ ସମ୍ପର୍କୀୟଙ୍କ ଦ୍ୱାରା ନିଜ ଟୁଇଟର ଆକାଉଣ୍ଟରେ ଟୁଇଟ୍ କରି କଡ଼ା ଜାବବ ରଖିଛନ୍ତି।…

ରକ୍ଷକ ସାଜିଛି ଭକ୍ଷକ: କଂଗ୍ରେସ

ଭୁବନେଶ୍ବର: ପୁରୀ ଗଣଦୁଷ୍କର୍ମ ନେଇ କଂଗ୍ରେସ ନେତ୍ରୀ ବିଜୟଲକ୍ଷ୍ମୀ ସାହୁ ପ୍ରେସମିଟ୍‌ କରିଛନ୍ତି। ରାଜ୍ୟ ସରକାରଙ୍କ ଉପରେ ଧୂମ୍‌ ବର୍ଷିଛନ୍ତି ବିଜୟଲକ୍ଷ୍ମୀ। ସେ କହିନ୍ତି ରକ୍ଷକ ଯଦି ଏଠି ଭକ୍ଷକ ସାଜିବ ତାହେଲେ ଆଉ କାହିବା କାହାକୁ? ସ୍ମିତାରାଣୀ ମାମଲାକୁ ସଂସଦରେ ଆଲୋଚନା ସୁଯୋଗ ଦେଲାନି ବିଜେପି।…

କଂଗ୍ରେସକୁ ଆୟକର ବିଭାଗର ନୋଟିସ୍

ନୂଆଦିଲ୍ଲୀ: ଭାରତର ସବୁଠାରୁ ପୁରୁଣା ରାଜନୈତିକ ଦଳ ତଥା ଏବର ମୁଖ୍ୟ ବିରୋଧୀ ଦଳ ଭାରତୀୟ ଜାତୀୟ କଂଗ୍ରେସକୁ ଝଟକା। କଂଗ୍ରେସକୁ କଂଗ୍ରେସକୁ କାରଣ ଦର୍ଶାଅ ନୋଟିସ୍‌ ପଠାଇଛି ଆୟକର ବିଭାଗ। ଦଳର ପାଣ୍ଠି ପାଇଁ ହାଇଦ୍ରାବାଦର ଏକ କମ୍ପାନୀରୁ ଲଗାତାର କଳାଧନ ଆସିଥିବା ନେଇ ଅଭିଯୋଗ ପରେ ଏହି ନୋଟିସ୍‌…

ଆହାର କେନ୍ଦ୍ରରେ ପଦ୍ମନାଭ

ଭୁବନେଶ୍ୱର : ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୁବର୍ଣ୍ଣ ପୁର ଜିଲ୍ଲା ଅଚାନକ ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ସମୟରେ ସେ ଜିଲ୍ଲାର ମାନ ପୁରସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଯାଇ ସେଠାରେ ଛାତ୍ରଛାତ୍ରୀମାନଙ୍କ ସହ କଥାବାର୍ତ୍ତା କରିଥିଲେ । ସେ ପିଲାମାନଙ୍କ ସହ ସେମାନଙ୍କ ପାଠ…

ପିକକ୍ ପକ୍ଷରୁ ସପ୍ତାହବ୍ୟାପୀ ମହିଳା…

ଭୁବନେଶ୍ବର : ସମାଜରେ ମହିଳା ହିଂସା ଦିନକୁ ଦିନ ବଢିବାରେ ଲାଗିଛି । ବିଶ୍ଵରେ ୩୫ ପ୍ରତିଶତ ମହିଳା ହିଂସାର ଶୀକାର ହେଉଛନ୍ତି । ମହିଳା ମାନେ କେବଳ ଧର୍ଷଣ, ଯୌତୁକ, ଶାରିରୀକ ନିର୍ଯ୍ୟାତନା ଶୀକାର ନୁହେଁ ପାରିବାରିକ ହିଂସା ଓ ହତ୍ୟାର ଶୀକାର ମଧ୍ୟ ହେଉଛନ୍ତି । ବିଶ୍ଵରେ ପ୍ରତିଦିନ ୧୩୭ ଜଣ ମହିଳା ନିଜର…

ଭାପୁର ବ୍ଲକରେ ଦୁର୍ନୀତି, ଆମରଣ ଅନଶନରେ…

ଭାପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ପିସି କାରବାରକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଛନ୍ତି। ହେଲେ ଏହାର ବାସ୍ତବ ଚିତ୍ର ଅଲଗା। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ସୀମା ଟପିଛି ଦୁର୍ନୀତି। ଏପରିକି ବିନା ପିସିରେ ବିଲ୍‌ ପାସ୍‌ ହେଉ ନାହିଁ କି ହିତାଧିକାରୀଙ୍କୁ କୌଣସି ଯୋଜନାରେ ଅର୍ନ୍ତଭୁକ୍ତ…

ଫୋନି ପାଇଁ ୪୬୭୯ କୋଟି

ନୂଆଦିଲ୍ଲୀ: ଆଜି ଲୋକସଭାରେ ଉଠିଛି ଫୋନି ସହାୟତା ପ୍ରସଙ୍ଗ। ଜୁଏଲ ଓରାମଙ୍କ ପ୍ରଶ୍ନରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଉତ୍ତର ରଖିଛନ୍ତି। ଫୋନି ଫାଇଁ ଓଡ଼ିଶାକୁ ମୋଟ୍‌ ୪ ହଜାର ୬୭୯.୮୯୭ କୋଟି ଦିଆଯାଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ୩୪୦.୮୭୫ କୋଟି ଦିଆଯାଇଥିଲା।…

ବୁଲ୍‌ବୁଲ୍‌ ପାଇଁ ୫୫୨ କୋଟି

ଭୁବନେଶ୍ବର: ବାତ୍ୟା ବୁଲ୍‌ବୁଲ୍‌ କ୍ଷୟକ୍ଷତି ପାଇଁ ସହାୟତା ଘୋଷଣା କଲା କେନ୍ଦ୍ର। ବୁଲ୍‌ବୁଲ୍‌ କ୍ଷତିଗ୍ରସ୍ତ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ପାଇଁ ସହାତୟତା ଘୋଷଣା କରାଯାଇଛି। ଓଡ଼ିଶା ପାଇଁ ୫୫୨ କୋଟି ଟଙ୍କାର କେନ୍ଦ୍ରୀୟ ସହାତୟା ଘୋଷଣା ହୋଇଛି। ପଶ୍ଚିମବଙ୍ଗ ପାଇଁ ୪୧୪ କୋଟି ୯୦ ଲକ୍ଷର ସହାତୟତା ଘୋଷଣା…

୨୨ଟି ଭାଷାରେ ଗୀତ ଗାଇ ଚର୍ଚ୍ଚାରେ ଆର୍ଶା

ମୁମ୍ବାଇ : ଭାଇ ଭାଇର ବାର୍ତ୍ତା ଦେଇଥାଏ ଭାରତ । ଜାତି, ଧର୍ମ, ବର୍ଣ୍ଣ ତଥା ଭାଷା ଭେଦରେ ସମସ୍ତ ଭାରତୀୟ ଏକ; ଏବ˚ ଏହା ହିଁ ଭାରତୀୟ ସ˚ସ୍କୃତି ଓ ମହାନ୍‌ ପର˚ପରାର ପରିଚୟ। ମୁମ୍ବାଇର ପନ୍ଦର ବର୍ଷ ବୟସ୍କା କିଶୋରୀ ଭାରତୀୟ ସମ୍ବିଧାନ ଦ୍ୱାରା ସ୍ୱୀକୃତ ସମସ୍ତ ବାଇଶଟି ଭାଷାରେ ସେ ଏକ ଗୀତ ରଚନା କରି…

ବାଙ୍ଗିରିପୋଷି ଷ୍ଟେସନରେ ଡିଏମ୍‌ୟୁ…

ମୟୂରଭଞ୍ଜ: ବାଙ୍ଗିରିପୋଷି-ବାଲେଶ୍ବର ଡିଏମୟୁ ଟ୍ରେନରେ ଲାଗିଛି ନିଆଁ। ସର୍ଟ ସର୍କିଟ ଯୋଗୁଁ ଆଜି ଅପରାହ୍ନରେ ନିଆ ଲାଗିଛି। ତେବେ ଷ୍ଟେସନରେ ବାଙ୍ଗିରିପୋଷି ଟ୍ରେନ ଛିଡା ହୋଇଥିବା ବେଳେ ହଠାତ ଇଞ୍ଜିନରେ ନିଆଁ ଲାଗିଥିଲା। ଖବର ପାଇ ଷ୍ଟେସନରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।…