Odisha Link
Bridging the Missing Links in Odisha

ହାଇକୋର୍ଟକୁ ଯିବ ସ୍ୟାଟ ମାମଲା

କଟକ: ଆଉ ପାଦେ ଆଗେଇଲା ସ୍ୟାଟ ଉଚ୍ଛେଦ ପ୍ରକ୍ରିୟା । ସ୍ୟାଟର ସମସ୍ତ ମାମଲା ହାଇକୋର୍ଟକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସ୍ୟାଟର କଟକ, ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁର ମାମଲା ହାଇକୋର୍ଟକୁ ସ୍ଥାନାନ୍ତର ହେବ । ସମସ୍ତ ୪ଟି ବେଞ୍ଚର ମାମଲାଗୁଡ଼ିକୁ ସ୍ଥାନାନ୍ତର ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏବେ ସ୍ୟାଟରେ ପ୍ରାୟ ୭୦ ହଜାର ମାମଲା ବିଚାରାଧୀନ ରହିଛି ।

Comments are closed.