Odisha Link
Bridging the Missing Links in Odisha
Daily Archives

December 7, 2019

ମହିଳା ଓ ଶିଶୁ କଲ୍ୟାଣ ଗୃହ କମିଟିଙ୍କର…

ଭୁବନେଶ୍ୱର : ମହିଳା ଓ ଶିଶୁ କଲ୍ୟାଣ ଗୃହକମିଟିଙ୍କର ବୈଠକ ବିଧାୟିକା ଉଷାଦେବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୫ରେ ଅନୁଷ୍ଠିତ ଏହି ବୈଠକରେ କମିଟି ସଦସ୍ୟଙ୍କର ରାଜ୍ୟ ବାହାରକୁ ଅଧ୍ୟୟନ ଗସ୍ତ ଚୂଡ଼ାନ୍ତ ସଂପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ ବିଧାୟିକା…

ତେଲେଙ୍ଗାନା ପୁଲିସ୍‌କୁ କିନ୍ନର ମହାସଂଘର…

ଭୁବନେଶ୍ୱର: ହାଇଦ୍ରାବାଦରେ 'ଦିଶା' ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କ ଏନ୍‌କାଉଣ୍ଟର ଘଟଣାକୁ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ସ୍ବାଗତ ଏବଂ ସମର୍ଥନ କରାଯାଇଛି। ଆଜି ଟିଜି ସୁରକ୍ଷା ଟ୍ରଷ୍ଟର ସଭାନେତ୍ରୀ ମେନକା କିନ୍ନରଙ୍କ ନେତୃତ୍ୱରେ ପ୍ରାୟ ୧୦୦ ଜଣ କିନ୍ନର ମାଷ୍ଟର କ୍ୟାଣ୍ଟିନ ଛକରେ ଏକାଠି ହୋଇ…

ଆବେଦନ ପତ୍ର କମିଟିଙ୍କର ଷଷ୍ଠ ବୈଠକ

ଭୁବନେଶ୍ୱର : ଆଜି ଆବେଦନ ପତ୍ର କମିଟିଙ୍କର ଷଷ୍ଠ ବୈଠକ ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୫ରେ ଅନୁଷ୍ଠିତ ଏହି ବୈଠକରେ ସମବାୟ ବିଭାଗର ସଚିବଙ୍କ ସହିତ ଉକ୍ତ ବିଭାଗ ସଂପର୍କିତ ବକେୟା ଥିବା ଆବେଦନ/ନିବେଦନ ପତ୍ରଗୁଡ଼ିକ ଉପରେ…

ଜାମିନରେ ଆସି ପୁଣି ଦୁଷ୍କର୍ମ ଉଦ୍ୟମ

ଚାନ୍ଦବାଲି: ଚାନ୍ଦବାଲି ଅଞ୍ଚଳରେ ଦୁଷ୍କର୍ମ ଅପରାଧ ପରେ ଜାମିନରେ ଆସିବା ପୁଣି ଥରେ ଦୁଷ୍କର୍ମ ଉଦ୍ୟମ କରିଥିବା ଘଟଣାକୁ ନେଇ ଚର୍ଚ୍ଚା ଚାଲିଛି। ଦୁଷ୍କର୍ମ ଉଦ୍ୟମ କରିଥିବା ଦୁଇ ଅଭିଯୁକ୍ତ ତାପସ କୁମାର ସାହୁ ଏବଂ ଦୀପକ ଖଟୁଆ ବର୍ତ୍ତମାନ ଫେରାର ଅଛନ୍ତି। ଏଥିସହ ଦୁଇ ଅଭିଯୁକ୍ତ ପୀଡ଼ିତାଙ୍କ ପରିବାର…

ଗ୍ରନ୍ଥାଗାର ପୁସ୍ତକ ଚୟନ ଉପକମିଟିଙ୍କର…

ଭୁବନେଶ୍ୱର: ବିଧାନସଭା ଗ୍ରନ୍ଥାଗାର ପୁସ୍ତକ ଚୟନ ଉପକମିଟିଙ୍କର ତୃତୀୟ ବୈଠକ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୩ରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ଆର୍ଥିକ ବର୍ଷ ପାଇଁ ଗ୍ରନ୍ଥାଗାର ନିମନ୍ତେ ପୁସ୍ତକ କ୍ରୟ ପାଇଁ ଚୟନ ସଂପର୍କିତ ଆଲୋଚନା…

୬ ଜିଲ୍ଲାର ସ୍ୱାସ୍ଥ୍ୟଭୂମିର ଉନ୍ନତିକରଣ…

ଭୁବନେଶ୍ବର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୋ ସରକାର ଟିମର ପରିଦର୍ଶନ ପରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ୬ଟି ଜିଲ୍ଲାକୁ ମୋ ସରକାର ଟିମର ଗସ୍ତ ପରେ ସ୍ୱାସ୍ଥ୍ୟ ଭିତ୍ତି ଭୂମି ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ତେବେ…

ଏନକାଉଣ୍ଟର ମାମଲାରେ ତଦନ୍ତ ଆରମ୍ଭ କଲା…

ନୂଆଦିଲ୍ଲୀ: ‘ଦିଶା’ ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କୁ ହାଇଦ୍ରାବାଦ ପୁଲିସ ଏନକାଉଣ୍ଟରରେ ମାରିଦେବା ଘଟଣା ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ଘଟଣା ନିମନ୍ତେ ପୁଲିସ ବିରୋଧରେ ୨ ଜଣ ଓକିଲ ଜି.ଏସ. ମଣି ଏବଂ ପ୍ରଦୀପ କୁମାର ସୁପ୍ରିମକୋର୍ଟରେ ପିଟିଶନ ଦାୟର କରିବା ସହ ସମ୍ପୃକ୍ତ ପୁଲିସ…

ଏୟାରଟେଲ୍‌ ଉପଭୋକ୍ତାଙ୍କ ପାଇଁ ଖୁସିଖବର

ନୂଆଦିଲ୍ଲୀ :ଦୂରରେ ରହୁ ଥିବା ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହେବା ପାଇଁ ସମସ୍ତେ ଭଲ ନେଟୱାର୍କ ଆପଣାଇଥାନ୍ତି । ଟେଲିକମ କମ୍ପାନୀ କଲ୍‌ ରେଟ୍‌ ବଢ଼େଇ ଦେଉଥିବାରୁ ଗ୍ରାହକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । କିନ୍ତୁ ଏୟାରଟେଲ ତା’ ଉପଭୋକ୍ତାଙ୍କ ପାଇଁ ଖୁସି ଖବର ଆଣିଛି ।…

ନାରୀ ସୁରକ୍ଷାରେ ଖିଲାପ କଲେ ଦଣ୍ଡିତ…

ଭୁବନେଶ୍ୱର: ରାଜ୍ୟ ନୁହେଁ, ସାରା ଦେଶରେ ଏବେ ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ହଇଚଇ ସୃଷ୍ଟି ହୋଇଛି। ମହିଳା ଓ ବାଳିକାମାନଙ୍କ ପ୍ରତି ସବୁଠି ବଢିଚାଲିଛି ନିର୍ଯାତନା। କେଉଁଠି ଦୁଷର୍ମ ତ କେଉଁଠି ଅପହରଣ। କେଉଁଠି କମେଣ୍ଟ ତ କେଉଁଠି ଅଶ୍ଳୀଳ ଇଙ୍ଗିତ। ସବୁ ଦିନ ଏଭଳି ଘଟଣାମାନ ଘଟିଚାଲିଛି। ତେବେ ଏନେଇ…

ହେବ ନାହିଁ ଅଦିନିଆ ରଥଯାତ୍ରା

ପୁରୀ: ଡିସେମ୍ବର ୨୯ ତାରିଖରେ ଉତ୍ତରପ୍ରଦେଶର ଗାଜିଆବାଦରେ ଶ୍ରୀମଦ ନାରଦୀୟ ନିକୁଞ୍ଜ ଟ୍ରଷ୍ଟ ପକ୍ଷରୁ ହେବାକୁଥିବା ଅଦିନିଆ ରଥଯାତ୍ରା ଆଉ ହେବ ନାହିଁ। ଏହି ଦିନ ରାଧାକୃଷ୍ଣ ସତ୍‌ସଙ୍ଗ ଆୟୋଜନ ହେବ ବୋଲି ଟ୍ରଷ୍ଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଟ୍ରଷ୍ଟର ସଭାପତି ବାବା ବଳରାମ ଓ ସଂପାଦକ ବାବା ଚୈତନ୍ୟ…