Odisha Link
Bridging the Missing Links in Odisha
Daily Archives

December 7, 2019

ନାରୀ ସୁରକ୍ଷା ପାଇଁ ଏବିଭିପିର ବିଶାଳ…

ଭୁବନଶ୍ୱେର : ସମ୍ପ୍ରତି ରାଜ୍ୟରେ ତଥା ଦେଶରେ ବଢୁଥିବା ନାରୀ ମାନଙ୍କ ପ୍ରତି ନିର୍ଯ୍ୟାତନା ଆଜି ଚରମ ସୀମାରେ ପହଂଚିଛି । ଡ଼ଃ ପ୍ରିୟଙ୍କା ରେଡ୍ଡି ଘଟଣା ହେଉ କିମ୍ବା ରାଜ୍ୟରେ ରାଇରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟାପିକା, ପୁରୀ କିମ୍ବା ଏହିଭଳି ବିଭିନ୍ନ ଘଟଣା ରାଜ୍ୟରେ ନାରୀମାନଙ୍କ ସୁରକ୍ଷା ପ୍ରତି…

ଭାଙ୍ଗି ଯାଇପାରେ ଅସୀମଙ୍କ ହୃଦୟ

ମୁମ୍ବାଇ : ଟେଲିଭିଜନ ଜଗତରେ ରାଜ କରୁଥୁବା ଶୋ ବିଗବସ୍ । ଏହାର ଟିଆରପି ବଢ଼ିବାରେ ଲାଗିଛି । ଶୋ’ରେ ହାଇଭୋଲ୍ଟେଜ୍‌ ଡ୍ରାମା ଓ କଳି ଝଗଡ଼ା ଚାଲିଥିବାବେଳେ ଘରର ଏକ କୋଣରେ ଆରମ୍ଭ ହୋଇଛି ରୋମାନ୍ସ । ଅସୀମ ହିମାଂଶୀଙ୍କ ପାଇଁ ଦିୱାନା ହୋଇଯାଇଛନ୍ତି । ଏମାନଙ୍କ ଯୋଡ଼ିକୁ ଦର୍ଶକ ମଧ୍ୟ ବେଶ୍ ପସନ୍ଦ…

ପ୍ରତିଶୋଧ ନ୍ୟାୟ ନୁହେଁ : ପ୍ରଧାନ…

ନୂଆଦିଲ୍ଲୀ: ସାଂପ୍ରତିକ ସ୍ଥିତ ଓ ନ୍ୟାୟିକ ବ୍ୟବସ୍ଥାକୁ ନେଇ ପ୍ରଧାନ ବିଚାରପତି ପ୍ରତିକ୍ରିୟା ରଖିଛନ୍ତି। ଯୋଧପୁରରେ ସୁପ୍ରିମକୋର୍ଟ ପ୍ରଧା ନବିଚାରପତି ଜଷ୍ଟିସ୍‌ ବୋବଡେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୁଁ ଭାବୁନି କାହାକୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ସମ୍ଭବ। ନ୍ୟାୟ ପାଇବା ପାଇଁ…

ଦାଦାନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ

କଣ୍ଟାବାଞ୍ଜି : ଦାଦାନ ଶ୍ରମିକଙ୍କ ମୃତ୍ୟୁ ଦେହ ଟ୍ରେନ ଲାଇନ୍ ରୁ ଉଦ୍ଧାର କରାଯାଇଛି । କଣ୍ଟାବାଞ୍ଜି-ରାୟଗଡ଼ା ର ଡାବାରି ଲାଇନ୍ ରୁ ମୃତ ଦେହ ମିଳିଛି ।ମୃତକ ଜଣକ ତେଲେଙ୍ଗାନାର ପୈଦାପଲିକୁ କାମ ପାଇଁ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କୁ କାମ ନ ମିଳିବା କଥା କହି ଟ୍ରେନରେ ଫେରୁଥିବା କଥା ଫୋନ୍ ରେ…

ବିଜେପି ଶରଣରେ ବିଜେଡି ସରକାର : ନିରଞ୍ଜନ

ଭୁବନେଶ୍ବର: ରାଜ୍ୟର କାଳିଆ ଓ କେନ୍ଦ୍ରର କିଷାନ ଯୋଜନା ମିଶିବା ପ୍ରସଙ୍ଗରେ ନିରଞ୍ଜନ ପଟ୍ଟନାୟକ କଟାକ୍ଷ କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, 'କାଳିଆ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ , ନିର୍ବାଚନକୁ ଆଖିରେ ରଖି କରାଯାଇଥିଲା। ଏବେ କିନ୍ତୁ ଅର୍ଥ ଅଭାବରୁ ବିଜେପି ସରକାରର ଶରଣ ପଶିଛନ୍ତି। ପୂର୍ବରୁ…

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ବରୁଣେଇ ଓ…

ଖୋର୍ଦ୍ଧା : ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଓଡିଶା ଗସ୍ତର ଅବ୍ୟବହିତ ପୂର୍ବରୁ ଶନିବାର ଖୋର୍ଦ୍ଧା ବରୁଣେଇ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ଠାରେ ସଭାସ୍ଥଳ ପରିଦର୍ଶନ କରିବା ସହ ସୁରକ୍ଷା ଓ ଅନ୍ୟାନ୍ୟ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏ ନେଇ…

ପିଆଜ ସମସ୍ୟା ଜାତୀୟ ବିପତ୍ତି: ରଣେନ୍ଦ୍ର…

ଭୁବନେଶ୍ୱର: ପିଆଜ ବିନା ହାଣ୍ଡିଶାଳ କଥା ଚିନ୍ତା କରାଯାଇପାରେନା। ପିଆଜ କାଟିଲେ ଲୁହ ବାହାରିବା ଥୟ। ତେବେ ଏବେ ପିଆଜ କିଣିଲେ ଆଖିରୁ ଲୁହା ବାହାରୁଛି। ଏହାର କାରଣ ହେଉଛି ପିଆଜର ଅମୁଲ ମୂଲ। ଚଳିତ ବର୍ଷ ପିଆଜର ଦର ବୃଦ୍ଧିକୁ ନେଇ ସର୍ବକାଳୀନ ରେକର୍ଡ ହୋଇଛି। ତେବେ ଏହି ପିଆଜ ଦର ଅଣାୟତ୍ତ ହୋଇଯାଇଥିବା…

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ ଏହି…

ଭୁବନେଶ୍ବର : ଆଜିକାଲିର ଜୀବନଶୈଳି ଯୋଗୁଁ ଅନେକ ଲୋକ ଛୋଟ ବଡ଼ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଡାଇବେଟିସ୍‌ ଗୋଟେ ଏମିତି ରୋଗ ଯାହାର ଭଲ ହେବା ଏତେ ସହଜ ନୁହଁ । କିନ୍ତୁ ନିଜ ଖାଦ୍ୟ ପ୍ରତି ଧାୟନ ଦେଲେ କିଛିଟା ପରିମାଣରେ ଡାଇବେଟିସ୍‌ ରୁ ସୁଫଳ ମିଳିଥାଏ । ଅନେକ ଲୋକ ଜାଣିନଥିବେ କଳାଜିରା…

ଉନ୍ନାଓ ଘଟଣା ପ୍ରତିବାଦରେ ନିଜ ଝିଅକୁ…

ନୂଆଦିଲ୍ଲୀ: ଉନ୍ନାଓ ପୀଡ଼ିତାଙ୍କ ମୃତ୍ୟୁ ପରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲ ବାହାରେ ତୀବ୍ର ବିରୋଧ ପ୍ରଦର୍ଶନ କରାଯାଉଛି। ଏହି ବିକ୍ଷୋଭ ପ୍ରଦର୍ଶନରେ ଶତାଧିକ ମହିଳା ଓ ପୁରୁଷ ସାମିଲ ହେବେ ସହ ଘଟଣାକୁ ବିରୋଧ କରୁଛନ୍ତି। ତେବେ ଏହି ସମୟରେ ସେଠାରେ ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିକ୍ଷୋଭ…

ଧାନ ଗବେଷଣା କେନ୍ଦ୍ରରେ ନିଆଁ !

କଟକ: କଟକ ସ୍ଥିତ ବିଦ୍ୟାଧରପୁର ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ନିଆଁ । ବିଦ୍ୟୁତ୍‌ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ନିଆଁକୁ ଆୟତ୍ତ କରାଯାଇ ଥିବା ବେଳେ ଏଥିରେ ବିଶେଷକିଛି କ୍ଷତି ଘଟିନାହିଁ ବୋଲି ସୂଚନା ମିଳିଛି।ଆଜି ମଧ୍ୟାହ୍ନରେ ଧାନ ଗବେଷଣା କେନ୍ଦ୍ରର…