Odisha Link
Bridging the Missing Links in Odisha

ଦାଦାନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ

କଣ୍ଟାବାଞ୍ଜି : ଦାଦାନ ଶ୍ରମିକଙ୍କ ମୃତ୍ୟୁ ଦେହ ଟ୍ରେନ ଲାଇନ୍ ରୁ ଉଦ୍ଧାର କରାଯାଇଛି । କଣ୍ଟାବାଞ୍ଜି-ରାୟଗଡ଼ା ର ଡାବାରି ଲାଇନ୍ ରୁ ମୃତ ଦେହ ମିଳିଛି ।ମୃତକ ଜଣକ ତେଲେଙ୍ଗାନାର ପୈଦାପଲିକୁ କାମ ପାଇଁ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କୁ କାମ ନ ମିଳିବା କଥା କହି ଟ୍ରେନରେ ଫେରୁଥିବା କଥା ଫୋନ୍ ରେ କହିଥିଲେ ।

ଉକ୍ତ ବ୍ୟକ୍ତିଙ୍କ ପକେଟରୁ ରେଲୱେ ଟିକେଟ ମିଳୁଥିିବାରୁ ମତ୍ୟୁର କାରଣ ଜଣା ପଡ଼ି ନାହିଁ । ଟ୍ରେନରୁ ଖସି ନା କେହି ଠେଲିଦେଇଥିବା ତାହା ସ୍ପଷ୍ଟ ହୋଇନାହିଁ ।

Comments are closed.