Odisha Link
Bridging the Missing Links in Odisha
Browsing Tag

labour

ଉତ୍ତରକାଶୀ ଟନେଲ୍‌ ଟ୍ରାଜେଡି: ୧୭ ଦିନର…

ଓଏଲ୍‌ ବ୍ୟୁରୋ: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲ୍‌ରୁ ବାହାରୁଛନ୍ତି ଫସି ରହିଥିବା ଶ୍ରମିକ। ୧୭ ଦିନର ଉଦ୍ଧାରକାର୍ଯ୍ୟ ପରେ ମଙ୍ଗଳବାର 'ମଙ୍ଗଳସମୟ' ଆସିଛି ଯାହାକୁ ସାରା ଦେଶବାସୀ ଚାହିଁ ବସିଥିଲେ। ୪୦୦ ଘଣ୍ଟାରୁ ଉର୍ଦ୍ଦ୍ବ ସମୟର ଅକ୍ଲାନ୍‌ ପରିଶ୍ରମ ଆଉ ଦେଶ, ବିଦେଶରୁ ଆସିଥିବା ମେସିନ୍‌, ବିଶେଷଜ୍ଞ ଓ…

ସର୍ବନିମ୍ନ ମଜୁରୀ ଦରରେ ସଂଶୋଧନ, ଉନ୍ନତ…

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସର୍ବନିମ୍ନ ମଜୁରୀ ଦରକୁ ସଂଶୋଧନ କରିଛନ୍ତି ସରକାର। ଏହାଦ୍ୱାରା ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିବା ୧.୫ କୋଟି ଶ୍ରମିକ ଉପକୃତ ହେବେ ବୋଲି ସରକାର ଆଶା ରଖିଛନ୍ତି। ଏଥିପାଇଁ ଶ୍ରମ ଓ…

ମଧ୍ୟପ୍ରଦେଶରେ ଟ୍ରକ୍-ବସ୍ ଦୁର୍ଘଟଣା: ୮…

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ଗୁନା ନିକଟସ୍ଥ ସ୍ଥାନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୮ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୫୫ ଜଣ ଆହତ ହୋଇଛନ୍ତି। କଣ୍ଟେନର ସହିତ ଯାତ୍ରୀବାହୀ ବସର ମୁହାଁମୁହିଁ ଧକ୍କା ହେବା ଫଳରେ ଏପରି ଏକ ଛାତି ଥରା ଦୁର୍ଘଟଣା ଘଟିଛି। ସମସ୍ତ…

ପୁଣି ଦାଦନ ଯନ୍ତ୍ରଣା ; ତେଲେଙ୍ଗାନାରେ…

ଭୁବନେଶ୍ବର: ତେଲେଙ୍ଗନାରେ ଫସିରହିଛନ୍ତି ଦାଦନ ଶ୍ରମିକ। ନିର୍ଯାତନା ଦିଆଯାଉଥିବା ଅଭିଯୋଗ। ଖାଇବାକୁ ଦେଉନଥିବା ବେଳେ ଘରକୁ ଯିବାକୁ କହିଲେ ମିଳୁଛି ମାଡ। ଭିଡିଓ ଜାରି କରି ଉଦ୍ଧାର ପାଇଁ ନିବେଦନ କରିଛନ୍ତି ଫସିରହିଥିବା ୩୫ ଶ୍ରମିକ। ମିଳିଥିବା ସୂଚନା ଅନୁସାାରେ, ବରଗଡ ଜିଲ୍ଲା ପାଇକମାଲ ବ୍ଲକ୍…

ଦାଦନଙ୍କ ପତ୍ନୀଙ୍କୁ ଗଣଦୁଷ୍କର୍ମ

ଭବାନୀପାଟଣା : ପେଟ ପୋଷିବା ପାଇଁ ରାଜ୍ୟ ବାହାରକୁ ଯାଇ ଦାଦନ ଖଟୁଥିବା ସ୍ବାମୀ ପତ୍ନୀଙ୍କୁ ଗଣଦୁଷ୍କର୍ମ ଘଟଣା ଏବେ ସାମ୍ନାକୁ ଆସିଛି। ଦାଦନ ସ୍ବାମୀ ଜଣେ ଚିହ୍ନା ଲୋକଙ୍କୁ ବିଶ୍ବାସ କରି ତାଙ୍କ ହାତରେ ପତ୍ନୀଙ୍କ ପାଖକୁ ଟଙ୍କା ଓ ଜିନିଷପତ୍ର ପଠାଇଥିଲେ। ମାତ୍ର ଏହି ଟଙ୍କା ଦେବା ବାହାନାରେ ସଂପୃକ୍ତ…

ଦାଦାନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ

କଣ୍ଟାବାଞ୍ଜି : ଦାଦାନ ଶ୍ରମିକଙ୍କ ମୃତ୍ୟୁ ଦେହ ଟ୍ରେନ ଲାଇନ୍ ରୁ ଉଦ୍ଧାର କରାଯାଇଛି । କଣ୍ଟାବାଞ୍ଜି-ରାୟଗଡ଼ା ର ଡାବାରି ଲାଇନ୍ ରୁ ମୃତ ଦେହ ମିଳିଛି ।ମୃତକ ଜଣକ ତେଲେଙ୍ଗାନାର ପୈଦାପଲିକୁ କାମ ପାଇଁ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କୁ କାମ ନ ମିଳିବା କଥା କହି ଟ୍ରେନରେ ଫେରୁଥିବା କଥା ଫୋନ୍ ରେ…