Odisha Link
Bridging the Missing Links in Odisha
Daily Archives

January 6, 2020

ଭାରତରେ ପାକିସ୍ତାନ ସ୍ୱାର୍ଥ ସାଧନ…

କଟକ: ଯେଉଁମାନେ ଦେଶରେ ଶାନ୍ତି ଚାହୁଁନାହାନ୍ତି, ଅରାଜକତା ସୃଷ୍ଟି କରିବାକୁ ଚାହୁଁଛନ୍ତି, ପାକିସ୍ତାନ ବା ଆଇଏସଆଇର ଭାଷା ଭାରତରେ କହିବାକୁ ଚାହୁଁଛନ୍ତି ତଥା ପାକିସ୍ତାନର ଉଦ୍ଦେଶ୍ୟକୁ ଭାରତ ଭୂମିରେସାଧିତ କରିବା ପାଇଁ ଚାହୁଁଛନ୍ତି ତାଙ୍କ ମୁହଁରୁ ପରଦା ହଟାଇବା ଏହି ଅଭିଯାନର ଉଦ୍ଦେଶ୍ୟ ବୋଲି…

ରାଜ୍ୟର କ୍ରୀଡା ଜଗତରେ ସୁଦୃଢ ମୂଳଦୁଆ…

ଭୁବନେଶ୍ବର: ଆଗାମୀ ଦିନରେ ଓଡିଶାରେ ହେବାକୁ ଥିବା ସର୍ବଭାରତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ରାଜ୍ୟର କ୍ରୀଡା କ୍ଷେତ୍ରରେ ସୁଦୃଢ ମୂଳଦୁଆ ପକାଇବ ବୋଲି ସୋମବାର ଭୁବନେଶ୍ୱର ପୂବତଟ ରେଳବାଇ ଅଡିଟୋରିୟମ ଠାରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା -୨୦୨୦ ଲୋଗୋ ଏବଂ ଜର୍ସି…

ପ୍ରକାଶ ପାଇଲା ୨୦୧୮ ଓଏଏସ୍‌ ରେଜଲ୍ଟ ,…

ଭୁବନେଶ୍ବର: ପ୍ରକାଶ ପାଇଛି ୨୦୧୮ ଓଏଏସ୍‌ ରେଜଲ୍ଟ। ମୋଟ୍‌ ୨୧୮ ଜଣ ପ୍ରାର୍ଥୀ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦେବାଶିଷ ପଣ୍ଡା ଟପ୍ପର ହୋଇଛନ୍ତି। ରେଜଲ୍ଟ ଜାଣିବା ପାଇଁ ପ୍ରାର୍ଥୀ ଓ୍ଵେବସାଇଟ୍‌ www.opsc.gov.in କୁ ଯାଇପାରିବେ। ୨୦୧୮ରେ ହୋଇଥିବା ଏହି…

ଦିଲ୍ଲୀବାସୀ ଆମ କାମ ଦେଖି ଭୋଟ୍‌ ଦେବେ:…

ନୂଆଦିଲ୍ଲୀ: ଆଜି ଅପରାହ୍ନରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ। ଯାହାକୁ ନେଇ ରାଜନୈତିକ ଦଳ ଗୁଡ଼ିକ ଅଙ୍କକଷା ଆରମ୍ଭ କରିଲେଣି। ନିର୍ବାଚନ ତାରିଖ ଘୋଷଣା ହେବା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରରିଓ୍ବାଲ। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ…

ଭଦ୍ରକ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ଭୁବନେଶ୍ବର: ଭଦ୍ରକ ଜିଲ୍ଲା ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର। ଜିଲ୍ଲାରେ ସ୍ଵାସ୍ଥ୍ୟ ସେବାର ଉନ୍ନତି ପାଇଁ ରାଜ୍ୟ ସରକାର ନେଲେ ବଡ଼ ପଦକ୍ଷେପ। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉନ୍ନତି ପାଇଁ ୭ ମହଲା ବିଶିଷ୍ଟ ଏକ ନୂତନ ଡିଏଚଏଚ କମ୍ପେକ୍ସର ନିର୍ମାଣ କରାଯିବା ନେଇ ଘୋଷଣା କରିଛନ୍ତି…

‘ମାୟୋପିଆ’ ସଚେତନତା ପାଇଁ ଏଲ୍ ଭି…

ଭୁବନେଶ୍ୱର: ପିଲାଙ୍କ ଭିତରେ ବଢ଼ୁଥିବା ସମୀପ ଦୃଷ୍ଟିଦୋଷ ବା ମାୟୋପିଆ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ‘ମାଇଁସାଇକ୍ଲୋଥନ୍’ କାର୍ଯ୍ୟକ୍ରମ ଲାଗି କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ଚଳିତ ମାସ ୧୯ ତାରିଖ ସକାଳେ କଳିଙ୍ଗ ଷ୍ଟାଡିୟମ୍‌ରୁ ଏହା ଆରମ୍ଭ ହେବ।…

ରାଷ୍ଟ୍ରପତି ପଦ ପାଇଁ ଚର୍ଚ୍ଚାରେ ଶରଦ…

ମୁମ୍ବାଇ: ଦେଶରେ ୨୦୨୨ ମସିହାରେ ହେବ ରାଷ୍ଟ୍ରପତି ନିର୍ବାଚନ। ନିର୍ବାଚନକୁ ଆହୁରି ୨ବର୍ଷ ଥିଲେ ସୁଦ୍ଧା ରାଷ୍ଟ୍ରପତି ପଦକୁ ନେଇ ଆରମ୍ଭ ହେଲାଣି ରାଜନୀତି। ଶିବସେନା ରାଷ୍ଟ୍ରପତି ପଦବୀ ପାଇଁ ଲବି କରିବା ଆରମ୍ଭ କରିଛି। ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ଦେଶର ଜଣେ ବରିଷ୍ଠ ନେତା। ତାଙ୍କ ନାମକୁ…

ଜେଏନୟୁ ହିଂସା: ୨୬/ ୧୧ ସହ ତୁଳନା କଲେ…

ନୂଆଦିଲ୍ଲୀ: ଗତକାଲି ଜେଏନୟୁରେ ହୋଇଥିବା ହିଂସାକୁ ନେଇ ସାରା ଦେଶରେ ଚର୍ଚ୍ଚା। ଏବେ ଏହାକୁ ନେଇ ରାଜନୀତି ମଧ୍ୟ ଦେଖାଗଲାଣି। ଜେଏନୟୁ ହିଂସାକୁ ନେଇ ମୁହଁ ଖୋଲିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଗତକାଲି ହୋଇଥିବା ହିଂସାକାଣ୍ଡକୁ ଉଦ୍ଧବ ୨୬/୧୧ ଆତଙ୍କବାଦୀ ହାମ୍‌ଲା ସହ ତୁଳନା…

ବଢ଼ିଲା ବସ ଭଡ଼ା

ଭୁବନେଶ୍ୱର: ଆଜି ସର୍ବସାଧାରଣ ପାଇଁ ବସ ଭଡ଼ା ବୃଦ୍ଧି ହୋଇଛି। ସାଧାରଣ ବସ ପାଇଁ ଭଡ଼ା କିଲୋମିଟର ପିଛା ୧ ପଇସା ପାଇଁ ବଢିଥିବାବେଳେ ଏକ୍ସପ୍ରେସ ବସ ପାଇଁ ମଧ୍ୟ କିଲୋମିଟର ପିଛା ୧ ପଇସା ବଢିଛି। ସେହିପରି ଡିଲକ୍ସ ବସ ପାଇଁ କିଲୋମିଟର ପିଛା ୨ ପଇସା ବଢିଥିବାବେଳେ ଏସି ଡିଲକ୍ସ ବସ ପାଇଁ କିଲୋମିଟର ପିଛା…

ଜୟପୁର ସାହିତ୍ୟ ଉତ୍ସବ ୨୦୨୦: ଯୋଗଦେବେ…

ଭୁବନେଶ୍ବର: ଚଳିତ ମାସ ୨୩ରୁ ୨୭ ତାରିଖ ୫ ଦିନ ଧରି ରାଜସ୍ଥାନର ରାଜଧାନୀ ଜୟପୁର ସହରରେ ଅନୁଷ୍ଠିତ ହେଉଛି ୧୩ତମ ଜୟପୁର ସାହିତ୍ୟ ଉତ୍ସବ। ବିଶ୍ବର ସବୁଠୁ ବଡ଼ ସାହିତ୍ୟ ଉତ୍ସବ ଭାବେ ଜଣାଶୁଣା ଜୟପୁର ଲିଟରେଚର ଫେଷ୍ଟିଭାଲ ୨୦୨୦ର ଅତିଥି ତାଲିକାରେ ଏଥର ଦେଶ ବିଦେଶର ୩୦୦ରୁ ଅଧିକ ବକ୍ତାଙ୍କ ସମେତ ୧୪ଟି…