Odisha Link
Bridging the Missing Links in Odisha
Daily Archives

January 8, 2020

ପାଟଶାଢ଼ି କିଣିଲେ ମହାରାଜ କଂସ

ବରଗଡ଼: ବରଗଡ଼ରେ ଜମୁଛି ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା। ଏଥିପାଇଁ ଚଳଚଞ୍ଚଳ ମଥୁରା। ଆଜି ମହାରାଜ କଂସ ତାଙ୍କ ପାତ୍ର ଓ ମନ୍ତ୍ରୀଙ୍କ ସହିତ ନଗର ଭ୍ରମଣ କରିଥିଲେ। ନଗର ଭ୍ରମଣ ସମୟରେ ଜାତୀୟ ହସ୍ତତନ୍ତ ମେଳା ପରିଦର୍ଶନ କରିଥିଲେ ମହାରାଜ କଂସ। ବିଭିନ୍ନ ପ୍ରକାର ପାଟ ଶାଢ଼ି ଦେଖି ମହାରାଣୀ ପଦ୍ମାବତୀଙ୍କ କଥା…

ଧାନ ମଣ୍ଡିରେ ଚାଲିଗଲା ଜୀବନ

ନୀଳଗିରି: ମୃତ୍ୟୁ ନିରାଟ ନିରାଟ ସତ୍ୟ। କେତେବେଳେ ମଣିଷର ପ୍ରାଣ ବାୟୁ ଚାଲିଯିବ ତାହା କହିବା ମୁସ୍କିଲ। ଏମିତି ଏକ ଘଟଣା ଘଟିଛି ନୀଳଗିରି ବ୍ଲକ ବରହମପୁର ଅଂଚଳରେ। ଏକ ଧାନ ମଣ୍ଡିକୁ ଧାନ ବସ୍ତା ଟେକୁଥିବା ସମୟରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଚାଷୀ ଜଣଙ୍କ ହେଉଛନ୍ତି ପ୍ରତାପ…

ଦ୍ବିତୀୟ ଥର ବାତିଲ ହେଲା ମୋଦୀଙ୍କ ଆସାମ…

ଗୁଆହାଟି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସାମ ଗସ୍ତ କାର୍ଯ୍ୟକ୍ରମକୁ ଦ୍ୱତୀୟ ଥର ପାଇଁ ବାତିଲ କରି ଦିଆଯାଇଛି। ଆସନ୍ତା ଜାନୁଆରୀ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ‘ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍‌ ୨୦୨୦’କୁ ଉଦ୍‌ଘାଟନ କରିବା ପାଇଁ ଆସାମ ଗସ୍ତର କାର୍ଯ୍ୟକ୍ରମ ରହିଥିଲା। ନାଗରିକତା ସଂଶୋଧନ ଆଇନକୁ…

କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ସବୁ…

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ବତ୍ତି ନିଆଯାଇଛି। ନୀଳାଚଳ ଇସ୍ପାତ କାରଖାନାରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ଏଥିରେ ନିଷ୍ପତ୍ତି ନିଆଯାଇଛି। ଯାହାଦ୍ବାରା ନୀଳାଚଳ ଇସ୍ପାତର ରୂପ…

ଆରମ୍ଭ ହେଲା ‘ହଙ୍ଗାମା ୨’ର…

ମୁମ୍ବାଇ : ଖୁବ ଶ୍ରୀଘ୍ର ବଲିଉଡ଼ରେ ଅନ୍ୟ ଏକ ସିକ୍ୱେଲ ସିନେମା ଦେଖିବାକୁ ମିଳିବ । ସିନେମାର ନାଁ ରହିଛି 'ହଙ୍ଗାମା ୨'। ଏହାର ପ୍ରଥମ ଭାଗ ୨୦୦୩ ରେ ରିଲିଜ ହୋଇଥିଲା । ହଙ୍ଗାମାରେ ଅକ୍ଷୟ କୁମାର, ରିମି ସେନ୍‌, ଅଫତାବ ଶିବଦାସାନୀ, ପରେଶ ରାଓ୍ଵଲ ଓ ସୋମା ଆନନ୍ଦ ପ୍ରମୁଖ ଚମତ୍କାର ଅଭିନୟ କରି…

ବିହାରରେ ବିଜେପିରୁ ଜଣେ ମୁଖ୍ୟମନ୍ତ୍ରୀ…

ପାଟନା: ବିହାର ବିଧାନ ପରିଷଦର ସଦସ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଞ୍ଜୟ ପାଶଓ୍ବାନ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ କୌଣସି ବିଜେପି ନେତା ମୁଖ୍ୟମନ୍ତ୍ରୀ ହେବା ଦରକାର। ଏବଂ ବିଜେପି ନିର୍ବାଚନ ଏକୁଟିଆ ଲଢ଼ିବା ପାଇଁ ସକ୍ଷମ ରହିଛି ବୋଲି…

ଇରାନକୁ ଇସ୍ରାଏଲ୍‌ର ଧମକ୍‌

ଜେରୁଜେଲମ: ଇରାକ୍‌ସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ଏୟାର୍‌ବେସ୍‌ ଉପରେ ଇରାନର ଆକ୍ରମଣ ପରେ ଇସ୍ରାଏଲରେ ଆକ୍ରମଣର ଭୟ ସୃଷ୍ଟି ହୋଇଛି। ଆମେରିକା ଭଳି ଇସ୍ରାଏଲ ଉପରେ ମଧ୍ୟ ଇରାନ ମିସାଇଲ ମାଡ଼ କରିପାରେ ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନହୁ…

ପାନ ଦୋକାନରେ ବିକ୍ରି ହେଉଛି କଫ୍‌ ସିରପ

ବଲାଙ୍ଗୀର: ବଲାଙ୍ଗୀରରେ ବେଆଇନ କଫସିରପ ବିକ୍ରି ଅଭିଯୋଗରେ ଜଣେ ଦୋକାନୀ ସହ ଦୁଇ ଜଣ ଗ୍ରାହକଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ବେଆଇନ୍‌ କଫସିରପ ବିକ୍ରି ହେଉଥିବା ଖବର ପାଇବା ପରେ ତତ୍ପର ହୋଇଛି ପୋଲିସ ପ୍ରଶାସନ। ସହରର ବିଭିନ୍ନ ସ୍ଥାନରେ ଚାଲିଛି ସ୍ପେସାଲ ସ୍କ୍ବାର୍ଡର ଛାନଭିନ୍‌। ସୂଚନାଯୋଗ୍ୟ…

ତୀରମାରି ହାତୀକୁ ହତ୍ୟା

ରାଉରକେଲା: ରାଉରକେଲା ବନଖଣ୍ଡର ବିଶ୍ରା ଫରେଷ୍ଟ ରେଞ୍ଜର ଚିତାପେଡ଼ି ପଞ୍ଚାୟତ କୁଦାହୁଡ଼ଙ୍ଗ ଗ୍ରାମ ଜଙ୍ଗଲରୁ ଆଜି ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ପାରିପାର୍ଶ୍ୱିକ ସ୍ଥିତି ଦେଖିବା ପରେ ହାତୀଟିକୁ ତୀରମାରି ହତ୍ୟା କରାଯାଇଥିବା ଜଣାପଡିଛି। ମୃତ ହାତୀ ଶରୀରରେ ବିଭିନ୍ନ ସ୍ଥାନର କ୍ଷତ ଚିହ୍ନ…

ଗଛରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ରାଉରକେଲ : ରାଉରକେଲାର ଟିମ୍ବର କଲୋନୀ ଅଞ୍ଚଳରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ବକ୍ସର ମୁଣ୍ଡା। ତାଙ୍କ ଘର ଟିମ୍ବର କଲୋନୀରେ। ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ବକ୍ସରଙ୍କ ମୃତଦେହ ଗଛରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ।…