Odisha Link
Bridging the Missing Links in Odisha
Daily Archives

January 21, 2020

ଟ୍ରାଫିକ୍ ସଚେତନତାର ବାର୍ତ୍ତା ବାଣ୍ଟିଲେ…

ନୟାଗଡ଼: ସାରା ରାଜ୍ୟରେ ଟ୍ରାଫିକ ନିୟମ ପାଳନ କରିବା ପାଇଁ ସରକାର ଅନେକ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି। ଅନ୍ୟପଟେ ଛାତ୍ରଛାତ୍ରୀ ମାନେ ଏକ ଅଭିନବ ଉପାୟରେ ଟ୍ରାଫିକ୍‌ ନିୟମ ପାଳନ କରିବା ପାଇଁ ସମାଜକୁ ବାର୍ତ୍ତା ଦେଇଛନ୍ତି। ସମସ୍ତେ ଠିକ୍‌ ଭାବରେ ଟ୍ରାଫିକ ନିୟମ ପାଳନ କରନ୍ତୁ। ସରକାର ଧାର୍ଯ୍ୟ…

ଜାତୀୟ ସାହାସିକତା ପୁରସ୍କାର ପାଇବେ…

ନୂଆଦିଲ୍ଲୀ: ଆଜି ୬୩ ତମ ଜାତୀୟ ସାହାସିକତା ପୁରସ୍କାର ୨୦୧୯ ଘୋଷଣା ହୋଇଛି। ପ୍ରତିକୂଳ ପରିସ୍ଥିତିରେ ନିଜର ସାହସକୁ ପ୍ରଦର୍ଶନ କରିଥିବା ଓଡ଼ିଶାର ୩ ଜଣଙ୍କୁ ଜାତୀୟ ସ୍ତରରେ ସାହସିକତା ସମ୍ମାନରେ ସମ୍ମାନିତ କରାଯିବ। ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ୨୨ ଜଣ ପିଲାଙ୍କୁ ବିଭିନ୍ନ ବିଭାଗରେ ପୁରସ୍କାର…

ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜର…

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ପଟିଆ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ମଙ୍ଗଳବାର ବାର୍ଷିକ କ୍ରୀଡା ଉତ୍ସବ ମହା ସମାରୋହରେ ଉଦଘାଟିତ ହୋଇଯାଇଛି। ଏହି ବାର୍ଷିକ କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥିଭାବେ କର୍ଣ୍ଣେଲ ଗୋବିନ୍ଦ ଚନ୍ଦ୍ର ରଥ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ଭୁବନେଶ୍ବର ଉତ୍ତର…

ଟିମ୍‌ ଇଣ୍ଡିଆକୁ ଝଟକା: ଟି-୨୦ ସିରିଜରୁ…

ନୂଆଦିଲ୍ଲୀ: ଆଜି ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଗସ୍ତ କରିଛି। ଏହା ପୂର୍ବରୁ ଟିମ୍ ଇଣ୍ଡିଆକୁ ଜବରଦସ୍ତ ଝଟକା ଲାଗିଛି। ଷ୍ଟାର୍ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ଆହତ କାରଣରୁ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଟି-୨୦ ସିରିଜ୍ ଖେଳିପାରିବେ ନାହିଁ। ଅଷ୍ଟ୍ରେଲିଆ ବିପକ୍ଷ ରବିବାର…

ନାଗରିକତା ସଂଶୋଧନ ଆଇନ ଶରଣାର୍ଥୀଙ୍କ…

ନବରଙ୍ଗପୁର: ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି। ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁ ବର୍ଗର…

ଯାଜପୁର: ଆସନ୍ତାକାଲି ଜନଜାଗରଣ…

ଭୁବନେଶ୍ବର: ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି। ବରଂ ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ରୂପେ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀ ମାନଙ୍କୁ ନାଗରିକତା ପ୍ରଦାନ କରାଯିବାର…

ବିଭାଗୀୟ ସ୍ଥାୟୀ କମିଟି-୧ଙ୍କର ଷଷ୍ଠ…

ଭୁବନେଶ୍ବର: ଆଜି ବିଭାଗୀୟ ସ୍ଥାୟୀ କମିଟି-୧ଙ୍କର ଷଷ୍ଠ ବୈଠକ ବିଧାୟକ କିଶୋର କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୪ରେ ଅନୁଷ୍ଠିତ ଏହି ବୈଠକରେ ଷୋଡଶ ବିଧାନସଭା ସମୟରେ ବିଧାନସଭାରେ ଉପସ୍ଥାପିତ ଉକ୍ତ କମିଟିଙ୍କ ପ୍ରଥମ ରିପୋର୍ଟରେ ସ୍ଥାନିତ ସାଧାରରଣ…

ବାଜିରାଓ ଆଇଏଏସ୍ ଏକାଡେମୀ…

ନୂଆଦିଲ୍ଲୀ: 'ଚାମ୍ପିଆନ ଅଫ୍ ଚେଞ୍ଜ ୨୦୧୯' ସମ୍ମାନରେ ସମ୍ମାନିତ ହୋଇଛନ୍ତି ବାଜିରାଓ ଆଇ.ଏ.ଏସ୍ ଏକାଡେମୀର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ଦିଲୀପ୍ କୁମାର। ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ସୋମବାର ଦିନ ଆୟୋଜିତ ଏକ ବର୍ଣାଢ଼୍ୟ ସମାରୋହରେ ଦିଲପ୍ କୁମାରଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ପୂର୍ବତନ…

ହୋଟେଲରୁ ୮ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

ନେପାଳ : ନେପାଳ ସ୍ଥିତ ମକବାନପୁର ଜିଲ୍ଲା ଦମନରେ ଥିବା ଏକ ହୋଟେଲ ରୁମ୍‌ ଭିତରୁ ଆଜି ୮ ଜଣ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିଶ୍ବାସ ପ୍ରଶ୍ବାସ ନେବାରେ ବାଧା ସୃଷ୍ଟି ହେବାରୁ ସେମାନଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ମୃତକ ୮ଜଣ ହେଉଛନ୍ତି, ପ୍ରବିଣ କୁମାର ନାୟର(୩୯),…

ସୁରଟଠାରେ ଆୟୋଜିତ ‘ଓଡ଼ିଶା ମହୋତ୍ସବ’ରେ…

ଭୁବନେଶ୍ବର: ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଚଳିତ ଜାନୁଆରୀ ୨୨ ତାରିଖରେ ସୁରଟ ଯାତ୍ରା କରିବେ। ସେଠାରେ ସେ ଓଡ଼ିଶା ମହୋତ୍ସବ କମିଟି, ସୁରଟ ଆନୁକୂଲ୍ୟରେ ଆୟୋଜିତ ‘ଓଡ଼ିଶା ମହୋତ୍ସବ’ରେ ଉଦ୍‌ଘାଟକ ଭାବେ ଯୋଗଦେବେ। ସୁରଟର ଆମ୍ରୋଲିସ୍ଥିତ ରାଜଓ୍ୱାଡ଼ି ପାର୍ଟି ପ୍ଲଟ୍‌ଠାରେ ଆୟୋଜିତ ଏହି ମହୋତ୍ସବରେ…