Odisha Link
Bridging the Missing Links in Odisha
Daily Archives

January 26, 2020

ଧୋନିଙ୍କୁ ନେଇ ଏପରି କହିଲେ ସୁରେଶ ରାଇନା

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ସୁରେଶ ରାଇନା। ରାଇନା ଧୋନିଙ୍କ ଖେଳକୁ ନେଇ କହିଛନ୍ତି ଯେ, “ମୁଁ ଚାହେଁ ଯେ ଧୋନି ଭାରତ ପକ୍ଷରୁ ଖେଳିବା ଜାରି ରଖନ୍ତୁ। ବର୍ତ୍ତମାନ ଧୋନି ଫିଟ୍ ଲାଗୁଛନ୍ତି ଏବଂ ଜୋରଦାର ଟ୍ରେନିଂ ମଧ୍ୟ କରୁଛନ୍ତି।…

ପୁଣିଥରେ ଅଟକ ରହିଲେ ଭୀମ୍‌ ଆର୍ମି ମୁଖ୍ୟ

ହାଇଦ୍ରାବାଦ: ପୁଣିଥରେ ଭୀମ୍‌ ଆର୍ମି ମୁଖ୍ୟ ଚନ୍ଦ୍ର ଶେଖର ଆଜାଦଙ୍କୁ ଅଟକ ରଖିଲା ପୁଲିସ୍। ନାଗରିକତା ସଂଶୋଧନ ଆଇନ ଏବଂ ଏନ୍‌ଆରସି ବିରୋଧରେ ଏକ ଶୋଭାଯାତ୍ରା ପୂର୍ବରୁ ହାଇଦ୍ରାବାଦ ସିଟି ପୁଲିସ୍‌ ତାଙ୍କୁ ଅଟକ ରଖିଛି। ପୁଲିସ୍‌ କହିବା ଅନୁଯାୟୀ, ଲଙ୍ଗର ହୌଜ୍‌ ଥାନା ଅଧୀନରେ ଥିବା ଏକ ବଗିଚାରେ…

୨ୟ ଟି-୨୦: ମୁହାଁଁମୁହିଁ ହେବେ…

ଅକଲାଣ୍ଡ: ଆଜି ସାରା ଭାରତ ପାଳନ କରୁଛି ୭୧ତମ ସାଧାରଣତନ୍ତ୍ର ଦିବସ। ଅନ୍ୟପଟେ ଆଜି ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡ ମାଟିରେ ଖେଳିବ ତାର ୨ୟ ଟି-୨୦ ମ୍ୟାଚ୍। ଅପରାହ୍ନ ୧୨ ଟା ୨୦ ମିନିଟରେ ଅକଲାଣ୍ଡର ଖେଳାଯିବ ୨ୟ ଟି-୨୦। ଏହି ମ୍ୟାଚ୍ ଜିତି ଭରତୀୟ କ୍ରିକେଟ୍ ଦଳ ଶୃଙ୍ଖଳାରେ ୨-୦ରେ ଆଗୁଆ ହେବା ଲକ୍ଷ୍ୟରେ…

ସାଧାରଣତନ୍ତ୍ର ଦିବସ: ଭୁବନେଶ୍ବରରେ…

ଭୁବନେଶ୍ବର: ଆଜି ୭୧ତମ ସାଧାରଣତନ୍ତ୍ର ଦିବସ ସମଗ୍ର ଦେଶରେ ପାଳିତ ହୋଇଯାଇଛି। ସେହିପରି ରାଜ୍ୟ ରାଜଧାନୀ ଭୁବନେଶ୍ୱର ସ୍ଥିତ ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳିତ ହୋଇଛି। ଏଥିରେ ରାଜ୍ୟପାଳ ଗଣେଣୀ ଲାଲ୍‌ ପତାକା ଉତ୍ତୋଳନ କରିଥିଲେ। ଏଥିସହ ସେ ମିଳିତ ପରେଡ୍‌ରେ ଅଭିବାଦନ…

ସାଧାରଣତନ୍ତ୍ର ଦିବସ: ୬ ସେନା…

ନୂଆଦିଲ୍ଲୀ: ୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ ମୋଟ ୧୫୧ ଟି ସେନା ପଦକ ଘୋଷଣା କରାଯାଇଛି। ଭାରତୀୟ ସେନାର ଉତ୍ତର କମାଣ୍ଡ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହଙ୍କ ସମେତ ସେନାର ୧୦ ଜଣ ବରିଷ୍ଠ ଅଧିକାରୀଙ୍କୁ ପରମ ବିଶିଷ୍ଟ ସେବା ପଦକରେ ସମ୍ମାନିତ କରାଯିବ। ଅଦମ୍ୟ ସାହସ ଓ ପରାକ୍ରମ ପାଇଁ ୬…

ସାଧାରଣତନ୍ତ୍ର ଦିବସ: ସାରା ଦେଶ ଦେଖିବ…

ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳନ କରୁଛି ୭୧ତମ ସାଧାରଣତନ୍ତ୍ର ଦିବସ। ଆଉ କିଛି ସମୟ ପରେ ଦିଲ୍ଲୀ ଗଣତନ୍ତ୍ର ଦିବସ ଉତ୍ସବ ସମାରୋହରେ ପୁଣି ଦେଖିବାକୁ ମିଳିବ ଓଡ଼ିଶାର ପଜ୍ଞାପନ ମେଢ଼। ମୋଟ୍ ୨୨ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ପାଇଁ ଅନୁମତି ମିଳିଥିବାବେଳେ ୧୧ ନମ୍ବର ସ୍ଥାନରେ ରହିଛି ଓଡ଼ିଶା। ଏଥର…

ସାରା ଦେଶ ପାଳନ କରୁଛି ୭୧ତମ…

ଭୁବନେଶ୍ୱର: ଆଜି ସମଗ୍ର ଦେଶ ପାଳୁଛି ୭୧ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ପୁରୀ ଲାଇଟ୍ ହାଉସ୍ ବେଳାଭୂମିରେ ଖୁବ୍ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ଓ ତାଙ୍କ ଛାତ୍ରଛାତ୍ରୀ। ୧୫ ଟନ୍ ବାଲିରେ ୧୫ ଫୁଟ୍ ଓସାରର ଏହି ବାଲୁକା କଳାରେ…