Odisha Link
Bridging the Missing Links in Odisha

ଭିସୁଟ୍‌ରେ ପୁଣି ରାଗିଂ ଅଭିଯୋଗ

ସମ୍ବଲପୁର: ବୁର୍ଲା ଭିସୁଟ୍‌ରେ ପୁଣି ରାଗିଂ ଅଭିଯୋଗ ହୋଇଛି। ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ପରେ ଏନେଇ ଚର୍ଚ୍ଚା ଜୋର ଧରିଛି। ଭିଡିଓରେ ଯୁବକ ଜଣଙ୍କ ନିଜେ ରାଗିଂର ଶିକାର ହୋଇଥିବା କହିଛନ୍ତି। ଦ୍ବିତୀୟ ଓ ତୃତୀୟ ବର୍ଷର ଛାତ୍ର ରାଗିଂ କରିଥିବା ଅଭିଯୋଗ କରୁଛନ୍ତି ଯୁବକ। ନିଜକୁ ପ୍ରଥମ ବର୍ଷର ଛାତ୍ର କହୁଛନ୍ତି ଭିଡିଓରେ ଥିବା ସଂପୃକ୍ତ ଯୁବକ ଜଣଙ୍କ। ଭାଇରାଲ ଭିଡିଓ ଓ ରାଗିଂ ଅଭିଯୋଗର ତଦନ୍ତ ହେବ କହିଲେ କର୍ତ୍ତୃପକ୍ଷ।

Comments are closed.