Odisha Link
Bridging the Missing Links in Odisha
Browsing Tag

Burla Vssut

ବୁର୍ଲା ଭିସୁଟ୍ ସଟଡାଉନ୍, କଣ୍ଟେନମେଣ୍ଟ…

ସମ୍ବଲପୁର: ବୁର୍ଲା ଭିସୁଟ୍ର ବିଭିନ୍ନ ହଷ୍ଟେଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମଣ ରୋକିବାକୁ ସତର୍କତା ଜାରି ରହିଛି। ୨୭ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଆଖପାଖ ଅଞ୍ଚଳରେ କଟକଣା ଜାରି ହୋଇଛି। ବନ୍ଦ ରହିବ ଦୋକାନ ବଜାର, ଯାତାୟତ ଉପରେ ସମ୍ପୂର୍ଣ୍ଣ ଅଙ୍କୁଶ ଲଗାଯାଇଛି। କେବଳ ଜରୁରୀ…

୩ ଦିନ ପାଇଁ ଭିସୁଟ୍ ବନ୍ଦ

ବୁର୍ଲା: ୩ ଦିନ ଯାଏଁ ବନ୍ଦ ରହିବ ଭିସୁଟ୍। ଭିସୁଟରୁ ଏକାଧିକ କରୋନା ପୋଜେଟିଭ ଚିହ୍ନଟ ହେବା ପରେ ୩ ଦିନ ଯାଏଁ ବନ୍ଦ ନିଷ୍ପତ୍ତି ନେଲେ ଭିସୁଟ କତ୍ତୃପକ୍ଷ। ଗତକାଲି ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ କରୋନା ସମ୍ପର୍କିତ ବୈଠକ ହୋଇଥିଲା। ଏହି ବୈଠକରେ ଆସନ୍ତା ସୋମବାର ଦିନ ଯାଏ…

ଭିସୁଟ୍‌ରେ ପୁଣି ରାଗିଂ ଅଭିଯୋଗ

ସମ୍ବଲପୁର: ବୁର୍ଲା ଭିସୁଟ୍‌ରେ ପୁଣି ରାଗିଂ ଅଭିଯୋଗ ହୋଇଛି। ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ପରେ ଏନେଇ ଚର୍ଚ୍ଚା ଜୋର ଧରିଛି। ଭିଡିଓରେ ଯୁବକ ଜଣଙ୍କ ନିଜେ ରାଗିଂର ଶିକାର ହୋଇଥିବା କହିଛନ୍ତି। ଦ୍ବିତୀୟ ଓ ତୃତୀୟ ବର୍ଷର ଛାତ୍ର ରାଗିଂ କରିଥିବା ଅଭିଯୋଗ କରୁଛନ୍ତି ଯୁବକ। ନିଜକୁ ପ୍ରଥମ…