Odisha Link
Bridging the Missing Links in Odisha
Daily Archives

May 9, 2020

କରୋନା: ୧୦୦ ଟପିଲା ସୁରତ ଫେରନ୍ତା…

ଭୁବନେଶ୍ବର: ରାଜ୍ୟରେ ଆଜି ସକାଳୁ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଜଣ ସୁରତ ଫେରନ୍ତା ଆଉ ଜଣେ ଅବରୋଧ ଅଞ୍ଚଳର ବୋଲି ସ୍ପଷ୍ଟ କରିଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ପୁରୁଷ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ…

ଏଣିକି ସ୍କୁଲ୍‌ରୁ ବହି ସଂଗ୍ରହ କରିବେ…

ଭୁବନେଶ୍ବର: ମହାମାରୀ ଓ ଲକ୍‌ଡାଉନ୍‌ ପାଇଁ ସ୍କୁଲ ବନ୍ଦ। ଏଥିପାଇଁ ପିଲାଙ୍କ ପାଖରେ ବହି ପହଁଞ୍ଚାଇବା ଦାୟିତ୍ବ ଶିକ୍ଷକୁ ମାନଙ୍କୁ ଦେଇଥିଲେ ସରକାର। ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଖରେ ଆଜି ସୁଦ୍ଧା ମାଗଣା ପାଠ୍ୟପୁସ୍ତକ ପହଞ୍ଚି ପାରିନି।…

ଦେଶରେ ୬୦ ହଜାର ପାଖାପାଖି ପହଁଞ୍ଚିଲା…

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ କରୋନା ଭାଇରସ୍‌ ସଂକ୍ରମଣକୁ ୧୦୦ ଦିନ ପୁରିଛି। କରୋନାକୁ ପ୍ରତିହତ କରିବା ବର୍ତ୍ତମାନ ସାରା ଦେଶରେ ୩ୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଛି।‌ ହେଲେ କିଛି ଦିନ ହେବ…

ଛତିଶଗଡ଼ରେ ଏନକାଉଣ୍ଟର: ପୋଲିସ୍‌ ଏସ୍‌ଆଇ…

ରାୟପୁର: ଛତିଶଗଡ଼ରେ ପୋଲିସ୍ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ। ଏଥିରେ ୪ ଜଣ ମାଓବାଦୀ ନିହତ ହୋଇଥିବାବେଳେ ଜଣେ ପୁଲିସ ଏସଆଇ ଶହୀଦ ହୋଇଛନ୍ତି। ମାନପୁର ଥାନା ଅନ୍ତର୍ଗତ ପରଧୋନୀ ଗାଁ ନିକଟ ଜଙ୍ଗଲରେ ଏହି ଏନକାଉଣ୍ଟର ଘଟିଥିଲା। ନିହତ ମାଓବାଦୀଙ୍କ ପାଖରୁ ଗୋଟିଏ ଏକେ-୪୭ ରାଇଫଲ, ଏକ ଏସଏଲଆର ଏବଂ…

ଭାରତ: ୧୦୦ ଦିନରେ କରୋନା

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ପାଇଁ ସାରା ବିଶ୍ବ ଚିନ୍ତାରେ। ସାରା ବିଶ୍ବ ଦେଖୁଛି ଏହି ଭାଇରସ୍‌ର କରାଳ ରୂପ। ଏଥିସହିତ ଭାରତରେ ୧୦୦ ଦିନରେ ଛୁଇଁଛି ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ। ଜାନୁଆରୀ ୩୦ ତାରିଖରେ ଜଣେ ଡାକ୍ତରୀ ଛାତ୍ର ଚୀନର ୱୁହାନରୁ କେରଳର ତୃସୁର ଫେରି ଥିଲେେ। ସେ ସେଠାରୁ…

କରୋନା: ୩ ଦିନରେ ୧୦୦ ଛୁଇଁଲା…

ଭୁବନେଶ୍ବର: କିଛି ଘଣ୍ଟା ପୂର୍ବରୁ ଆଜି ୧୪ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ପୁଣି ଏବେ ଆଉ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୭ରେ ପହଁଞ୍ଚିଛି। ଏବେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ୩ ଜଣ ମୟୂରଭଞ୍ଜ ଜିଲ୍ଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

କରୋନା: ଆଉ ୧୪ ଆକ୍ରାନ୍ତ ଚିହ୍ନଟ, ମୋଟ…

ଭୁବନେଶ୍ବର: ରାଜ୍ୟରେ ଆଉ ୧୪ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୪ରେ ପହଁଞ୍ଚିଛି। ରାଜ୍ୟରେ ବର୍ତ୍ତମାନ ୫୬,୩୨୨ଟି ସ୍ୟାମ୍ପୁଲ ଟେଷ୍ଟ କରାଯାଇଛି। ଚିହ୍ନଟ ହୋଇଥିବା ୧୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ୧୨ ଜଣ, ସୁନ୍ଦରଗଡ଼ରୁ ଜଣେ ଓ ଭଦ୍ରକ ଜିଲ୍ଲାରୁ…