Odisha Link
Bridging the Missing Links in Odisha
Daily Archives

May 9, 2020

କରୋନା: ୧୧୧ ଗୁଜରାଟ ଫେରନ୍ତା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଆଜି ସୁଦ୍ଧା ୨୯୪ ଜଣ କରୋନା ଆକ୍ରାନ୍ତ ମିଳିଥିବା ବେଳେ ଏମାନଙ୍କ ମଧ୍ୟରୁ ୧୧୧ ଜଣ ଗୁଜରାଟ ଫେରନ୍ତା ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ମାତ୍ର ୭ ଦିନ ମଧ୍ୟରେ ରାଜ୍ୟରେ ୧୧୧ ଜଣ ଗୁଜରାଟ ଫେରନ୍ତା ଆକ୍ରାନ୍ତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ କେବଳ ଗଞ୍ଜାମରେ ହେଉଛନ୍ତି ୮୭…

କରୋନା: ଆଜି ରାଜ୍ୟରେ ୨୪ ଆକ୍ରାନ୍ତ, ମୋଟ…

ଭୁବନେଶ୍ବର: ଆଜି ରାଜ୍ୟରେ ୨୪ ଜଣ ନୂଆ କରୋନା ଆକ୍ରାନ୍ତ ଠାବ ହୋଇଛନ୍ତି। ପ୍ରଥମ ଥର ପାଇଁ ଆଜି ନୟାଗଡ଼ ଜିଲ୍ଲାରେ ଜଣେ ଆକ୍ରାନ୍ତ ମିଳିଛନ୍ତି। ଏହି ୨୪ ଜଣଙ୍କ ମଧ୍ୟରୁ ରାଉରକେଲାର ଜଣଙ୍କୁ ଛାଡ଼ିଦେଲେ ବାକି ୨୩ ଜଣ ହେଉଛନ୍ତି ଗୁଜରାଟ ଫେରନ୍ତା। ଏମାନଙ୍କୁ ମିଶାଇ ରାଜ୍ୟରେ ଏଯାବତ୍‌ ଆକ୍ରାନ୍ତଙ୍କ…

ରାଜ୍ୟରେ କରୋନା: ସୁସ୍ଥ ହେଲେ ଆଉ ୫…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ବର୍ତ୍ତମାନ ୨୮୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ୧୯ ଜିିଲ୍ଲାକୁ କରୋନା ସଂକ୍ରମଣ ବ୍ୟାପିଲାଣି। ଏଥିସହିତ ଆଜି ରାଜ୍ୟ ପାଇଁ ମଧ୍ୟ ଭଲ ଖବର ଆସିଛି। ଆଜି ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ…

ନୟାଗଡ଼ରେ ଗୁଜରାଟ ଫେରନ୍ତା କରୋନା…

ଭୁବନେଶ୍ବର: ପ୍ରଥମ ଥର ପାଇଁ ନୟାଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତ ଠାବ ହୋଇଛନ୍ତି। ୪୦ ବର୍ଷୀୟ ଏହି ଆକ୍ରାନ୍ତ ଜଣକ ଗୁଜରାଟର ସୁରତରୁ ଫେରିଥିଲେ ଓ କ୍ବାରାଣ୍ଟିନ୍‌ ସେଣ୍ଟରରେ ରହୁଥିଲେ। ପଡ଼ୋଶୀ ଗଂଜାମ ଜିଲ୍ଲା ଗୁଜରାତ ଫେରନ୍ତା କରୋନା ଆକ୍ରାନ୍ତଙ୍କ ହଟସ୍ପଟ୍‌ ପାଲଟିଥିବା ବେଳେ ଏବେ ନୟାଗଡ଼କୁ ମଧ୍ୟ ଏହା…

ନୟାଗଡ଼ରୁ ଚିହ୍ନଟ ହେଲେ ପ୍ରଥମ କରୋନା…

ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପ୍ରଥମ ଥର ପାଇଁ ନୟାଗଡ଼ ଜିଲ୍ଲାରେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ଆଜି ଦିନକରେ ଏବେ ସୁଦ୍ଧା ୧୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୯କୁ ବୃଦ୍ଧି ପାଇଛି।…

କରୋନା: ଗଞ୍ଜାମରୁ ଆଉ ଜଣେ ଆକ୍ରାନ୍ତ…

ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଫଳରେ ରାଜ୍ୟରେ ଆଜି ଦିନକରେ ଏବେ ସୁଦ୍ଧା ୧୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ୨୬ବର୍ଷୀୟ ଯୁବକ ଏବଂ ସେ ଗଞ୍ଜାମ…

ହ୍ୱାଇଟ୍ ହାଉସରେ ବେଦପାଠ

ଓ୍ବାଶିଂଟନ: ମହାମାରୀ କରୋନା ଭାଇରସ୍‌କୁ ନେଇ ସାରା ବିଶ୍ବ ଚିନ୍ତିତ। ଏହି ମହାମାରୀ କବଳରୁ ବର୍ତ୍ତୀ ପାରିନାହିଁ ବିଶ୍ବର ଶକ୍ତିଶାଳୀ ଦେଶ ଆମେରିକା। ମହାମାରୀ କରୋନା ଯୋଗୁଁ ଆମେରିକା ବେଶ ପ୍ରଭାବିତ ହୋଇଛି। ଏହାରି ମଧ୍ୟରେ ଆମେରିକା ପବିତ୍ର ବୈଦିକ ପାଠକୁ ମନେ ପକାଇଛି। ଏହି ମହାମାରୀ ମଧ୍ୟରେ…

ପରମାଣୁ ଗୋଦାମ ନିର୍ମାଣ କରୁଛି ଉତ୍ତର…

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ଭାଇରସ୍‌କୁ ନେଇ ସାରା ବିଶ୍ବ ଚିନ୍ତାରେ। ଏପରିକି କରୋନାକୁ ନାଶ କରିବା ପାଇଁ ବହୁ ଦେଶ ଔଷଧ ତିଆରି କରିବାକୁ ଲାଗିଛନ୍ତି। ହେଲେ ଏହାରି ମଧ୍ୟରେ ଉତ୍ତର କୋରିଆ ଏକ ବିଶାଳ ଗୋଦାମ ନିର୍ମାଣ କରୁଛି। ଏହି ଗୋଦାମକୁ ପରମାଣୁ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖିବା ଏବଂ ଏହାର…

ମେ ୨୦ରୁ ମାଟ୍ରିକ୍ ଖାତା ଦେଖା ଆରମ୍ଭ:…

ଭୁବନେଶ୍ବର: ମାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାୟନ ହେବ ନା ନାହିଁ ଲାଗି ରହିଥିଲା କଳ୍ପନା ଜଳ୍ପନା। ଏଥିରେ ଏବେ ପଡ଼ିଛି ବିରାମ। ମେ ୨୦ ତାରିଖରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ହେବ। ଏନେଇ କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଆଜି ପୂର୍ବାହ୍ନରେ ମାଟ୍ରିକ ପରୀକ୍ଷା ଖାତା…

୩ ରିପବ୍ଲିକ୍‌ ଟିଭି ସାମ୍ବାଦିକଙ୍କୁ…

ମୁମ୍ବାଇ: ମୁମ୍ବାଇରେ ସତେ ଯେମିତି କରୋନା ଭୂତାଣୁ ସାମ୍ବାଦିକଙ୍କ ପିଛା ଛାଡ଼ୁନାହିଁ। ଗତ ମାସରେ ୫୩ ଜଣ ସାମ୍ବାଦିକ କୋଭିଡ୍‌ ପିଡ଼ୀତ ହୋଇଥିବା ବେଳେ ଗତକାଲି ଆଉ ୩ ଜଣଙ୍କ ଠାରେ ଏହି ରୋଗ ଠାବ କରାଯାଇଚି। ଅର୍ଣ୍ଣବ ଗୋସ୍ବାମୀଙ୍କ ପରିଚାଳିତ ଖବର ଚ୍ୟାନେଲ "ରିପବ୍ଲିକ୍‌ ଟିଭି"ର ୩ ଜଣ ସାମ୍ବାଦିକଙ୍କ…