Odisha Link
Bridging the Missing Links in Odisha
Daily Archives

May 10, 2020

ମନମୋହନ ସିଂହ ଅସୁସ୍ଥ, AIIMSରେ ଭର୍ତ୍ତି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂହ ଆଜି ରାତିରେ ଦିଲ୍ଲୀ ସ୍ଥିତ ଏମ୍‌ସରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଆଜି ରାତି ୮ଟା ୪୫ରେ ହୃଦରୋଗ ବିଭାଗରେ ଚିକିତ୍ସା ପାଇଁ ରଖାଯାଇଛି। ୮୭ ବର୍ଷିୟ…

କରୋନା: ୧୭୨ ଗୁଜରାଟ ଫେରନ୍ତା ଆକ୍ରାନ୍ତ

ଭୁବନେଶ୍ବର: ଆଜି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୮୩ ଜଣ ବ୍ୟକ୍ତିଙ୍କ ଠାରେ କରୋନା‌ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୬୧ ଜଣ ହେଉଛନ୍ତି ଗୁଜରାଟ ଫେରନ୍ତା। ଗତକାଲି ସୁଦ୍ଧା ରାଜ୍ୟରେ ୧୧୧ ଜଣ ଗୁଜରାଟ ଫେରନ୍ତା କରୋନା ସଂକ୍ରମିତ ହୋଇଥିବା ବେଳେ ଆଜି ଏହ ସଂଖ୍ୟା ୧୭୨ରେ ପହଞ୍ଚିଛି।…

କରୋନା: ଗୋଟିଏ ଦିନରେ ୮୩ ଆକ୍ରାନ୍ତ,…

ଭୁବନେଶ୍ବର: ଆଜି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୮୩ ଜଣ ବ୍ୟକ୍ତିଙ୍କ ଠାରେ କରୋନା‌ ପଜିଟିଭ୍‌ ଚିହ୍ନଟ ହୋଇଛି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୭ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୬୮ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି। ବାକି ୩୦୬ ଜଣ ରାଜ୍ୟର ବିଭିନ୍ନ…

ମେ’ ୧୨ରୁ ଦେଶବ୍ୟାପୀ ରେଳସେବା…

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ପାଇଁ ସାରା ଦେଶରେ ନିୟମିତ ଯାତ୍ରୀବାହୀ ରେଳ, ବିମାନ, ବସ୍‌ ଓ ଅନ୍ୟାନ୍ୟ ଯାନ ଯାତାୟତ ବନ୍ଦ ରହିଛି। ତେବେ ପହରଦିନ ଠାରୁ ପୁଣି ରେଳସେବା ଆରମ୍ଭ ହେବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ଜଣାଇଛନ୍ତି। ଲକ୍‌ଡାଉନ୍‌ ସମୟରେ କେବଳ ଜରୁରୀ ମାଲ ପରିବହନ ପାଇଁ ସୀକିତ…

ଲକ୍‌ଡାଉନ୍: ଦୁଇ ଗାଡ଼ିରୁ ମିଳିଲା ଚୋରା…

ବ୍ରହ୍ମପୁର: କରୋନା ଲକ୍‌ଡାଉନ୍‌ ସମୟରେ ଦେଶରେ ମଦ ବିକ୍ରି କୋହଳ କରାଯାଇଥିଲେ ହେଁ ରାଜ୍ୟରେ ଏଯାଏଁ ମଦ ଦୋକାନ ଖୋଲିନାହିଁ। ତେବେ ଏଇ ସୁଯୋଗରେ ବ୍ୟାପକ ଚୋରାମଦ କାରବାର ହେଉଥିବା ଅଭିଯୋଗ ଉଠୁଛି। ଆଜି ସ୍ଥାନୀୟ ପୁଲିସ ଦୁଇଟି ଗାଡ଼ିରୁ ବିପୁଳ ପରିମାଣର ମଦ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି।…

୧୫ ନୂଆ ଆକ୍ରାନ୍ତ: ପୁରୀକୁ ଲେଉଟିଲା…

ଭୁବନେଶ୍ବର: ଆଜି ରାଜ୍ୟରେ ସର୍ବାଧିକ ୮୩ ଜଣ କରୋନା ଆକ୍ରାନ୍ତ ଠାବ ହୋଇଛନ୍ତି। ସକାଳେ ୫୮, ମଧ୍ୟାହ୍ନରେ ୧୦ ଓ ଏବେ ଆଉ ୧୫ ଜଣ ଆକ୍ରାନ୍ତ ଠାବ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ କୋଭିଡ୍‌ ରୋଗୀଙ୍କ ସଂଖ୍ୟା ୩୭୭ରେ ପହଞ୍ଚିଛି। ସଂଧ୍ୟାରେ ଯାଜପୁରରେ ୧, ପୁରୀରେ ୨, ଗଞ୍ଜାମରେ ୭, ଅନୁଗୁଳରେ ୨ ଓ…

କାଲି ଅପରାହ୍ନରେ ସମସ୍ତ…

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍। ଏହାକୁ ପ୍ରତିହତ କରିବା ପାଇଁ ସାରା ଦେଶ ଲକ୍‌ଡାଉନ୍। ମହାମାରୀ ମୁକାବିଲା କରିବା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାରି ମଧ୍ୟରେ ଆସନ୍ତାକାଲି ଅପରାହ୍ନ ୩ଟା ସମୟରେ ପୁଣିଥରେ…

ସମୁଦ୍ର ସେତୁ ମିଶନ: ବିଦେଶରୁ ଫେରିଲେ…

କୋଚି: ମହାମାରୀ କରୋନା ଭାଇରସକୁ ନେଇ ସମଗ୍ର ବିଶ୍ବ ଚିନ୍ତାରେ। ଅପରପଧେ ଭାରତରେ ଦିନକୁ ଦିନ କରେୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ମହାମାରୀ ପାଇଁ ଅନେକ ଭାରତୀୟ ଦେଶ ବିଦେଶରେ ଫଶି ରହିଛନ୍ତି। ଏହାରି ମଧ୍ୟରେ ପ୍ରବାସୀ ଭାରତୀୟଙ୍କୁ ଭାରତ ଫେରେଇବା ଆଣିବା ପାଇଁ…

କରୋନା: ରାଜ୍ୟରେ ଆଉ ୧୦ ଆକ୍ରାନ୍ତ…

ଭୁବନେଶ୍ବର: ଆଜି ସକାଳୁ ସକାଳୁ ରାଜ୍ୟରେ ୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ସମୟରେ ଏକ ବଡ଼ ଖବର ଆସିଛି। ରାଜ୍ୟରେ ଆଉ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬୨ରେ ପହଁଞ୍ଚିଛି। ଆଜି ଦିନକରେ ଏପର୍ଯ୍ୟନ୍ତ ସର୍ବାଧିକ ୬୮ ଜଣ କରୋନା…

ତପସ୍ୟା ଫାଉଣ୍ଡେସନ ପକ୍ଷରୁ ଅନଲାଇନ୍…

ଭୁବନେଶ୍ଵର : ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ପାଇଁ କାର୍ଯ୍ୟ କରିଆସୁଥିବା' ତପସ୍ୟା ଫାଉଣ୍ଡେସନ ' ପକ୍ଷରୁ ଏକ ତ୍ରିଭାଷୀ ଅନଲାଇନ୍ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତ ଓ ଭାରତ ବାହାରେ ରହୁଥିବା ଗାଳ୍ପିକ ଓ କବିମାନେ ଅଂଶ ଗ୍ରହଣ କରିଥିଲେ। ଫାଉଣ୍ଡେସନ ଅଧ୍ୟକ୍ଷ ଡକ୍ଟର ତପନ କୁମାର…