Odisha Link
Bridging the Missing Links in Odisha
Daily Archives

June 10, 2020

ନୟାଗଡ଼: ମହାନଦୀ ଗର୍ଭରୁ ମିଳିଲା ୫୦୦…

ଭୁବନେଶ୍ବର: ମହାନଦୀ ଗର୍ଭରେ ଲୀନ ହୋଇଯାଇଥିବା ଏକ ମନ୍ଦିରର ଦଧିନଉତି (ଅଗ୍ରଭାଗ) ଆବିଷ୍କୃତ ହୋଇଛି। ଐତିହାସିକ ଅନୀଲ ଧରଙ୍କ ନେତୃତ୍ବରେ ଭାରତୀୟ କଳା ଓ ସାଂସ୍କୃତିକ ଐତିହ୍ୟ ନ୍ୟାସ (ଇନ୍‌ଟାକ୍) ପକ୍ଷରୁ 'ମହାନଦୀ ଅବବାହିକା ଏତିହ୍ୟ ସ୍ଥଳ ପ୍ରଲେଖନ ପ୍ରକଳ୍ପ' (Mahanadi Valley Heritage Sites…

ଜମ୍ମୁ କଶ୍ମୀର: ସୋପିଆନରେ ଏନକାଉଣ୍ଟର,…

ଶ୍ରୀନଗର: ଜମ୍ମୁ କଶ୍ମୀରର ସୋପିଆନ ଜିଲ୍ଲାରେ ଭାରତୀୟ ସେନାକୁ ସଫଳତା। ସକାଳୁ ସକାଳୁ ଆରମ୍ଭ ହୋଇଥିବା ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିପାତ। ପ୍ରଥମେ ଦୁଇ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା ଭାରତୀୟ ସେନା। ଶେଷ ଖବର ସୁଦ୍ଧା ବର୍ତ୍ତମାନ ୩ଜଣ ଆତଙ୍କି ମୃତ। ସୂଚନାଥାଉକି, ଆଜି ସକାଳୁ ସକାଳୁ…

୧୭ ଜିଲ୍ଲାରୁ ୧୧୦ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟାା ବଢ଼ିବାରେ ଲାଗିଛି। ଆଜି ରାଜ୍ୟର ୧୭ଟି ଜିଲ୍ଲାରୁ ଆଉ ୧୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

୨୪ ଘଣ୍ଟାରେ ୯୯୮୫ ଚିହ୍ନଟ, ୨୭୯ ମୃତ

ନୂଆଦିଲ୍ଲୀ: ଜୀବନ ଓ ଜୀବିକାକୁ ନଜରରେ ରଖି ସାରା ଦେଶରେ ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍‌ କଟକଣାକୁ କୋହଳ କରାଯାଉଛି। ହେଲେ ମହାମାରୀ କରୋନା ଭାଇରସ୍‌ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।…

ପ୍ରବାସୀ ଶ୍ରମିକଙ୍କ ହେବ ସ୍କିଲ୍‌…

ଭୁବନେଶ୍ବର: ଏଣିକି ପ୍ରବାସୀ ଶ୍ରମିକମାନଙ୍କ ଦକ୍ଷତା ନକ୍ସାଙ୍କନ (ସ୍କିଲ ମ୍ୟାପିଂ) କରାଯିବ। ଏ ନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। କରୋନା ଲକ୍‌ଡାଉନ୍‌ ପାଇଁ ଦେଶବ୍ୟାପୀ ପ୍ରବାସୀ ଶ୍ରମିକଙ୍କ ଦୁଃଖଦ ଘରବାହୁଡ଼ା ଓ ନିଯୁକ୍ତି ସମସ୍ୟା ଉପରେ…