Odisha Link
Bridging the Missing Links in Odisha
Daily Archives

June 15, 2020

୯ମ ଦିନ ପାଇଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ…

ନୂଆଦିଲ୍ଲୀ: କ୍ରମାଗତ ନବମ ଦିନ ପାଇଁ ଦେଶରେ ବଢ଼ିଛି ତୈଳ ଦର। ପେଟ୍ରୋଲ ଲିଟର ପିଛା ୪୮ ପଇସା ବଢିଥିବା ବେଳେ ଡିଜେଲ୍ ଲିଟର ପିଛା ୫୯ ପଇସା ବୃଦ୍ଧି ପାଇଛି। ଏହାପରେ ଏବେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ପହଞ୍ଚିଛି ୭୬ ଟଙ୍କା ୨୬ ପଇସାରେ। ସେହିପରି ଦିଲ୍ଲୀରେ ଡିଜେଲ ଲିଟର ପିଛା ଦର…

ଦେଶରେ କରୋନା: ୨୪ ଘଣ୍ଟାରେ ୧୧,୫୦୨…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିକି କ୍ରମାଗତ ଭାବେ କିଛିଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ପାର କରିଛି। ଏହାରି ମଧ୍ୟରେ ଭାରତରେ…