Odisha Link
Bridging the Missing Links in Odisha
Daily Archives

June 15, 2020

ଦେଶର ପ୍ରଥମ ଅନଲାଇନ ବିତରଣ ଆଧାରିତ…

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଏକ ଅନଲାଇନ୍ ସମାରୋହରେ ଇଣ୍ଡିଆନ ଗ୍ୟାସ ଏକ୍ସଚେଞ୍ଜ(ଆଇଜିଏକ୍ସ)ର ଶୁଭାରମ୍ଭ କରିଛନ୍ତି। ଏହା ଦେଶବ୍ୟାପୀ ପ୍ରଥମ ଅନଲାଇନ୍ ବିତରଣ ଆଧାରିତ ଗ୍ୟାସ ଟ୍ରେଡିଂ ପ୍ଲାଟଫର୍ମ ଏବଂ ଏହି ନୂଆ ଇଲେକ୍ଟ୍ରୋନିକ୍ ଟ୍ରେଡିଂ ପ୍ଲାଟଫର୍ମ ଦେଶକୁ ପ୍ରାକୃତିକ…

ଭାରତୀୟ ଦୂତବାସର ୨ ଅଧିକାରୀଙ୍କୁ ଛାଡ଼ିଲା…

ନୂଆଦିଲ୍ଲୀ: ଭାରତରେ ଚାପ ପରେ ପାକିସ୍ତାନ ଭାରତୀୟ ଦୂତବାସର ୨ ଅଧିକାରୀଙ୍କୁ ଛାଡ଼ି ଦେଇଛି। ଏହି ଦୁଇ ଅଧିକାରୀଙ୍କ ନିଖୋଜ ହେବାର ଖବର ପ୍ରଥମେ ପ୍ରକାଶ ପାଇଥିଲା ​​ଏବଂ ପରେ ଉଭୟଙ୍କୁ ଗରିଫ କରାଯାଇଥିବା ଖବର ପ୍ରକାଶ ପାଇଥିଲା। ଭାରତ ଏହାକୁ ତୀବ୍ର ବିରୋଧ କରିଥିଲା। ଫଳରେ ଭାରତୀୟ ଦୂତବାସକୁ ଫେରିଛନ୍ତି…

ISI ହେପାଜତରେ ଭାରତୀୟ ଦୂତବାସର ୨…

ନୂଆଦିଲ୍ଲୀ: ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ଦୂତବାସର ୨ ଅଫିସର ସକାଳୁ ନିଖୋଜ ଅଛନ୍ତି। ଜାତୀୟ ଗଣମାଧ୍ୟମ ଏନଡି ଟିଭିରେ ପ୍ରକାଶିତ ଖବର ଅନୁଯାୟୀ, ୨ ନିଖୋଜ ଅଫିସର ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ଅଧୀନରେ ଅଛନ୍ତି। ଏହା ପୂର୍ବରୁ ସକାଳେ ନିଖୋଜ ହେବାର ଖବର ପ୍ରକାଶ ପାଇଥିଲା। ପାକିସ୍ତାନ…

ବିଦାୟ ରାଜପୁତ: ପଞ୍ଚଭୂତରେ ଲୀନ ହେଲେ…

ମୁମ୍ବାଇ: ଅଫେରା ରାଇଜରେ ରାଜପୁତ। ପଞ୍ଚଭୂତରେ ଲୀନ ହେଲେ ବଲିଡଉର ଷ୍ଟାଇଲସ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ। ଆଜି ଅପରାହ୍ନରେ ମୁମ୍ବାଇ ଭିଲେପାର୍ଲେସ୍ଥିତ ଶ୍ମଶାନଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବାପରେ ତାଙ୍କ ପରିବାର ଲୋକଙ୍କୁ ମୃତ ଶରୀର…

ମନେ ପଡ଼ନ୍ତି ସଂକ୍ରାନ୍ତି ପୁରୁଷ, ଆଜି…

ଭୁବନେଶ୍ବର: ଆଜି ହେଉଛି ଓଡ଼ିଆ ସାହିତ୍ୟର ସେନାପତିଙ୍କ ଶ୍ରାଦ୍ଧ ବାର୍ଷିକି । ଓଡ଼ିଆ ଗଳ୍ପ ସାହିତ୍ୟର ଜନକ ବ୍ୟାସକବି ଫକିର ମୋହନ ସେନାପତି ପବିତ୍ର ରଜ ସଂକ୍ରାନ୍ତିରେ ମୃତ୍ୟୁବରଣ କରିଥିଲେ। ୧୮୪୩ ମସିହା ଜାନୁଆରୀ ୧୩ରେ ବାଲେଶ୍ୱର ଜିଲ୍ଲା ମଲ୍ଲିକାଶପୁର ଠାରେ ଜନ୍ମଗ୍ରହଣ କରିଥିଲେ। ଆଉ ସେଦିନ ଥିଲା ମକର…

ରଜ ସଂକ୍ରାନ୍ତିରେ ନୀଳଚକ୍ରରୁ ଉଡ଼ିଗଲା…

ପୁରୀ: ଆଜି ହେଉଛି ପବିତ୍ର ରଜ ସଂକ୍ରାନ୍ତି। ହେଲେ ଆଜି ସକାଳୁ ସକାଳୁ ଶ୍ରୀମନ୍ଦିର ନୀଳଚକ୍ରରୁ ଉଡ଼ିଯାଇଛି ପତିତପାବନ ବାନା। ଆଜି ସକାଳୁ ପୁରୀରେ ଘଡ଼ଘଡ଼ି ସହ ପବନ ଓ ମୁଷଳ ଧାରାରେ ବର୍ଷା ହୋଇଥିଲା। ପ୍ରାୟ ୧ ଘଣ୍ଟା ଧରି ଘଡ଼ଘଡ଼ି ସହ ବର୍ଷା ପବନ ସମୟରେ ନୀଳଚକ୍ରରେ ବନ୍ଧାଯାଇଥିବା ବାଉଁଶ ସହ ବାନା…

ପାକିସ୍ତାନ: ଭାରତୀୟ ଦୂତବାସର ୨ ଅଫିସର…

ନୂଆଦିଲ୍ଲୀ: ପାକିସ୍ତାନ ରାଜଧାନୀରେ ଥିବା ଭାରତୀୟ ଦୂତବାସର ୨ ଅଫିସର ନିଖୋଜ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ସକାଳ ୮ଟା ୩୦ ମିନିଟ ସମୟରୁ ୨ଜଣ ଅଫିସର ନିଖୋଜ ଅଛନ୍ତି। ଏନେଇ ପାକିସ୍ତାନ ନିକଟରେ ଅଭିଯୋଗ କରିଛି ଭାରତ। ସୂତ୍ରରୁ ଖବର ମିଳିଛି କି, ପାକିସ୍ତାନରେ ଥିବା ଭାରତୀୟ ଦୂତବାସର ୨…

ରଜରେ ମଉଜ କରିବା ପଡ଼ିଲା ମହଙ୍ଗା, ଭୋଜି…

ଆନନ୍ଦପୁର: ମହାମାରୀ କରୋନା ଭାଇରସ୍‌କୁ ପ୍ରତିହତ କରିବା ପାଇଁ ନାନା କଟକଣା ଲାଗୁ କରିଛନ୍ତି ସରକାର। ହେଲେ ସରକାରଙ୍କ କଟକଣାକୁ ଫୁ କରୁଛନ୍ତି ନେତା। କରୋନା ପାଇଁ ସଭା ସମିତି, ଭୋଜିଭାତ ବନ୍ଦ। ହେଲେ କରୋନା କଟକଣାକୁ ଭୁଲି ଭୋଜି କରୁଛନ୍ତି ଲୋକ। ଖୋଲାଖୋଲି ନିୟମ ଭାଙ୍ଗିବା ସହିତ ରଖୁନାହାଁନ୍ତି…

ବଡ଼ ଖବର: ରାଜ୍ୟରେ ୪ହଜାର ଟପିଲା…

ଭୁବନେଶ୍ବର: ଆଜି ରାଜ୍ୟରେ ୧୫ ଟି ଜିଲ୍ଲାରୁ ଆଉ ୧୪୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ୪ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ରାଜ୍ୟରେ ମୋଟ ୪୦୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ଆସିଲା ସୁଶାନ୍ତଙ୍କ ପୋଷ୍ଟମର୍ଟମ…

ମୁମ୍ବାଇ: ଗତକାଲି ବଲିଉଡର ଷ୍ଟାଇଲିସ୍‌ ହିରୋ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ହୋଇ ଯାଇଥିଲା। ଗତକାଲି ରାତିରେ ହିଁ ସୁଶାନ୍ତଙ୍କ ପୋଷ୍ଟମଟମ ହୋଇଥିଲା। ତାହା ରିପୋର୍ଟ ମଧ୍ୟ ଆସିଯାଇଛି। ମୃତ୍ୟୁ ଫାଶୀ ଲଗାଇବା ଦ୍ବାରା ହୋଇଛି ବୋଲି ପୋଷ୍ଟମଟମ ରିପୋର୍ଟରେ ପ୍ରକାଶ ପାଇଛି। ଏଥିସହିତ ସୁଶାନ୍ତଙ୍କ…