Odisha Link
Bridging the Missing Links in Odisha
Daily Archives

June 28, 2020

ଆଜ୍ଞାମାଳ ବିଜେ ପରେ ଦକ୍ଷିଣ ମୋଡ଼ ହେଲା…

ପୁରୀ: ଗତକାଲି ରାତିରେ ଅନୁଷ୍ଠିତ ହୋଇଥିଲା ହେରାପଞ୍ଚମୀ ନୀତି। ଅଭିମାନିନୀ ମା ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଶରଧାବାଲିରେ ନନ୍ଦିଘୋଷ ରଥର କାଠ ଭାଙ୍ଗିଲେ। ଏହାପରେ ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ବାରକୁ ନିଆଯିବ। ଆଜି ସକାଳୁ ଆଜ୍ଞାମାଳ ବିଜେ ପରେ ତିନି ରଥର ଦକ୍ଷିଣମୋଡ଼ ଆରମ୍ଭ…

ସର୍ବଦା ସଙ୍କଟକୁ ସଫଳତାରେ ବଳଦାଇଛି…

ନୂଆଦିଲ୍ଲୀ: ପ୍ରତିମାସ ଶେଷ ରବିବାର ଭଳି ଆଜି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି ପିଏମ୍‌ ମୋଦି। ମୋଦି କହିଛନ୍ତି ଯେ, ୨୦୨୦ ବର୍ଷ ଅଧା ଯାତ୍ରା ଶେଷ କରିଛି। ସର୍ବତ୍ର ବିଶ୍ୱ…

କରୋନା: ଆଉ ୩ ମୃତ, ରାଜ୍ୟରେ ମୋଟ ୨୧

ଭୁବନେଶ୍ବର: ସାରା ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକୁ ନେଇ ଚିନ୍ତାରେ ରାଜ୍ୟବାସୀ। ଆଜି ୨୬୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ଜୀବନ ଚାଲିଯାଇଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୧ରେ ପହଁଞ୍ଚିଛି। ମୃତକ ୩ ଜଣ ଖୋର୍ଦ୍ଧା,…

କରୋନା: ଆଜି ୨୬୪ ଜଣ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣକୁ ନେଇ ମଧ୍ୟ ଚିନ୍ତା ମଧ୍ୟ ବଢ଼ିଛି। ଆଜି ରାଜ୍ୟରେ ଆଉ ୨୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩୪ ଜଣ ସଙ୍ଗରୋଧ କେନ୍ଦ୍ରର ଥିବାବେଳେ ୩୦ ଜଣ ସ୍ଥାନୀୟ ଅଞ୍ଚଳର ଜଣା…