Odisha Link
Bridging the Missing Links in Odisha
Daily Archives

July 8, 2020

ମହାମାରୀ ସମୟରେ ବେଲଗାମ ବଜାର

ଭୁବନେଶ୍ବର: ରାଜ୍ୟରେ ଗୋଟିଏ ପଟେ କ୍ରମାଗତ ଭାବେ ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଯାହା ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଅପରପକ୍ଷେ ଦିନକୁ ଦିନ ବେଲଗାମ ହେଉଛି ପରିବା ଦର। ଯାହାକୁ ନେଇ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି। ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି…

ଶ୍ରୀମନ୍ଦିର: ରତ୍ନସିଂହାସନରୁ ପଥର ଗାଏବ!

ପୁରୀ: କୋଭିଡ କଟକଣା ମଧ୍ୟରେ ସୁରୁଖୁରରେ ଅନୁଷ୍ଠିତ ହେଲା ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଯାହା ସାରା ବିଶ୍ବ ପାଇଁ ଏକ ଉଦାହରଣ ପାଲଟିଛି। ଏସବୁ ମଧ୍ୟରେ ଶେଷ ହେଲା ମହାପ୍ରଭୁଙ୍କ ଘୋଷ ଯାତ୍ରା। ଅପରପକ୍ଷେ ଶ୍ରୀମନ୍ଦିର ରତ୍ନସିଂହାସନରୁ ଗୋଟିଏ ପଦ୍ମପାଖୁଡା ପଥର ଗାଏବ ହୋଇଥିବା ଅଭିଯୋଗ ହୋଇଛି। ପଥର…

ପୁରୀ: ଆଜିଠୁ ବାହାର ଜିଲ୍ଲାର ଲୋକଙ୍କ…

ପୁରୀ: ମହାମାରୀ କରୋନା ଭାଇରସ୍‌ ରାଜ୍ୟରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ନଜରରେ ରଖି ପୁରୀ ଜିଲ୍ଲାପାଳ ନେଇଛନ୍ତି ବଡ଼ ନିଷ୍ପତ୍ତି। କରୋନା ସ୍ଥିତିକୁ ମୁକାବିଲା କରିବା ପାଇଁ ପୁରୀ ବ୍ୟତୀତ ଅନ୍ୟ ଜିଲ୍ଲାର ଲୋକଙ୍କ ପାଇଁ କାଲିଠୁ ସ୍ୱର୍ଗଦ୍ୱାର ମନା। ଆଜିଠାରୁ ପୁରୀ…

୧୪୩ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ…

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ପାଇଁ ସାରା ବିଶ୍ବ ଚିନ୍ତିତ। ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ଅନେକ ଦେଶ ଲକ୍‌ଡାଉନ୍‌ କଟକଣା କାର୍ଯ୍ୟକାରୀ କରିଥିଲେ। ଫଳରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ ସବୁ ସ୍ଥଗିତ ରହିଥିଲା। କରୋନା ଓ ଲକ୍‌ଡାଉନ୍‌ ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଭଲ ଖବର। କାରଣ…