Odisha Link
Bridging the Missing Links in Odisha
Daily Archives

July 18, 2020

ସୁସ୍ଥ ହେଲେ ଆଉ ୬୦୭ ଆକ୍ରାନ୍ତ,…

ଭୁବନେଶ୍ବର: ରାଜ୍ୟ ପାଇଁ ଭଲ ଖବର। ଆଜି ରାଜ୍ୟରେ ୬୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୧୯୩୮ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଗଞ୍ଜାମରୁ ସର୍ବାଧିକ ୨୭୯ ଜଣ ସୁସ୍ଥ ହୋଇଥିବା ବେଳେ…

ଭଲ ଖବର: ସ୍ବେଦେଶୀ କରୋନା ଟୀକା…

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦେଶରେ କରୋନା ସଂକ୍ରମଣ ଥମିବାର ନା ନେଉ ନାହିଁ । ଯେଉଥିପାଇଁ ଦେଶବାସୀ ସଙ୍କଟରେ। ଏସବୁ ମଧ୍ୟରେ ଏକ ଭଲ ଖବର। ମଣିଷ ଶରୀରରେ ଦେଶର ପ୍ରଥମ କରୋନା ଟୀକା ପରୀକ୍ଷା ଆରମ୍ଭ ହୋଇ ଯାଇଛି। ପରୀକ୍ଷଣର ପ୍ରଥମ ପର୍ଯ୍ୟାୟରେ ୩୭୫ ଜଣ ସାମିଲ…

କରୋନା ସଚେତନତା ନେଇ କେନ୍ଦ୍ରମନ୍ତ୍ରୀଙ୍କ…

ନୂଆଦିଲ୍ଲୀ: କରୋନା ପାଇଁ ଲୋକଙ୍କୁ ସଚେତନ କରିବା ଦାୟିତ୍ୱରେ ଥିବା ଓଡିଶାର ପ୍ରଶାସନିକ ଅଧିକାରୀମାନେ କଷ୍ଟ ହେଲେ ମଧ୍ୟ ଅସୀମ ଧୈର୍ଯ୍ୟ ରଖି ସମସ୍ତଙ୍କ ମନକୁ ଜିତି ସମାଜକୁ ବୁଝାଇବା କାମରେ ଲାଗିବା ଦରକାର ବୋଲି ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ…

ରାଜଧାନୀରେ କରୋନା: ଆଜି ଆଉ ୮୭ ଆକ୍ରାନ୍ତ…

ଭୁବନେଶ୍ବର: ରାଜ୍ୟ ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। କରୋନ ସଂକ୍ରମଣ ଚେନକୁ ବ୍ରେକ ଲଗାଇବା ପାଇଁ ଲକ୍‌ଡାଉନ୍‌ କଟକଣା ଜାରି ହୋଇଛି। ଆଜି ରାଜଧାନୀରେ ଆଉ ୮୭ ଜଣ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜଧାନୀରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୦ରେ…

ଜୁଲାଇ ୨୫ରୁ ୨୨ ଦିନ ସଟ୍‌ଡାଉନ୍ ପାରାଦୀପ…

ପାରାଦୀପ: ଜୁଲାଇ ୨୫ ତାରିଖରୁ ୨୨ ଦିନ ଯାଏଁ ସଟ୍‌ଡାଉନ୍‌ ହେବ ପାରାଦୀପ ଆଇଓସିଏଲ୍। ଏନେଇ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ଜୁଲାଇ ୨୫ ତାରିଖରୁ ଅଗଷ୍ଟ ୧୫ ଯାଏଁ କମ୍ପାନୀର ମରାମତି କାରଣରୁ ୨୨ ଦିନ ପାଇଁ କାରଖାନାକୁ ସଟଡାଉନ କରାଯିବ। ୨୦୧୮ ମାର୍ଚ୍ଚ ମାସରୁ କାରଖାନାର ମରାମତି କାମ ହୋଇନି…

ସୁଶାନ୍ତଙ୍କ ମୃତ୍ୟୁରେ ନେପୋଟିଜମ…

ନୂଆଦିଲ୍ଲୀ: ବଲିଉଡର ସାଇନିଂ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୧ ମାସରୁ ଉର୍ଦ୍ଧ୍ବ ସମୟ ବିତି ଗଲାଣି। ହେଲେ ଏହାକୁ ନେଇ ଥମୁନି ଚର୍ଚ୍ଚା। ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡର ଜଣେ ଆଗଧାଡ଼ିର ଅଭିନେତ୍ରୀ କଙ୍ଗନା ରଣାଓ୍ବତ ବଲିଉଡ୍‌ର ଅନେକ ବଡ଼ ବଡ଼ ନିର୍ଦେଶକ, ପ୍ରଯୋଜକ ଏବଂ ଅଭିନେତାଙ୍କୁ…

ବିହାର ମୁଖ୍ୟମନ୍ତ୍ରୀଙ୍କ ନୂଆ ନାମ…

ପାଟନା: ବିହାରରେ ଦିନକୁ ଦିନ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏହାରି ମଧ୍ୟରେ ୨୩ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା ଓ ୨ଶହ ଟପିଛି ମୃତକଙ୍କ ସଂଖ୍ୟା। ବିହାରରେ ଅନୁନ୍ନତ ସ୍ବାସ୍ଥ୍ୟ ସେବା ଯୋଗୁ ହଇରାଣ ହେଉଥିବା ଲୋକଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆକ୍ରୋଶ ଦେଖିବାକୁ ମିଳିଛି। ଏପରିକି…

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ…

ଲକ୍ଷ୍ନୌ: ଶୁକ୍ରବାର ସଂଧ୍ୟାରେ କଡ଼ା ନିରାପତ୍ତା ମଧ୍ୟରେ ଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟ "ଲୋକଭବନ" ସାମନାରେ ଦୁଇଜଣ ମହିଳା ଆତ୍ମାହୂତି ଉଦ୍ୟମ କରିଛନ୍ତି। ସମ୍ପର୍କରେ ମା' ଓ ଝିଅ ଏହି ଦୁଇ ମହିଳା ଦେହରେ ନିଆଁ ଲଗାଇ ଦେଇଥିଲେ। କାର୍ଯ୍ୟରତ ସୁରକ୍ଷାକର୍ମୀ ତୁରନ୍ତ ସେମାନଙ୍କୁ…

ପାକ୍‌ ସେନାର ଗୁଳିମାଡ଼ରେ ୩ ଭାରତୀୟ ମୃତ

ନୂଆଦିଲ୍ଲୀ: ଏଲ୍‌ଓସିରେ ୩ ଭାରତୀୟଙ୍କ ମୃତ୍ୟୁ। ଗତକାଲି ରାତିରେ ୩ ଭାରତୀୟଙ୍କୁ ହତ୍ୟା କରିଛି ପାକିସ୍ତାନୀ ସେନା। ଶୁକ୍ରବାର ରାତିରେ ପୁଞ୍ଚ ଜିଲ୍ଲା ସୀମାନ୍ତ ନିୟନ୍ତ୍ରଣ ରେଖା ପାଖରେ ଥିବା କର୍ମରା ଗ୍ରାମ ଉପରେ ପାକ୍‌ ସେନା ପକ୍ଷରୁ ଗୁଳି ଓ ମୋର୍ଟାର ମାଡ଼ କରାଯିବା ଫଳରେ ଗୋଟିଏ ପରିବାରର ୩ ଜଣଙ୍କ…

କରୋନା: ଚାଲିଗଲା ଆଉ ୩ ଜୀବନ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ। ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି ତା ସହିତ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ରାଜ୍ୟରେ ଆଜି ଆଉ ୩ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ୮୬ରେ ପହଁଞ୍ଚିଛି ମୃତ୍ୟୁ ସଂଖ୍ୟା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ…