Odisha Link
Bridging the Missing Links in Odisha

ଯୌନ ନିର୍ଯାତନା ଅଭିଯୋଗ : ବିଭୂ ଷଡ଼ଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର : ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ବାଧ୍ୟତାମୂଳକ ଭାବରେ ଅବସର ଦେଲେ ରାଜ୍ୟ ସରକାର। ଓଏଏସ ବିଭୂ ଷଡ଼ଙ୍ଗୀ ସ୍ବତନ୍ତ୍ର ସଚିବ ପାହ୍ୟା ଅଫିସର ଥିଲେ। ବିଭୂଙ୍କ ନାଁରେ ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ପରେ ଜୁଲାଇ ୯ରେ ବିଭୂଙ୍କୁ ଗିରଫ କରିଥିଲା ମହିଳା ଥାନ ପୋଲିସ। ଗିରଫ ପରେ ବିଭୂଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ ସରକାର।