Odisha Link
Bridging the Missing Links in Odisha
Daily Archives

August 13, 2020

‘ସଡକ ୨’ ଟ୍ରେଲର୍‌କୁ…

ମୁମ୍ବାଇ: ବଲିଉଡ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଫିଲ୍ମ 'ସଡକ ୨'କୁ ଦର୍ଶକଙ୍କ ଅକ୍ରୋଶର ଶିକାର ହୋଇଛି। ଗତକାଲି 'ସଡକ ୨'ର ଟ୍ରେଲର୍‌ ରିଲିଜ୍‌ ହୋଇଥିଲା। ୟୁଟ୍ୟୁବ୍‌ରେ ଟ୍ରେଲରଟ‌ି ଟ୍ରେଣ୍ଡ୍‌ କରୁଥିଲେ ମଧ୍ୟ ‌ରିଲିଜ୍‌ ହେବା ପରେ ଏହାକୁ ବୁପୁଳ ମାତ୍ରାରେ ଦର୍ଶକ ନାପସନ୍ଦ କରଛନ୍ତି।…

ରାଜସ୍ବ ବିଭାଗର ସ୍ବତନ୍ତ୍ର ସଚିବ ଗିରଫ

ଭୁବନେଶ୍ବର : ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ବତନ୍ତ୍ର ସଚିବ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସ୍ବତନ୍ତ୍ର ସଚିବ ଅଜୟ ଦାସଙ୍କୁ ଗିରଫ କଲା ଭିଜିଲାନ୍ସ । କାଲି ଅଜୟଦାସଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଗିରଫ ପରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି ଅଜୟ ଦାସ।…

ରାଜସ୍ଥାନ: ଗେହଲଟ ସରକାରଙ୍କ ବିପକ୍ଷରେ…

ଜୟପୁର: ଆସନ୍ତକାଲି ରାଜସ୍ଥାନ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ହେଲେ ଆସନ୍ତକାଲି ବିଜେପି ବିଧାନସଭାରେ ଗେହଲଟଙ୍କ ସରକାର ବିରୋଧରେ ଅନାସ୍ତାପ୍ରସ୍ତାବ ଆଣିବା ପାଇଁ ଘୋଷଣା କରିଛି। ରାଜସ୍ଥାନ ବିଧାନସଭାର ବିରୋଧୀ ଦଳର ନେତା ଗୁଲାବ ଚାନ୍ଦ କାଟରିଆ କହିଛନ୍ତି ଯେ ଆସନ୍ତାକାଲି ଆମର…

କମିଲା ସୁନା ଦର

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଲାଗାତାର ଭାବରେ ସୁନାଦର ବଢିବାରେ ଲାଗିଥିଲା। ମାତ୍ର କରୋନା ଟିକା ବିକଶିତ ହେବା ଖବର ପ୍ରଚାରିତ ହେବା ପରେ ଆନ୍ତର୍ଜାତିକ ବଜାରରେ ସୁନା ଦାମ୍‌ରେ ବଡ଼ ଧରଣର ହ୍ରାସ ଘଟିଛି। କରୋନା ପାଇଁ ସୁନା ଦରରେ ରେକର୍ଡ ସ୍ତରୀୟ ବୃଦ୍ଧି ହୋଇ ୧୦ ଗ୍ରାମ ପିଛା ୫୫ ହଜାରରୁ…

ଆଉ ଏକ ଲଘୁଚାପ: ୪ ଦିନ ପ୍ରବଳ ବର୍ଷା

ଭୁବନେଶ୍ବର: ଆସୁଛି ଆଉ ଏକ ଲଘୁଚାପ। ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଥିବା…

ରାଜସ୍ଥାନ: କଂଗ୍ରେସ ବଦଳେଇ ଦେଲା…

ଜୟପୁର: ଆସନ୍ତାକାଲି ରାଜସ୍ଥାନ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ବିରୋଧୀ ଦଳ ବିଜେପି ରଣନୀତି ପ୍ରସ୍ତୁତ କରିଛି। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ବିଜେପି ନେତା ମାନଙ୍କର ଏକ ସାକ୍ଷାତକାର ହୋଇଥିଲା। ରାଜସ୍ଥାନ ରାଜନୀତିରେ ଲାଗି ରହିଥିବା ସଙ୍କଟ…

ନାବାଳିକା ବଳି : ଅଭିଯୁକ୍ତ ଗିରଫ

କଣ୍ଟାବାଞ୍ଜି : ୨୦୧୯ ନାବାଳିକା ବଳି ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି। ଏନେଇ ମୁଖ୍ୟ ଅଭିଯୁକ୍ତ ପୂଜାରୀ କୁଞ୍ଜ ରଣାଙ୍କୁ ଗିରଫ କଲା ସିନ୍ଧେକେଲା ପୋଲିସ। ପୂର୍ବରୁ ବଳି ଦିଆଯାଇଥିବା ନାବାଳିକାର ଭାଇକୁ ଗିରଫ କରିଥିଲା ପୋଲିସ।

ଯୌନ ନିର୍ଯାତନା ଅଭିଯୋଗ : ବିଭୂ…

ଭୁବନେଶ୍ବର : ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ବାଧ୍ୟତାମୂଳକ ଭାବରେ ଅବସର ଦେଲେ ରାଜ୍ୟ ସରକାର। ଓଏଏସ ବିଭୂ ଷଡ଼ଙ୍ଗୀ ସ୍ବତନ୍ତ୍ର ସଚିବ ପାହ୍ୟା ଅଫିସର ଥିଲେ। ବିଭୂଙ୍କ ନାଁରେ ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ପରେ ଜୁଲାଇ ୯ରେ ବିଭୂଙ୍କୁ ଗିରଫ କରିଥିଲା ମହିଳା ଥାନ…

ଟୁଇନ ସିଟିରେ ଗଣେଶ ପୂଜା ବନ୍ଦ

ଭୁବନେଶ୍ବର : କଟକ ଓ ଭୁବନେଶ୍ବରରେ ଗଣେଶ ପୂଜା ବନ୍ଦ। କରୋନ ମହାମାରୀ ଯୋଗୁଁ ଚଳିତ ବର୍ଷ ଟୁଇନ ସିଟିର କୌଣସି ମଣ୍ଡପରେ ଗଣେଶ ପୂଜା ହୋଇ ପାରିବ ନାହାିଁ। ମଣ୍ଡପରେ ଗୋଷ୍ଠୀଗତ କୌଣସି ପୂଜା ହୋଇ ପାରିବ ନାହିଁ। ଧର୍ମୀୟ ସମାବେଶକୁ ମନା ଥିବାରୁ ମଣ୍ଡପରେ ଗଣେଶ ପୂଜାକୁ ବାରଣ କରାଯାଇଛି। ଗଣେଶ ପୂଜା…

ଆଦିତ୍ୟଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି

ଭୁବନେଶ୍ବର : ମାନବପ୍ରେମୀ ଆଦିତ୍ୟଦାସ ମୃତ୍ୟୁ ମାମଲାରେ ଆଜି ସେବାଶ୍ରମ ସଦସ୍ୟମାନେ ଏକ ସାମ୍ବାଦିକ ସମ୍ମିଳନୀ କରି ଆଦିତ୍ୟଙ୍କ ମୃତ୍ୟୁର ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ପିପୁଲସ୍ ଫର ସେବା ସଦସ୍ୟ କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୁଷ୍ଟ ନଥିବା କହିବା ସହିତ ସିବିଆଇ ତଦନ୍ତ ଦାବି କରିଛନ୍ତି…