Odisha Link
Bridging the Missing Links in Odisha
Daily Archives

August 13, 2020

ମାଛ ଚାଷୀ ଏବଂ ବିକ୍ରେତାଙ୍କୁ ଗାଡ଼ି…

ନୟାଗଡ଼: କରୋନା କାଳରେ ନୟାଗଡ଼ର ମାଛ ଚାଷୀଙ୍କୁ ଉପହାର ଦେଲେ କୃଷିମନ୍ତ୍ରୀ ଅରୁଣ ସାହୁ। ନୟାଗଡ଼ ମତ୍ସ୍ୟ ବିଭାଗ ଆନୁକୁଲ୍ୟରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୫ ଜଣ ମାଛ ଚାଷୀ ଏବଂ ୫ ଜଣ ମାଛ ବିକ୍ରେତାଙ୍କୁ ଗାଡ଼ି ବଣ୍ଟନ କରିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ଏହି ଗାଡ଼ି ବଣ୍ଟନ କାର୍ଯ୍ୟକ୍ରମରେ…

‘ଶୂନ’ ଫଳାଫଳ ପାଇଁ ୧୫ ଶିକ୍ଷାନୁଷ୍ଠାନକୁ…

ଭୁବନେଶ୍ଵର : ୧୫ ଶିକ୍ଷାନୁଷ୍ଠାନକୁ ନୋଟିସ ଜାରି କରିଛନ୍ତି ସରକାର। ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ‘ଶୂନ’ ଫଳ ପ୍ରଦର୍ଶନ କରିଥିବା କଲେଜ ଗୁଡ଼ିକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଏନେଇ ୭ ଦିନ ମଧ୍ୟରେ ଉତ୍ତର ଦେବାକୁ ବିଭାଗୀୟ ନିର୍ଦେଶକ ଚିଠି ଲେଖିଛନ୍ତି। ପ୍ରକାଶ ଯେ, ଗତକାଲି ଯୁକ୍ତ ୨…

ଆଜି କରୋନା ନେଲା ଆଉ ୯ ଜୀବନ

ଭୁବନେଶ୍ବର: ଆଜି ରାଜ୍ୟରେ କରୋନ ସଂକ୍ରମଣରେ ଆଜି ୯ ଜଣଙ୍କର ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩ ଜଣ ମୃତ୍ୟୁ ହୋଇଛି। ଅନ୍ୟପଟେ କଟକ ଓ ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ସେହିପରି ସୁନ୍ଦରଗଡ଼ ଓ କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକରେ ୨୩…

ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର…

ଓଏଲ୍‌ ବ୍ୟୁରୋ: ରାମଜନ୍ମଭୂମି ତିର୍ଥକ୍ଷେତ୍ର ଟ୍ରଷ୍ଟ ପ୍ରମୁଖ ମହନ୍ତ ନୃତ୍ୟ ଗୋପାଳ ଦାଶ କରୋନା ପଜିଟିଭ ଚିହ୍ନଟ। ମହନ୍ତ ଶ୍ରୀ ଦାଶ ଅସୁସ୍ଥତା ଅନୁଭବ କରିଥିବା ହେତୁ ତାଙ୍କର କରୋନା ଟେଷ୍ଟ ହୋଇଥିଲା। ଏବେ ତାଙ୍କ ରିପୋର୍ଟ କରୋନା ପଜିଟିଭ ଆସିଥିବା ନୋଡାଲ ଅଧିକାରୀ ଭୁଦେବ ସିଂହ ସୂଚନା ଦେଇଛନ୍ତି।…

କରୋନା: ୩୦ ଜିଲ୍ଲାରୁ ୧୯୮୧ ପଜିଟିଭ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଅଣାୟତ୍ତ ହେଉଛି କରୋନା ସ୍ଥତି। ଦିନକୁ ଦିନ ରାଜ୍ୟରେ ଅଧିକରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ରାଜ୍ୟର ୩୦ ଜିଲ୍ଲାରୁ ୧୯୮୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୫୨,୬୫୩ରେ ପହଂଞ୍ଚିଛି। ଏନେଇ ରାଜ୍ୟ…

ସୁଶାନ୍ତ ସିଂହ ମୂତ୍ୟୁ ମାମଲା; ଆଜି…

ମୁମ୍ବାଇ : ସୁଶାନ୍ତ ସିଂହ ରାଜପୁତ ମାମଲାରେ ଆଜି ସୁପ୍ରିମ କୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହେବ। ରିୟା ଚକ୍ରବର୍ତ୍ତୀ କରିଥିବା ଆବେଦନ ଉପରେ ସୁପ୍ରିମ କୋର୍ଟ ଆଜି ନିଷ୍ପତ୍ତି ନେବେ। ରିୟାଙ୍କ ଆବେଦନ ମୁତାବକ ନିଜ ବିରୋଧରେ ପାଟନାରେ ରୁଜୁ ହୋଇଥିବା ମାମଲାକୁ ମୁମ୍ବାଇକୁ ଟ୍ରାନ୍ସଫର କରିବାକୁ ସେ…

୨୪ ଘଣ୍ଟାରେ ୪୦ ହଜାର କୋଭିଡ ଟେଷ୍ଟ:…

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ବଗିଡ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏନେଇ ରାଜ୍ୟରେ ଗତ ୨୪ ଘଣ୍ଟାରେ ସର୍ବାଧିକ କରୋନା ଟେଷ୍ଟ କରାଯାଇଛି। ଗୋଟିଏ ଦିନରେ ସର୍ବାଧିକ ୪୦ ହଜାର ୭୧୧ଟି ଟେଷ୍ଟ କରାଯାଇଛି। ଆଟଟିପିସିଆର,…

ଆସିଲା ଟିକସ ସଂସ୍କାର: ସଚ୍ଚୋଟ…

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ଘୋଷଣା କରିଛନ୍ତି। ଟିକସ୍‌ ସଂସ୍କାର ନେଇ ନୂଆ କାର୍ଯ୍ୟକ୍ରମ ‘ଟ୍ରାନ୍ସପରେଣ୍ଟ ଟ୍ୟାକ୍ସେସନ-ଅନରିଂ ଦି ଅନେଷ୍ଟ’ର ଶୁଭାରାମ୍ଭ କଲେ ପିଏମ୍‌ ମୋଦୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ପ୍ଲାଟଫର୍ମ ହେଉଛି ଏକବିଂଶ ଶତାବ୍ଦୀର ଟିକସ…

ଫୋର୍ବସ୍ ଟପ୍-୧୦ ତାଲିକାରେ ଅକ୍ଷୟ କୁମାର

ମୁମ୍ବାଇ : ଫୋର୍ବସ୍ ଏହାର ୨୦୨୦ ଟପ୍-୧୦ ସର୍ବାଧିକ ପେଡ୍ ଆକ୍ଟର୍ସ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ବଲିଉଡର ଏକମାତ୍ର ଅଭିନେତା ଅକ୍ଷୟ କୁମାର ସ୍ଥାନ ପାଇଛନ୍ତି। ଫୋର୍ବସର ଏହି ତାଲିକାରେ ଅକ୍ଷୟ କୁମାର ୬ଷ୍ଠ ସ୍ଥାନରେ ରହିଛନ୍ତି। ଏଥିରେ ତାଙ୍କର ଆୟ ୪୮.୫ ନିୟୁତ (ଡଲାର), ପ୍ରାୟ ୩୬୨ କୋଟି…

ଆଜି ଗେହଲଟ୍‌-ପାଇଲଟ୍‌ ଭେଟା ଭେଟି

ଜୟପୁର: ରାଜସ୍ଥାନ ରାଜନୀତିରେ ହାଇଭୋଲଟେଜ ଡ୍ରାମା ପରେ ଆଜି ସାମ୍ନା ସାମ୍ନି ହେବେ ଅଶୋକ ଗେହଲଟ ଓ ସଚିନ ପାଇଲଟ୍। ରାଜସ୍ଥାନରେ ଲାଗିରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଜବନିକା ପଡ଼ିଥିବା ନେଇ କଂଗ୍ରେସ ୩ଦିନ ତଳେ ଘୋଷଣା କରିଥିଲା। ହାଇଡ୍ରାମା ପରେ ଆଜି ଭେଟା ଭେଟି ହେବେ ରାଜସ୍ଥାନ କଂଗ୍ରେସର ୨ ଛାମୁଆ…