Odisha Link
Bridging the Missing Links in Odisha

ଝିଅ ମୋହରେ ଫସିଲେ ଠିକାଦାର

ଭୁବନେଶ୍ବର: ଝିଅ ମୋହ ଦେଖାି ଠିକାଦାରଙ୍କୁ ଲୁଟ୍‌ ଅଭିଯୋଗ ହୋଇଛି। ତାଳଚେରର ଜଣେ ଠିକାଦାରଙ୍କୁ ଭୁବନେଶ୍ବର ଡାକାଇ ଲୁଟ୍‌ କରାଯାଇଛି। ଗୋଟିଏ ଘରେ ପୂରାଇ ମାରି କାର, ଟଙ୍କା, ମୋବାଇଲ ଲୁଟି ନେଇଛନ୍ତି ଲୁଟେରା। ଏନେଇ ଭୁବନେଶ୍ବରର ଖଣ୍ଡଗିରି ଥାନାରେ ଏତଲା ପରେ ୨ ଜଣଙ୍କୁ ଗିରଫ କରାଯାଇଛି ସେଠାରୁ ୩ ଜଣ ଫେରାର ଥିବା ସୂଚନା ମିଳିଛି।

Comments are closed.