Odisha Link
Bridging the Missing Links in Odisha
Daily Archives

August 20, 2020

ଅନୁଭବ ପଟ୍ଟନାୟକଙ୍କ କାନ୍ଧରେ ନୂଆ ଦଳୀୟ…

ଭୁବନେଶ୍ବର: ଖଣ୍ଡପଡାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ପୁଣି ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ। ଆଜି ଅନୁଭବଙ୍କୁ ବିଜେଡି ଦଳର ସଂପାଦକ ଭାବେ ନିଯୁକ୍ତ କରାଯାଇଥିବା ବେଳେ ତାଙ୍କୁ ମହିଳା ସଶକ୍ତିକରଣ ବିଭାଗର ଦାୟିତ୍ବ…

ଆସନ୍ତାକାଲି କେନ୍ଦୁଝର ଗସ୍ତ କରିବେ…

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କ ‘ହାଉସିଂ ଫର୍ ଅଲ୍‌’ ଯୋଜନାରେ ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ଅନ୍ୟପଟେ ରାଜ୍ୟସରକାର ଏହି ଜନ କଲ୍ୟାଣ ଯୋଜନାକୁ ଭଷ୍ଟ୍ରାଚାର ମାଧ୍ୟମରେ ଭଣ୍ଡୁର କରିବା ପାଇଁ ସମସ୍ତ ପ୍ରକାର ଷଡ଼ଯନ୍ତ୍ର ଆପଣାଇଛନ୍ତି। ବିଶେଷ କରି ଆଦିବାସୀ…

ସୋଆ ପ୍ରତିଷ୍ଠାତାଙ୍କୁ ‘ରୁଚି ଦେଶ ଗୌରବ’…

ଭୁବନେଶ୍ୱର : ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କୁ ଚଳିତ ବର୍ଷ ପାଇଁ ମର୍ଯ୍ୟାଦାଜନକ ‘ରୁଚି ଦେଶ ଗୌରବ’ ସମ୍ମାନରେ ସମ୍ମାନୀତ କରାଯାଇଛି । ଅଗ୍ରଣୀ ଶିଳ୍ପ ଉଦ୍ୟୋଗ ରୁଚି ଫୁଡଲାଇନ୍‌ ଦ୍ୱାରା…

ଆରମ୍ଭ ହେଲା ରାମ ମନ୍ଦିର ନିର୍ମାଣ…

ଅଯୋଧ୍ୟା: ଆରମ୍ଭ ହେଲା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ। ଆଜିଠାରୁ ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ କାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଆଜି ସକାଳୁ ଇଞ୍ଜିନିୟରମାନେ ମନ୍ଦିର ନିର୍ମାଣ ହେବା ସ୍ଥାନର ମାଟି ପରୀକ୍ଷା କରୁଛନ୍ତି ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ…

ଚୋରା ଚାଲାଣ ବେଳେ ୨୦ଲକ୍ଷ ଟଙ୍କାର…

କୋରାପୁଟ : କୋଟପାଡ ନିକଟରୁ ଗଞ୍ଜେଇ ଚୋରା ତାଲାଣ ବେଳେ ବୋରିଗୁମ୍ମା ପୋଲିସ ଜବତ କରିଛି। ବିହାରକୁ ଏକ ଟ୍ରକ୍ ଯୋଗେ ଗଞ୍ଜେଇ ଚୋର ଚାଲାଣ ହେଉଥିଲା। ବୋରିଗୁମ୍ମା ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ କୌଣସି ସୂତ୍ରରୁ ଖବର ପାଇ ପାର୍ଲି ନିକଟରେ ପହଞ୍ଚି ଏକ ଟ୍ରକକୁ ଯାଞ୍ଚ କରିଥିଲେ। ଯାଞ୍ଚ ପରେ ଟ୍ରକରେ…

ପ୍ରଦେଶ କଂଗ୍ରେସ ପକ୍ଷରୁ ରାଜୀବ…

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ, ସ୍ୱର୍ଗତଃ ରାଜୀବ ଗାନ୍ଧୀଙ୍କ ୭୬ତମ ଜନ୍ମ ଜୟନ୍ତୀ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ନେତୃବୃନ୍ଦ ରାଜୀବ ଭବନ ପରିସରରେ ଥିବା…

ଭିକ୍ଷୁକ ପାଣ୍ଡିଆନ୍‌ଙ୍କ ମହାନତା:…

ମଦୁରାଇ: ବର୍ତ୍ତମାନର କରୋନା କାଳରେ ସରକାରଙ୍କ କୋଭିଡ ଫଣ୍ଡକୁ ବିଭିନ୍ନ ଲୋକ କିଛି ନା କିଛି ରିଲିଫ୍‌ ଦେଉଛନ୍ତି। ନେତାଠୁ ଜନତା ବଡ଼ ବ୍ୟବସାୟୀଙ୍କଠୁ ଆରମ୍ଭ କରି ଛୋଟ ବ୍ୟବସାୟୀ ସମସ୍ତେ କରୋନା କାଳରେ କିିଛି ଟଙ୍କା ମୁଖ୍ୟମନ୍ତ୍ରୀ କୋଭିଡ ଫଣ୍ଡକୁ ଦାନ କରିଛନ୍ତି। ଏମଧ୍ୟରେ ଆଉ ଏକ ଖବର ସାମ୍ନାକୁ…

ପ୍ରକାଶ ପାଇଲା ବିଜେଡିର ସମ୍ପାଦକ ଓ…

ଭୁବନେଶ୍ବର: ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ସମ୍ପାଦକ ଓ ଯୁଗ୍ମ ସମ୍ପାଦକଙ୍କ ନାମ ଘୋଷଣା କରିଛନ୍ତି। ୪୫ ଜଣଙ୍କୁ ସମ୍ପାଦକ ଓ ୪୧ ଜଣଙ୍କୁ ଯୁଗ୍ମ ସମ୍ପାଦକ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯୁକ୍ତି ଦେବା ସହ ବିଭିନ୍ନ ବିଭାଗର ସଶକ୍ତିକରଣ ଦାୟିତ୍ୱ ଆବଣ୍ଟିତ…

‘ଡିଜିଟାଲ୍ ଇଣ୍ଡିଆ’ ଲୋକଙ୍କୁ ସରକାରୀ…

ଭୁବନେଶ୍ୱର : ଡିଜିଟାଲ୍ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁନଃପ୍ରତିଷ୍ଠାନ ଏବଂ ଇ-ଗଭର୍ଣ୍ଣାନ୍ସରେ ଓଡ଼ିଶା ମଧ୍ୟ ଅଧିକ ଲାଭପାଇବା ସ୍ଥିତିରେ ଅଛି । ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ୍ ଇଣ୍ଡିଆ ଲକ୍ଷାଧିକ ଓଡ଼ିଆଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ…

ଆହୁରି ବର୍ଷିବ, ୫ ଜିଲ୍ଲାକୁ ରେଡ୍‌…

ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ ୫ ଜିଲ୍ଲାକୁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ଼, ଦେବଗଡ଼କୁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି କରିଛି ପାଣି ପାଗ ବିଭାଗ। ରେଡ୍‌ ଓ୍ବାର୍ଣ୍ଣିଂ ଜିଲ୍ଲାରେ…