Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ବିଜେଡିର ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ତାଲିକା

ଭୁବନେଶ୍ବର: ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ସମ୍ପାଦକ ଓ ଯୁଗ୍ମ ସମ୍ପାଦକଙ୍କ ନାମ ଘୋଷଣା କରିଛନ୍ତି। ୪୫ ଜଣଙ୍କୁ ସମ୍ପାଦକ ଓ ୪୧ ଜଣଙ୍କୁ ଯୁଗ୍ମ ସମ୍ପାଦକ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯୁକ୍ତି ଦେବା ସହ ବିଭିନ୍ନ ବିଭାଗର ସଶକ୍ତିକରଣ ଦାୟିତ୍ୱ ଆବଣ୍ଟିତ କରିଛନ୍ତି ।

ସମ୍ପାଦକ ତାଲିକା:
କିଶୋର ଚନ୍ଦ୍ର ତରାଇ : ଏସସି ସଶକ୍ତିକରଣ
ସଂଘମିତ୍ରା ଦଳାଇ : ଏସସି ସଶକ୍ତିକରଣ
ଅନୁଭବ ପଟ୍ଟନାୟକ : ମହିଳା ସଶକ୍ତିକରଣ
କେ. ଶାନ୍ତି : ମହିଳା ସଶକ୍ତିକରଣ
ବିଷ୍ଣୁପ୍ରିୟା ଦାସ : ମହିଳା ସଶକ୍ତିକରଣ
ଅମରେଶ ପତ୍ରୀ : ଯୁବ ବ୍ୟାପାର
ରଞ୍ଜିତ ମହାପାତ୍ର : ଯୁବ ବ୍ୟାପାର
ଅମରଜିତ ସେନାପତି : ଛାତ୍ର ବ୍ୟାପାର
ମନ୍ଦାକିନୀ କର : ଛାତ୍ର ବ୍ୟାପାର
ବିଶ୍ୱଜିତ ସାମନ୍ତରାୟ : ଛାତ୍ର ବ୍ୟାପାର
ଚିନ୍ମୟ ସାହୁ : ସଶକ୍ତ ଓଡ଼ିଶା
ଅମରେଶ ଜେନା : ସଶକ୍ତ ଓଡ଼ିଶା
ସୌଭାଗ୍ୟ ନାୟକ : ସଶକ୍ତ ଓଡ଼ିଶା
ସୁବ୍ରମଣ୍ୟମ ମହାନ୍ତି : ସଶକ୍ତ ଓଡ଼ିଶା
ସୁବାସ ମହାରଣା : ସଶକ୍ତ ଓଡ଼ିଶା
ଶୈଳେଶ ଡ୍ୟାନି : ସଶକ୍ତ ଓଡ଼ିଶା
ରବି ନାରାୟଣ ନନ୍ଦ : କଳା, ସଂସ୍କୃତି ଓ ମାନବସମ୍ବଳ
ସଂଗ୍ରାମ କେଶରୀ ପାଇକରାୟ : କଳା, ସଂସ୍କୃତି ଓ ମାନବସମ୍ବଳ
ଶଶୀ ସାହୁ : କଳା, ସଂସ୍କୃତି ଓ ମାନବସମ୍ବଳ
ପ୍ରୟାସକାନ୍ତି ସାମଲ : କଳା, ସଂସ୍କୃତି ଓ ମାନବସମ୍ବଳ
ମରୁତ ପାଲ : କଳା, ସଂସ୍କୃତି ଓ ମାନବସମ୍ବଳ
ଏସକେ ନିଜାମୁଦ୍ଧିନ : ସଂଖ୍ୟାଲଘୁ ବ୍ୟାପାର
ମହମ୍ମଦ ଡବ୍ଲୁ୍ୟ ସକିଲ : ସଂଖ୍ୟାଲଘୁ ବ୍ୟାପାର
ଭୁବନେଶ୍ୱର କିସାନ : ଆଦିବାସୀ ସଶକ୍ତିକରଣ
ଭାରତୀ ସିଂହ : ଆଦିବାସୀ ସଶକ୍ତିକରଣ
କୃଷ୍ଣଚନ୍ଦ୍ର ଦାସ : ଆଦିବାସୀ ସଶକ୍ତିକରଣ
ସୁବାସ ପାତ୍ର : ଓଡ଼ିଶା ମୋ ପରିବାର
ଦୁର୍ଗା ସାମନ୍ତରାୟ : ଓଡ଼ିଶା ମୋ ପରିବାର
ଅଜୟ ନାୟକ : ଓଡ଼ିଶା ମୋ ପରିବାର
ଶିଶିର ପରିଜା : ଓଡ଼ିଶା ମୋ ପରିବାର
ମୀରା ପରିଡ଼ା : ଓଡ଼ିଶା ମୋ ପରିବାର
ପୁଷ୍ପେନ୍ଦ୍ର ସିଂହଦେଓ : ସମାଜ ମଙ୍ଗଳ
ସରୋଜ କର୍ଣ୍ଣ : ସମାଜ ମଙ୍ଗଳ
ଟି. ପ୍ରସାଦ ରାଓ ଦୋରା : ସମାଜ ମଙ୍ଗଳ
ଜଗଦୀଶ ପାତ୍ର : ସମାଜ ମଙ୍ଗଳ
ସ୍ୱାଧୀନ ନାୟକ : ଆଂଚଳିକ ବିକାଶ
କୁନା ବିହାରୀ ଦାସ : ଆଂଚଳିକ ବିକାଶ
ସନ୍ତୋଷ ପଟ୍ଟନାୟକ : ଆଂଚଳିକ ବିକାଶ
ହର୍ଷବର୍ଦ୍ଧନ ସିଂହଦେଓ : ଆଂଚଳିକ ବିକାଶ
ରଞ୍ଜୀତ ସାହୁ : ଆଂଚଳିକ ବିକାଶ
ଉତରା ପାତ୍ର : ପରିବେଶ
ତପନ ଦାସ : ପରିବେଶ
କୃଷ୍ଣଚନ୍ଦ୍ର ପଣ୍ଡା : ପରିବେଶ
ତ୍ରିନାଥ ଗୋଏଲ : ପରିବେଶ
ଚନ୍ଦ୍ରକାନ୍ତ ସାମଲ : ପରିବେଶ

ଯୁଗ୍ମ-ସମ୍ପାଦକ ତାଲିକା:
ସଂଜୟ ବାବୁ : ସଶକ୍ତ ଓଡ଼ିଶା
ସଂଜିତ ମହାନ୍ତି : ପରିବେଶ
ଏମ ଧନଞ୍ଜୟ ରେଡ୍ଡୀ : ଯୁବ ବ୍ୟାପାର
ସନ୍ତୋଷ ବେଜ : କଳା, ସଂସ୍କୃତି, ମାନବସମ୍ବଳ
ସମୀର ପ୍ରଧାନ : ଓଡ଼ିଶା ମୋ ପରିବାର
ଦେବାଶିଷ ସିଟ : ଏସସି ସଶକ୍ତିକରଣ
ଜ୍ୟୋତିରଂଜନ ଜେନା : ଯୁବ ବ୍ୟାପାର
ପୃଥ୍ୱୀରାଜ ସାହୁ : ଆଦିବାସୀ ବ୍ୟାପାର
ପ୍ରକାଶ କୁମାର ଡଙ୍ଗ : ଛାତ୍ର ବ୍ୟାପାର
ଡେଜାଲିନ ମହାପାତ୍ର : ମହିଳା ସଶକ୍ତିକରଣ
ସ୍ୱରାଜ ଲକ୍ଷ୍ମୀ ସାମଲ : ମହିଳା ସଶକ୍ତିକରଣ
ରିଜୁଆନ ବେଗମ : ସଂଖ୍ୟାଲଘୁ ବ୍ୟାପାର
ସଂଘମିତ୍ରା ଜେନା : ମହିଳା ସଶକ୍ତିକରଣ
ସବିତା ମହାପାତ୍ର : ମହିଳା ସଶକ୍ତିକରଣ
ସବିତା ପ୍ରଧାନ : ମହିଳା ସଶକ୍ତିକରଣ
ଜାକିର ଖାନ : ସଂଖ୍ୟାଲଘୁ ବ୍ୟାପାର
ପ୍ରଦୀପ ବିଷୋୟୀ : ସମାଜ ମଙ୍ଗଳ
ଚକ୍ରଧର ହେମ୍ବ୍ରମ : ଆଦିବାସୀ ବ୍ୟାପାର
ଧର୍ମେନ୍ଦ୍ର ଅଧିକାରୀ : ପରିବେଶ
ଦିଲ୍ଲୀପ ଧୁରିଆ : ଏସସି ସଶକ୍ତିକରଣ
ଅବନୀ ରଞ୍ଜନ ଯୋଶୀ : ଆଂଚଳିକ ବିକାଶ
ରାକେଶ ରାମ : ଛାତ୍ର ବ୍ୟାପାର
କୈଳାସ ରଣା : ସଶକ୍ତ ଓଡ଼ିଶା
ପ୍ରକାଶ ନାୟକ : ଆଂଚଳିକ ବିକାଶ
ଅଶୋକ ସାହୁ : ସମାଜ ମଙ୍ଗଳ
ଜଗନ୍ନାଥ ଦାସ : କଳା, ସଂସ୍କୃତି ଓ ମାନବ ସମ୍ବଳ
ହରିଶଙ୍କର ରାଉତ : ଛାତ୍ର ବ୍ୟାପାର
ତୁମ୍ବନାଥ ପଣ୍ଡା : ଆଂଚଳିକ ବିକାଶ
ହିଂମାଶୁ ଦାସ : ପରିବେଶ
ସତ୍ୟରଂଜନ ଦାସ : ସମାଜ ମଙ୍ଗଳ
ରାଜ କମଲ ଜେନା : ସଶକ୍ତ ଓଡ଼ିଶା
ଜ୍ଞାନଗିରି ଗୋସ୍ୱାମୀ : ପରିବେଶ
ପୁଲକ ମହାନ୍ତି : ଆଂଚଳିକ ବିକାଶ
ରାକେଶ ପଣ୍ଡା : କଳା, ସଂସ୍କୃତି ଓ ମାନବ ସମ୍ବଳ
ଗତିକୃଷ୍ଣ ନନ୍ଦ : ସମାଜ ମଙ୍ଗଳ
ତନ୍ମୟ ସ୍ୱାଇଁ : ଛାତ୍ର ବ୍ୟାପାର
କିଶୋର ନାୟକ : ସମାଜ ମଙ୍ଗଳ
ରଞ୍ଜିତ ରାୟ : ଓଡ଼ିଶା ମୋ ପରିବାର
ରାଜେଶ ପଣ୍ଡା : ପରିବେଶ
ରୁଦ୍ର ସାମନ୍ତରାୟ : ଓଡ଼ିଶା ମୋ ପରିବାର
ଦୀପ୍ତିକାନ୍ତ ପରିଜା : ଓଡ଼ିଶା ମୋ ପରିବାର

Comments are closed.