Odisha Link
Bridging the Missing Links in Odisha
Daily Archives

August 20, 2020

କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ…

ନୂଆଦିଲ୍ଲୀ : କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ କରୋନା। କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଗଜେନ୍ଦ୍ର ସିଂହ ଟ୍ୱିଟରରେ ଏନେଇ ସୂଚନା ଦେଇଛନ୍ତି। ମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ‘କରୋନାର କିଛି ଲକ୍ଷଣ ଦେଖି ମୁଁ କରୋନା ପରୀକ୍ଷା କରିଥିଲି ଏବଂ ମୋର ରିପୋର୍ଟ ପଜିଟିଭ୍…

ବନ୍ୟା ଆଶଙ୍କା ନାହିଁ: ମନ୍ତ୍ରୀ…

ଭୁବନେଶ୍ୱର : ଚଳିତ ବର୍ଷ ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି। ଲଗାଣ ବର୍ଷା ଜନିତ ସ୍ଥିତି ନେଇ ନିଜ ପ୍ରତିକ୍ରିୟା ରଖିବା ଅବସରରେ ମନ୍ତ୍ରୀ ଶ୍ରୀ ଦାସ ଏହା କହିଛନ୍ତି । ତାଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ବନ୍ୟା ଆଶଙ୍କା ନାହିଁ। ନଦୀ ବନ୍ଧ ବି ଦୁର୍ବଳ…

କୋଇଲା ଅତଡ଼ା ଖସି କର୍ମଚାରୀ ମୃତ

ତାଳଚେର : ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ନନ୍ଦିରା ଭୂତଳ କୋଇଲା ଖଣିରେ ଏକ କୋଇଲା ଅତଡ଼ା ଖସି ଜଣେ କର୍ମଚାରୀଙ୍କ ମୃତ ଘଟିଥବା ବେଳେ ଆଉ ଜଣେ ଗୁରୁତର ଅଛନ୍ତି। ମୃତ ବ୍ୟକ୍ତିଜଣକ ହେଲେ ଢେଙ୍କାନାଳ ଜିଲ୍ଲାର ଜିରାଳ ଗ୍ରାମର ଗଙ୍ଗାଧର ଦାସ(୫୭)। ସେ ଡ୍ରେସର ଭାବେ କାମ କରୁଥିବା ନେଇ ସୂଚନା ମିଳିଛି।…

ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ…

ଭୁବନେଶ୍ୱର : ଚଳିତ ବର୍ଷ ଲଘୁଚାପ ବର୍ଷା ଓ ତତଜନିତ ବନ୍ୟା ପରିସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସମୀକ୍ଷା କରିଛନ୍ତି। ସ୍ୱତନ୍ତ୍ର ରିଲିଫ କମିଶନର ଓ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ କଥା ହୋଇଛନ୍ତି। ତେବେ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର…

ଝିଅ ମୋହରେ ଫସିଲେ ଠିକାଦାର

ଭୁବନେଶ୍ବର: ଝିଅ ମୋହ ଦେଖାି ଠିକାଦାରଙ୍କୁ ଲୁଟ୍‌ ଅଭିଯୋଗ ହୋଇଛି। ତାଳଚେରର ଜଣେ ଠିକାଦାରଙ୍କୁ ଭୁବନେଶ୍ବର ଡାକାଇ ଲୁଟ୍‌ କରାଯାଇଛି। ଗୋଟିଏ ଘରେ ପୂରାଇ ମାରି କାର, ଟଙ୍କା, ମୋବାଇଲ ଲୁଟି ନେଇଛନ୍ତି ଲୁଟେରା। ଏନେଇ ଭୁବନେଶ୍ବରର ଖଣ୍ଡଗିରି ଥାନାରେ ଏତଲା ପରେ ୨ ଜଣଙ୍କୁ ଗିରଫ କରାଯାଇଛି ସେଠାରୁ ୩ ଜଣ…

ବୃଦ୍ଧାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଇ…

ବାଲିପାଟଣା : ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଗଡଶ୍ରୀରାମପୁର ଗ୍ରାମରେ ଜଣେ ବୃଦ୍ଧାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇ ଫେରାର ହୋଇଗଲେ ଦୁଇ ଲୁଟେରା । ପ୍ରକାଶ ଯେ, ଗଡଶ୍ରୀରାମପୁର ଗ୍ରାମର ପ୍ରେମଲତା ସାହୁ ନାମକ ଜଣେ ବୃଦ୍ଧା ପଡୋଶୀଙ୍କ ଘରକୁ ଯାଉଥିବା ବେଳେ ଦୁଇ ଜଣ ଲୁଟେରା ତାଙ୍କ ପାଖରେ ବାଇକ୍…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଆଜି…

ପାଟନା: ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ପରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସମେତ ରାଜୀବ ନଗର ଥାନାରେ ଅଭିଯୋଗ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରିବ ସିବିଆଇ। ସିବିଆଇର ଏସଆଇଟି ଆଜି…

ସ୍ୱଚ୍ଛତା ସର୍ବେକ୍ଷଣ ୨୦୨୦; ୧ ନମ୍ବରରେ…

ଇନ୍ଦୋର: ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ର ଫଳାଫଳ ଘୋଷଣା କରିଛନ୍ତି କେନ୍ଦ୍ର ସରାକାର। ଏହି ପ୍ରତିଯୋଗିତାରେ ମଧ୍ୟ ପ୍ରଦେଶ ଇନ୍ଦୋର ସହରକୁ ଦେଶର ସବୁଠାରୁ ସ୍ୱଚ୍ଛ ସହର ଭାବେ ଘୋଷଣା କରିଛନ୍ତି। ଲଗାତାର ଚତୁର୍ଥ ବର୍ଷ ଧରି ସ୍ୱଚ୍ଛ ସହର ଭାବେ ଇନ୍ଦୋର ନମ୍ବର-୧ ର‍୍ୟାଙ୍କ୍ ପାଇଛି। ଏହା ପୂର୍ବରୁ କେନ୍ଦ୍ର…

ଗଣେଶ ପୂଜା: ନିଷ୍ପତ୍ତି ନେବେ ପ୍ରଶାସନ

ଭୁବନେଶ୍ୱର: ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟୁଇନ ସିଟିରେ ଗଣେଶ ପୂଜା ଉପରେ କମିଶନରେଟ ପୁଲିସ ରୋକ ଲଗାଇଥିଲା। ଏନେଇ ଆଗତ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ମାନ୍ୟବର ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ମାନ୍ୟବର କୋର୍ଟ ସ୍ଥାନୀୟ ଅଧିକାରୀଙ୍କ ଉପରେ ଗଣେଶ ପୂଜା…

ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ…

ଭୁବନେଶ୍ୱର : ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା। ଏବେ ପୁଣି ଜଣେ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ହେଉଛନ୍ତି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା। କରୋନାରେ ଆକ୍ରାନ୍ତ ହୋଇଥିବା ସମ୍ପର୍କରେ ଖୋଦ ଶ୍ରୀ ଜେନା ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ରିପୋର୍ଟ ପଜିଟିଭ ପରେ ସେ ହୋମ…