ସୁରତକୁ ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ
ଭୁବନେଶ୍ୱର: ଗୁଜୁରାଟର ସୁରତରେ କ୍ରାଇମ ବ୍ରାଞ୍ଚ ଗଞ୍ଜେଇ ଚାଲାଣ କରୁଥିବା ଏକ ଟ୍ରକ ଉପରେ ଚଢ଼ାଉ କରିଥିଲେ। ଟ୍ରକରୁ ୫୬୨ କେଜି ଗଞ୍ଜେଇ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ, ଓଡ଼ିଶାରୁ ସୁରତକୁ ଗଞ୍ଜେଇ ଚାଲାଣ କରୁଥିବା ଖବର…