Odisha Link
Bridging the Missing Links in Odisha

ପୁଅକୁ ବିକ୍ରି କଲେ ବାପାମା’

ମାଲକାନଗିରି : ନିଜ ସନ୍ତାନ ପାଇଁ ମାତା ପିତା କିଛିବି କରିପାରନ୍ତି । କିନ୍ତୁ ଲୋକ ମାନେ ନିଜ ସୁଖ ପାଇଁ ଜନ୍ମକଲା ପୁଅକୁ ବିକ୍ରି କରିବାକୁ ବି ପଛାଉ ନାହାଁନ୍ତି । ଏହି ଘଟଣାଟି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କିଆଙ୍ଗ ପଞ୍ଚାୟତରେ ଘଟିଛି ।

ସୂଚନା ଅନୁସାରେ ନିଜ ସୁଖ ପାଇଁ ଜଣେ ଦମ୍ପତି ପରସ୍ପରକୁ ଛାଡ଼ପତ୍ର ଦେଇ ଜନ୍ମକଲା ପୁଅକୁ ବିକ୍ରି କରିଦେଇଛନ୍ତି ।

 ଅବିଶ୍ରାନ୍ତ ଖଟଣି ଯୋଗୁଁ ନର୍କ ଭଳି ଯନ୍ତ୍ରଣା ଭୋଗୁ ଥିଲା । ଶେଷରେ ବାଧ୍ୟ ହୋଇ ଗାଁ ଛାଡ଼ି ବାହାରକୁ ଚାଲିଆସିଲା । ଭୋକ ଉପାସରେ ଘୂରି ବୁଲିବା ପରେ ଜଣେ ଅଙ୍ଗନବାଡ଼ି କର୍ମୀ ପିଲାଟିକୁ ଉଦ୍ଧାର କରିଛନ୍ତି ।

Comments are closed.