Odisha Link
Bridging the Missing Links in Odisha

ନିଟ୍ ଟପ୍ପର ହେଲେ ଓଡ଼ିଶାର ସୋଏବ

ଓଡ଼ିଶା: ନିଟ୍ ପ୍ରବେଶିକା ପରୀକ୍ଷାରେ ଓଡ଼ିଶାର ସୋଏବ ଅଫତାବ ଟପ୍ପର ହୋଇଛନ୍ତି ।ଆଜି ନିଟ୍ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି ।ସୋଏବ ଅଫତାବ  ୭୨୦ରୁ ୭୨୦  ନମ୍ବର ରଖି ପ୍ରବେଶ ପରୀକ୍ଷାରେ ଶୀର୍ଷରେ ରହିଛନ୍ତି।

ଆଜି ନିଟ ୨୦୨୦ପରୀକ୍ଷାର ମେରିଟ୍ ତାଲିକାରେ ଓଡିଶାର ସୋଏବ ଅଫତାବ ପୂର୍ଣ୍ଣ ମାର୍କ ରଖି ପରୀକ୍ଷାରେ ଶୀର୍ଷରେ ରହିଛନ୍ତି। ରାଉରକେଲାର ୧୮ ବର୍ଷୀୟ ସୋଏବ ନିଟ 2020 ରେ ଅଲ ଇଣ୍ଡିଆରେ ୧ ରେ ରହିଛନ୍ତି ।

ଚଳିତ ବର୍ଷନିଟ୨୦୨୦ ପରୀକ୍ଷା ପାଇଁ ହାଜର ହୋଇଥିବା ପ୍ରାର୍ଥୀମାନେ ସେମାନଙ୍କର ଫଳାଫଳକୁ ntaneet.nic.in ରେ ଯାଞ୍ଚ କରିପାରିବେ କିମ୍ବା ସ୍କୋର ଡାଉନଲୋଡ୍ କରିବାକୁ ମୋବାଇଲ୍ ଫୋନରେ ଡିଜି ଲକର୍ ଆପ୍ ଡାଉନଲୋଡ୍ କରିପାରିବେ ।

 

Comments are closed.