Odisha Link
Bridging the Missing Links in Odisha

୧୧ କୁଖ୍ୟାତ ଡକାୟତ ଗିରଫ

ଯାଜପୁର: ୧୧ ଅନ୍ତଃରାଜ୍ୟ ଡକାୟତ ଗିରଫ। ସେମାନଙ୍କ ପାଖରୁ ୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ଜବତ କରାଯାଇଛି। ୭୬ ଗ୍ରାମ ସୁନା ଓ ୧୨ କେଜି ରୁପା ଅଳଙ୍କାର ଓ ଗୋଟିଏ ବନ୍ଧୁକ ଜବତ କରାଯାଇଛି। ଏନେଇ ପ୍ରସମିଟ୍‌ରେ ସୂଚନା ଦେଇଛନ୍ତି ଯାଜପୁର ଏସ୍‌ପି ଚରଣ ସିଂହ ମୀନା।

ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଗତ ୬ ତାରିଖରେ ବ୍ରହ୍ମବରଦା ଗାଁ ପାଖରେ ଘଟିଥିଲା ଲୁଟପାଟ୍। ଗହଣା ବ୍ୟବସାୟୀଙ୍କୁ ହାଣି ଦେଢ଼ ଲକ୍ଷ ଟଙ୍କା ଲୁଟିଥିଲେ ବୁର୍ବୃତ୍ତ।

Comments are closed.