Odisha Link
Bridging the Missing Links in Odisha

ହଁ ସତ୍ୟତା ଥିବ: ଅରୂପ

ଭୁବନେଶ୍ବର: ଆକାଶ ପାଠକଙ୍କ ସହ ଏହାଠି ଚାର୍ଟର ପ୍ଲେନରେ ଯାତ୍ରା ଅଭିଯୋଗ ପ୍ରସଙ୍ଗ ଏବେ ନୂଆ ମୋଡ଼ ନେଇଛି। ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତାଙ୍କ ଆରୋପରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ପ୍ରତିକ୍ରିୟା ରହିଛନ୍ତି ବିଜେଡି ନେତା ଅରୂପ ପଟ୍ଟନାୟକ। ଅରୂପ କହିଛନ୍ତି ଯେ,ନିର୍ଦ୍ଦିଷ୍ଟ କେତେକ ଚ୍ୟାନେଲ ଏନେଇ ଦୁଇ ତିନି ଦିନ ଖବର ଚଲାଇଲେ। ଏତେ ବଡ଼ ବଡ଼ ଚ୍ୟାନେଲ ଚଲାଇଛନ୍ତି ମାନେ ସତ୍ୟତା ଥିବ।

ଏହା ସହିତ ସେମାନେ ଏକାଠି ଯାଇଥିବା ଖବରର ସତ୍ୟତା ଅଛି କି ନାହିଁ ପ୍ରଶ୍ନରେ ଅରୁପ ଉତ୍ତର ରଖି କହିଛନ୍ତି ଯେ, ହଁ ସତ୍ୟତା ଥିବ, ମୋର ସେଥିରେ କିଛି କହିବାର ନାହିଁ ବୋଲି କହିଛନ୍ତି ଅରୂପ। ଏହି ମାମଲା ତଦନ୍ତାଧୀନ ଥିବାରୁ ମୋର କିଛି କହିବାର ନାହିଁ।

Comments are closed.