ବାପା ହେଲେ ବାବୁସାନ୍
ସୋସିଆଲ ମିଡିଆରେ ବାବୁସାନ ଓ ତାଙ୍କ ପୁତ୍ର ସନ୍ତାନର ଫଟୋ ଏବେ ଭାଇରାଲ

ଭୁବନେଶ୍ବର: ବାପା ହେଲେ ରୋମିଓ ଦି ଲଭର ବୟ। ମଙ୍ଗଳବାର ପୁତ୍ର ସନ୍ତାନର ପିତା ହୋଇଛନ୍ତି ଓଲିଉଡ଼ର ସୁପରଷ୍ଟାର ବାବୁସାନ ମହାନ୍ତି। ସୋସିଆଲ ମିଡିଆରେ ବାବୁସାନ ଓ ତାଙ୍କ ପୁତ୍ର ସନ୍ତାନର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।
Related Posts