Odisha Link
Bridging the Missing Links in Odisha
Daily Archives

April 6, 2021

ବାପା ହେଲେ ବାବୁସାନ୍

ଭୁବନେଶ୍ବର: ବାପା ହେଲେ ରୋମିଓ ଦି ଲଭର ବୟ। ମଙ୍ଗଳବାର ପୁତ୍ର ସନ୍ତାନର ପିତା ହୋଇଛନ୍ତି ଓଲିଉଡ଼ର ସୁପରଷ୍ଟାର ବାବୁସାନ ମହାନ୍ତି। ସୋସିଆଲ ମିଡିଆରେ ବାବୁସାନ ଓ ତାଙ୍କ ପୁତ୍ର ସନ୍ତାନର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।

ମେ ୧ରୁ ଆରମ୍ଭ ହେବ ଝାରସୁଗୁଡ଼ା ଓ ପାଟନା…

ଝାରସୁଗୁଡ଼ା: ମେ ୧ତାରିଖ ଠାରୁ ଝାରସୁଗୁଡ଼ା ଓ ପାଟନା ମଧ୍ୟରେ ବିମାନ ସେବା ଆରମ୍ଭ ହେବ। ଏନେଇ ନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ନିର୍ଦ୍ଦେଶକ କିଶୋର କୁମାର ସେନାପତି। ସ୍ପାଇସଜେଟ୍ କମ୍ପାନିର ୭୮ ସିଟ୍ ବିଶିଷ୍ଟ ବିମାନ କ୍ୟୁ ୪୦୦ ପ୍ରତିଦିନ ପାଟନାରୁ ବାହାରି…

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନାଙ୍କୁ…

ମୁମ୍ବଇ: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ କରୋନା। ଏନେଇ କ୍ୟାଟ୍ରିନା ସୋସିଆଲ ମିଡିଆରେ ନିଜେ ପୋଷ୍ଟ କରି ଜଣାଇଛନ୍ତି। କ୍ୟାଟ୍ରିନା କହିଛନ୍ତି ଯେ, ମୁଁ କରୋନା ପଜିଟିଭ ଚିହ୍ନଟ ପରେ ତୁରନ୍ତ ନିଜକୁ ଆଇସୋଲେଟ କରିବା ସହ ହୋମ କ୍ୱାରେଣ୍ଟାଇନରେ ରହିଛି। ନିଜ ଡାକ୍ତରଙ୍କ ଦ୍ୱାରା ଜାରି…

ବିଜାପୁର ନକ୍ସଲ ଆକ୍ରମଣରେ ଓଡ଼ିଆ ଯବାନ…

ଭୁବନେଶ୍ବର: ମାଲାକନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ହୋଇଥିବା ବଡ଼ ଧରଣର ନକ୍ସଲ ହମଲାରେ ୨୨ ଜଣ ଯବାନ ସହିଦ ହୋଇଛନ୍ତି। ଏହି ସହିଦ ଯବାନଙ୍କ ମଧ୍ୟରେ ଓଡ଼ିଶାର ଜଣେ ଯବାନ ରହିଛନ୍ତି। ସେ ହେଉଛନ୍ତି ସୁବାସ ନାୟକ। ଘର କଳାହାଣ୍ଡି ଜିଲ୍ଲାର କୋକସରା ଗ୍ରାମରେ। ଦୀର୍ଘ ଦିନ ହେବ ସୁବାସ ବିଜାପୁର…

୧୦ ଦିନ ସ୍ପେଶାଲ ଡ୍ରାଇଭ୍ ପାଇଁ ପୋଲିସ…

ଭୁବନେଶ୍ୱର: ରାଜ୍ୟର କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରିଷ୍ଠ ଅଧିକାରୀମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଲୋଚନା କରିଛନ୍ତି। କରୋନା ସ୍ଥିତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କରୋନା ସଂକ୍ରମଣକୁ…

କରୋନା: ସିଲ୍‌ ହେଲା ତରୁ ଆପାର୍ଟମେଣ୍ଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଥିବା ତରୁ ଆପାର୍ଟମେଣ୍ଟ ସିଲ୍‌ କରାଯାଇଛି। ଆପାର୍ଟମେଣ୍ଟରୁ ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଉକ୍ତ ଆପାର୍ଟମେଣ୍ଟକୁ ଭୁବନେଶ୍ୱର ମହାନଗର ନିଗମ ସିଲ କରିଦେଇଛି। ସୂଚନାଯୋଗ୍ୟ ଯେ, ଟଙ୍କପାଣି ରୋଡ଼ର ତରୁ ଆପାର୍ଟମେଣ୍ଟକୁ ସିଲ କରିଦିଆଯାଇଛି। ଆଜିଠାରୁ…

କୋଟିଆରେ ବନ୍ଦ ହେବ ଆନ୍ଧ୍ରର ନିର୍ବାଚନ

କଟକ: କୋଟିଆରେ ଆନ୍ଧ୍ରର ନିର୍ବାଚନ ହେବନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଆନ୍ଧ୍ର କରୁଥିଲା ନିର୍ବାଚନ। ଏହି ଅଭିଯୋଗ ନେଇ ରହିତାଦେଶ ଜାରି କରିଛନ୍ତି ଆନ୍ଧ୍ର ହାଇକୋର୍ଟ। ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓଡିଶା ସୀମାନ୍ତରେ ନିର୍ବାଚନ କରିବାକୁ ବାରମ୍ବାର ପ୍ରୟାସ କରିଛି। ଗତ କିଛି ମାସ…

କଂଗ୍ରେସ ଛାଡ଼ିଲେ ସ୍ମୃତିରେଖା

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ସ୍ମୃତିରେଖା ପହି। କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଛାଡ଼ିଥିବା ଏହି ନେତ୍ରୀ ଜଣଙ୍କ ହେଉଛନ୍ତି ଧର୍ମଶାଳା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତ୍ରୀ ସ୍ମୃତିରେଖା ପହି। କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା…

ବଡ଼ମ୍ବାରେ ଗୋଷ୍ଠୀ ସଂଘର୍ଷ, ଦୁଇ ମୃତ

ଆଠଗଡ଼: ବଡମ୍ବା ବ୍ଲକ ଭଗତପୁର ଓ ବୁଢ଼ାପଙ୍କ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷରେ ବୋମା ମାଡ଼ ଓ ଗୁଳିମାଡ଼ରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଗାଁ ପାଖ ମୁଣ୍ଡିଆ ଜମିକୁ ନେଇ ଦୁଇ ଗାଁରେ ବିବାଦ ଲାଗିରହିଥିଲା। ଦୀର୍ଘଦିନ ଧରି ଏ ବିବାଦ ନତୁଟିବା ଯୋଗୁଁ ଏହା ଉଗ୍ର ରୂପ ନେଇଥିଲା। ଭଗତପୁର ଓ ବୁଢ଼ାପଙ୍କ ଗ୍ରାମ…

୫ ପର୍ଯ୍ୟଟନସ୍ଥଳୀରେ ହେବ ରୋପ୍ ଓ୍ବେ…

ଭୁବନେଶ୍ବର: ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ କ୍ରିୟାଶୀଳ କରିବାକୁ ରାଜ୍ୟ ସରକାର ନୂଆ ପଦକ୍ଷପ ନେଇଛନ୍ତି। କପିଳାଶ, ନୃସିଂହନାଥ-ହରିଶଙ୍କର, ଧଉଳିଗିରି, ଭୀମକୁଣ୍ଡ, ପଞ୍ଚଲିଙ୍ଗେଶ୍ବର ପାଇଁ ସ୍ବତନ୍ତ୍ର ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇଛି। ବର୍ଷକ ଭିତରେ ଏହି ୫ଟି ରୋପ୍ ୱେ ଲଗାଯିବ। ୧୪ ମାସରୁ ୧୬…