Odisha Link
Bridging the Missing Links in Odisha
Daily Archives

April 6, 2021

ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ଭଙ୍ଗାରୁଜା,…

ସମ୍ବଲପୁର: ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ଛାତ୍ର ଅଶାନ୍ତି। ବିଶ୍ଵବିଦ୍ୟାଳୟ ପରିସରରେ ଛାତ୍ରମାନେ ଭଙ୍ଗାରୁଜା କରିଛନ୍ତି। ଛାତ୍ରମାନଙ୍କୁ ଘଉଡ଼ାଇବା ପାଇଁ ପୁଲିସକୁ ଲାଠିମାଡ଼ କରିବାକୁ ପଡ଼ିଛି। ଯୁକ୍ତ ୩ ତୃତୀୟ ସେମିଷ୍ଟରର ଅଫଲାଇନ୍‌ ପରୀକ୍ଷାକୁ ବିରୋଧ କରି ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ଛାତ୍ର…

ସିଆରପିଏଫ ମୁଖ୍ୟାଳୟକୁ ଧମକପୂର୍ଣ୍ଣ…

ନୂଆଦିଲ୍ଲୀ: ମୁମ୍ବାଇର ସିଆରପିଏଫ(ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ) ମୁଖ୍ୟାଳୟକୁ ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିଛି। ଏହି ଇ-ମେଲରେ ଲେଖାଯାଇଛି ଯେ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୀବନ ବିପଦରେ ରହିଛି। ଏହା ସହିତ ସର୍ବସାଧାରଣ ସ୍ଥାନ, ମନ୍ଦିର ଏବଂ…

ବୁଦା ମୂଳରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର

ରାଇରଙ୍ଗପୁର: ବୁଦା ମୂଳରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଏକଡାଳି ଗ୍ରାମରେଏଭଳି ଅଭାବନୀୟ ଘଟଣା ଘଟିଛି। ଗ୍ରାମବାସୀ ଶିଶୁ ପୁତ୍ରକୁ ଉଦ୍ଧାର କରିଛନ୍ତି। ସୂଚନା ମୁତାବକ, ଆଜି ସକାଳ ସମୟରେ ଗ୍ରାମର ଏକ ଛୋଟ ପିଲା ଶୌଚ ହେବାକୁ ଯାଉଥିବା ସମୟରେ ଶିଶୁର…

ସନ୍ଧ୍ୟା ୫ଟାରେ କରୋନା ସ୍ଥିତି ସମୀକ୍ଷା…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ସାମ୍ନାକୁ ଆସିଛି ବଡ଼ ‌ଖବର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ୫ଟାରେ ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିବେ। ଏଥିସହିତ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି ସୂଚନା…

ରେକର୍ଡ କଲେ ଓଡ଼ିଆ ଝିଅ ରିଷିତା

ଭୁବନେଶ୍ୱର: ରେକର୍ଡ କଲେ ଓଡ଼ିଆ ଝିଅ ରିଷିତା। ମାତ୍ର ୧୦ ବର୍ଷ ବୟସରେ ରିଷିତା ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସ’ ଓ ‘ଏସିଆ ବୁକ୍ ଅଫ୍ ରେକର୍ଡ୍ସ’ରେ ସ୍ଥାନିତ ହୋଇଛନ୍ତି। ଭୁବନେଶ୍ୱରର କୁନି ଝିଅ ରିଷିତା ସାମନ୍ତରାୟ ରୁବିକ୍ସ କ୍ୟୁବ୍ସ ଗେମରେ ସଫଳତା ପାଇଛନ୍ତି। ମାତ୍ର ୧୫ ମିନିଟ୍ ସମୟ ମଧ୍ୟରେ ରିଷିତା…

ଆଜି ଓଡ଼ିଶା ଆସିବ ୩ ଲକ୍ଷ ୪୯ ହଜାର ଟିକା

ଭୁବନେଶ୍ୱର: ପୁଣି ଥରେ କାୟା ବିସ୍ତାର କଲାଣି। ଦିନକୁ ଦିନ କରୋନା ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଲୋକମାନେ ଟିକା ଉପରେ ଆଶା କରୁଥିବା ବେଳେ ଆଜି ଓଡିଶାକୁ ଆସୁଛି ଆହୁରି ୩ ଲକ୍ଷ ୪୯ ହଜାର ଟିକା। ଏନେଇ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ସୂଚନା…

୯୦ ମତଦାତା ଦେଲେ ୧୮୧ ଭୋଟ୍, ୫ ପୋଲିଂ…

ଗୌହାଟି: ଆସାମରେ ଚାଲିଛି ବିଧାନସଭା ନିର୍ବାଚନ। ଏସବୁ ମଧ୍ୟରେ ଆସାମର ଦିମା ହସାଓ ମତଦାନ କେନ୍ଦ୍ରରୁ ଆସିଛି ବଡ଼ ଖବର। ଦିମା ହସାଓ ମତଦାନ କେନ୍ଦ୍ରରେ ଅନିୟମିତତା ହୋଇଥିବାର ଖବର ସାମ୍ନାକୁ ଆସିଛି। ଦିମା ହସାଓ ମତଦାନ କେନ୍ଦ୍ରରେ ଭୋଟ୍‌ ଗ୍ରହର ଏପ୍ରିଲ ୧ ତାରିଖରେ ହୋଇଥିଲା। ହେଲେ ସେହି ମତଦାନ…

ସିଲ୍ ହେଲା ସିଲିକନ୍ ଇଞ୍ଜିନିୟରିଂ କଲେଜ,…

ଭୁବନେଶ୍ବର: ଅଣାୟାତ୍ତ କଲାଣି ମହାମାରୀ କରୋନା।‌ ଦିନକୁ ଦିନ କରୋନା ସକ୍ରଂମଣ ହାର ବଢ଼ିବାରେ ଲାଗିଛି। ରାଜ୍ୟରେ  କରୋନା ଗ୍ରାଫ୍‌ ଉପରମୁହାଁ ରହୁଥିବା ବେଳେ ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ଏହାରି ମଧ୍ୟରେ କୋଭିଡ୍ କଟକଣା ଉଲଂଘନ ଅଭିଯୋଗରେ ସିଲିକନ୍ ଶିକ୍ଷାନୁଷ୍ଠାନ ସିଲ୍ କରାଯାଇଛି।…

ଦିଲ୍ଲୀରେ ନାଇଟ କର୍ଫ୍ୟୁ ଲାଗୁ

ନୂଆଦିଲ୍ଲୀ: ଅଣାୟାତ୍ତ କଲାଣି ମହାମାରୀ କରୋନା।‌ ଦିନକୁ ଦିନ କରୋନା ସକ୍ରଂମଣ ହାର ବଢ଼ିବାରେ ଲାଗିଛି। ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସ୍ୟଷ୍ଟି କଲାଣି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି। ଆସନ୍ତା ଏପ୍ରିଲ ୩୦ ତାରିଖ ଯାଏଁ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ରାତି…

ଅତଡା ଖସି କୂଅରେ ଫସିଲେ ୫ ଶ୍ରମିକ,…

ଢେଙ୍କାନାଳ: କୂଅ ଖୋଳୁଥିବା ବେଳେ କୂଅରେ ଫସିଲେ ଶ୍ରମିକ। ଅତଡା ଖସିବାରୁ ଚାପିହୋଇ କୂଅରେ ଫସିଗଲେ ୫ ଶ୍ରମିକ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଆଳତୁମା ଗାଁରେ ଏହି ଘଟଣା ଘଟିଛି। ସୂଚନା ମୁତାବକ, କୂଅରେ ନନ୍ଦ ବସାଉଥିବା ସମୟରେ ମାଟି ଅତଡ଼ା ଧସିବାରୁ ଶ୍ରମିକମାନେ ଆଉ କୂଅରୁ ବାହାରି ପାରିନଥିଲେ।…