Odisha Link
Bridging the Missing Links in Odisha

ଦିଲ୍ଲୀରେ ନାଇଟ କର୍ଫ୍ୟୁ ଲାଗୁ

ନୂଆଦିଲ୍ଲୀ: ଅଣାୟାତ୍ତ କଲାଣି ମହାମାରୀ କରୋନା।‌ ଦିନକୁ ଦିନ କରୋନା ସକ୍ରଂମଣ ହାର ବଢ଼ିବାରେ ଲାଗିଛି। ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସ୍ୟଷ୍ଟି କଲାଣି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି।

ଆସନ୍ତା ଏପ୍ରିଲ ୩୦ ତାରିଖ ଯାଏଁ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ରହିବ। କରୋନା ଦ୍ବିତୀୟ ଲହର ପାଇଁ ଏହି ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି।

Leave A Reply

Your email address will not be published.