Odisha Link
Bridging the Missing Links in Odisha
Daily Archives

April 13, 2021

ମହାରାଷ୍ଟ୍ରରେ ୧୫ ଦିନିଆ କର୍ଫ୍ୟୁ…

ମୁମ୍ବାଇ: ପୁଣି ଦେଶରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ସବୁଠାରୁ ବଡ଼ କଟକଣା ଜାରି କରାଯାଇଛି। ପୂର୍ବରୁ ମହାରାଷ୍ଟ୍ର ସରକାର ନାଇଟ କର୍ଫ୍ୟୁ ଓ ୱିକଏଣ୍ଡ ଲକଡାଉନ ଜାରି କରିଥିଲେ। ତଥାପି ଦୈନିକ ସଂକ୍ରମଣ ୬୦ ହଜାର ତଳକୁ ଖସି ନଥିଲା। ଏହାକୁ ଦୃଷ୍ଟିରେ ରଖି ଆଜି…

ମହାରାଷ୍ଟ୍ରରେ ଲାଗିବ ନାହିଁ ଲକଡାଉନ୍:…

ମହାରାଷ୍ଟ୍ର: ମହାରାଷ୍ଟ୍ରରେ କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିଜର ବକ୍ତବ୍ୟ ରଖିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରେ କରହିଛିନ୍ତି ଯେ, ମହାରାଷ୍ଟ୍ରରେ କରୋନା ଆୟତ୍ତରୁ ବାହାରେ ରହିଛି। ମହାରାଷ୍ଟ୍ର ହସ୍ପିଟାଲ ଗୁଡ଼ିକରେ ଅକ୍ସିଜେନର ଆବଶ୍ୟକତା ରହିଛି। ଅଧିକ ଅକ୍ସିଜେନ…

ଦିନବେଳା ରଙ୍ଗ ମିସ୍ତ୍ରୀ, ରାତିରେ ଚୋରି

ଭୁବନେଶ୍ବର: ଦିନରେ ରଙ୍ଗମିସ୍ତ୍ରୀ ଆଉ ରାତିରେ ଚୋରୀ। ଦୁର୍ଦ୍ଦାନ୍ତ ସୁନା ଚୋର ଦିଲ୍ଲୀପ ନାୟକକୁ ଗିରଫ କଲା କମିସନରେଟ୍ ପୋଲିସ। ୫ ବର୍ଷ ଧରି ଏହି ସୁନା ଚୋରକୁ ଖୋଜୁଥିଲା ପୋଲିସ। ମିଳିଥିବା ସୂଚନା ଅନୁସାରେ, ୨୦୨୦ ମସିହା ଅଗଷ୍ଟ ୨୧ ତାରିଖରେ ବଡଗଡ଼ ଅଞ୍ଚଳରେ ଚୋରି କରୁଥିବା ବେଳେ ଜଣେ ମହିଳାଙ୍କୁ…

କରୋନା: ଭୁବନେଶ୍ୱରରୁ ୧୯୧ କରୋନା…

ଭୁବନେଶ୍ୱର: ପୁଣି ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୧୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୪୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୪୬ ଲୋକାଲ କେସ। ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୦୧ କରୋନା…

ପିଲିରେ ଶାନ୍ତି ଓ ବିକାଶ ପାଇଁ ବିଜେପିକୁ…

ପିପିଲି: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀର ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସମର୍ଥନରେ ମାରାଥନ ନିର୍ବାଚନ ପ୍ରଚାର କରିଛନ୍ତି। ଏହି ଅବସରରେ ପିପିଲିରେ ଶାନ୍ତି ଓ ବିକାଶ ପାଇଁ ଜନସାଧାରଣଙ୍କୁ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ତଥା…

ବେକାବୁ କରୋନା: ମହାରାଷ୍ଟ୍ରରେ ହୋଇପାରେ…

ମୁମ୍ବାଇ: ପୁଣି ଦେଶକୁ ଫେରିପାରେ ସମ୍ପୂର୍ଣ୍ଣ ଲକଡାଉନ। କରୋନା ସ୍ଥିତି ଉଦବେଗଜନକ ସ୍ଥିତିରେ ଥିବାରୁ ଏଭଳି କଡ଼ା ପଦକ୍ଷେପ ନିଆଯିବାର ଯଥେଷ୍ଟ ଆଶଙ୍କା ପ୍ରକାଶ ପାଇଛି। ମହାରାଷ୍ଟ୍ରରେ ହୁହୁ ହୋଇ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପ୍ରଥମ ରାଜ୍ୟ ଭାବେ ସେଠାରେ ସମ୍ପୂର୍ଣ୍ଣ ଲକଡାଉନ ହୋଇପାରେ ବୋଲି…

ସୁଖୀ ଜୀବନ ନିମନ୍ତେ ଆତ୍ମିକତା…

ଭୁବନେଶ୍ୱର: ଏକ ସୁଖୀ ଜୀବନ ନିମନ୍ତେ ମନୁଷ୍ୟ କ'ଣ ଆବଶ୍ୟକ କରେ? ଜୀବନରେ ସୁଖପ୍ରାପ୍ତି ପ୍ରତ୍ୟେକ ମନୁଷ୍ୟର ଲକ୍ଷ୍ୟ ଏବଂ ଏହାକୁ ଉପଲବ୍ଧି କରିବା ନିମନ୍ତେ ମାନବ ସମାଜ ବିଭିନ୍ନ ମାର୍ଗର ଅନୁସରଣ କରିଥାଏ। ମାତ୍ର ପରସ୍ପର ସହ ଜଡ଼ିତ ତିନୋଟି ମାର୍ଗ, ଯଥା ବୃତିଗତ, ଆବେଗପୂର୍ଣ୍ଣ ଓ ଆତ୍ମିକ ଏହି ସୁଖ ଆଣି…

ବାଲେଶ୍ବର ପୌରାଞ୍ଚଳ ପାଇଁ ୧୫୫ କୋଟି…

ଭୁବନେଶ୍ବର: ବାଲେଶ୍ବର ପୌରାଞ୍ଚଳର ସାମଗ୍ରିକ  ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ପର୍ଯ୍ୟାୟରେ ୧୫୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି। ବାଲେଶ୍ଵର ପୌରାଞ୍ଚଳର ବିକାଶ ସମ୍ପର୍କରେ ଦୁଇ ପର୍ଯ୍ୟାୟ ଉଚ୍ଚ ସ୍ତରୀୟ ବୈଠକରେ ବିସ୍ତୃତ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ…

ଜମି ପଟ୍ଟା ଓ ଘର ଯୋଗାଇବା ପାଇଁ ବିଭାଗୀୟ…

ଭୁବନେଶ୍ୱର: ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ସାଲିଆ ସାହି ବସ୍ତିର କିଛି ବସ୍ତିବାସିନ୍ଦା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଙ୍ଗଳବାର ଭୁବନେଶ୍ୱର ସ୍ଥିତ ବାସଭବନରେ ଭେଟି ସ୍ଥାୟୀ ଜମି ପଟ୍ଟା ଓ ପକ୍କା ଘର ପ୍ରଦାନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ଭୁବନେଶ୍ୱରରେ…

କାଳବୈଶାଖୀ ଆଶଙ୍କା, ୮ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର: ଆଜି ବି ରାଜ୍ୟର ଗତ କାଳବୈଶାଖୀର ପ୍ରଭାବ ଜାରି ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଆଭ୍ୟନ୍ତର, ଉତ୍ତର, ଦକ୍ଷିଣ ଓ ଉପକୂଳର ୧୩ଟି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭବାନା ରହିଛି ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…