Odisha Link
Bridging the Missing Links in Odisha
Daily Archives

June 14, 2021

କରୋନାରେ ଅନାଥ ପିଲାଙ୍କ ଶିକ୍ଷା ଖର୍ଚ୍ଚ…

ଭୁବନେଶ୍ୱର: କରୋନାରେ ଅନାଥ ହୋଇ ଯାଇଥିବା ପିଲାଙ୍କ ଶିକ୍ଷା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। ଅନାଥ ଶିଶୁ ରାଜ୍ୟ ସରକାରଙ୍କ ଗ୍ରୀନ ପ୍ୟାସେଜ ଯୋଜନାରେ ସାମିଲ ହେବେ। ସେମାନଙ୍କ ମେଡିକାଲ ବା ଇଂଜିନିୟରିଂ ଶିକ୍ଷା ଖର୍ଚ୍ଚ ବି ସରକାର ବହନ କରିବେ। ଏଥିସହ ଘରୋଇ ଶିକ୍ଷାନୁଷ୍ଠାନରେ ପଢୁଥିଲେ…

୪ ଜିଲ୍ଲାରେ ପ୍ରବଳ ବର୍ଷିବ, ୟେଲୋ…

ଭୁବନେଶ୍ବର: ରାଜ୍ୟରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ୪ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼ ଓ ସମ୍ବଲପୁର ଜିଲ୍ଲାଗୁଡ଼ିକରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିପରି ବରଗଡ଼,…

ନଦୀରେ ଗାଧୋଇବା ବେଳେ ଟାଣିନେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ: ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଟାଣିନେଲା କୁମ୍ଭୀର। ବ୍ୟକ୍ତି ଜଣଙ୍କ ନିଖୋଜ ଅଛନ୍ତି। ବ୍ୟକ୍ତିଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଂଚଳର ଏହି ଘଟଣା ଘଟିଛି। ଅମୃତମଣୋହି ପଞ୍ଚାୟତ ଜଗନ୍ନାଥପୁର ଗାଁର ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି।…

୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନ ଲଢ଼ିବ…

ଅହମଦାବାଦ: ଗୁଜରାଟରେ ୨୦୨୨ରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏବେଠୁ ରାଜନୈତିକ ମହୋଲ ଚଳଚଞ୍ଚଳ। ଏହାରି ମଧ୍ୟରେ ଆଜି ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ଯେ, ଆପ୍ ୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନ ଲଢ଼ିବ। ସୋମବାର ଦିନ କେଜ୍ରିୱାଲ ଗୁଜରାଟ ଗସ୍ତରେ…

ପୁଣି ବଢ଼ିଲା ତୈଳ ଦର, ମାଲକାନଗିରିରେ…

ଭୁବନେଶ୍ୱର: ପୁଣି ବଢ଼ିଲା ତୈଳ ଦର। ଦେଶରେ କ୍ରମାଗତ ଭାବେ ତେଲ ଦର ବଢ଼ି ଚାଲିଛି। ଏହାରି ମଧ୍ୟରେ ଆଜି ପୁଣି ଥରେ ଲିଟର ପିଛା ୨୯ ପଇସା ଓ ଡିଜେଲ ଲିଟର ପିଛା ୩୦ରୁ ୩୧ ପଇସା ବୃଦ୍ଧି ହୋଇଛି। ଫଳରେ ଦେଶରେ ତେଲଦର ନୂଆ ଉଚ୍ଚତାକୁ ଛୁଇଁଛି। ଓଡ଼ିଶାର ମାଲକାନଗିରିରେ ଉଭୟ ପେଟ୍ରୋଲ ଓ ଡିଜେଲ୍ ଦର ଲିଟର…

ଆସନ୍ତା ୧୬ରୁ ଖୋଲିବ ଐତିହ୍ୟସ୍ଥଳୀ

ଭୁବନେଶ୍ୱର: ଆସନ୍ତା ୧୬ ତାରିଖରୁ ଖୋଲିବ ସମସ୍ତ ଐତିହ୍ୟସ୍ଥଳୀ। ଏନେଇ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଐତିହ୍ୟସ୍ଥଳୀ ଖୋଲିଲେ ମଧ୍ୟ ରାଜ୍ୟ ପକ୍ଷରୁ ଜାରି ହୋଇଥିବା ସମସ୍ତ କଟକଣାକୁ ପାଳନ କରାଯିବ। ତେବେ ଏପ୍ରିଲ୍ ୧୫ ତାରିଖରୁ କରୋନା ସଂକ୍ରମଣ କାରଣରୁ ରାଜ୍ୟର ପ୍ରମୁଖ…

କରୋନା କଟକଣା ଯୋଗୁଁ ଫିକା ପଡ଼ିଛି ପହିଲି…

ଭୁବନେଶ୍ବର: ଆଜି ପହିଲି ରଜ। ଓଡ଼ିଆ ପରିବାରର ବଡ଼ ପର୍ବ। ହେଲେ କରୋନା କଟକଣା ଯୋଗୁଁ ଫିକା ପଡ଼ିଛି ଗଣପର୍ବ।ଗାଁଠୁ ସହର କେଉଁଠି ବି ଦେଖିବାକୁ ମିଳୁନି ପୂର୍ବ ପରି ଉତ୍ସାହ ଉଦ୍ଦୀପନା l କରୋନା କଟକଣା ପାଇଁ ସାମୁହିକ ରଜ ପର୍ବର ଆୟୋଜନ ହେଉନଥିଲେ ମଧ୍ୟ ଘରେ ରହି ରଜ ପାଳନ କରୁଛନ୍ତି ଲୋକେ। ଗାଁଠୁ ସହର…