Odisha Link
Bridging the Missing Links in Odisha
Daily Archives

August 9, 2021

ଜାତିସଂଘ ନିରାପତ୍ତା ପରିଷଦରେ ଅଧ୍ୟକ୍ଷତା…

ନୂଆଦିଲ୍ଲୀ: ଭାରତ ଜାତିସଂଘ ନିରାପତ୍ତା ପରିଷଦ(ୟୁଏନଏସସି)ର ନେତୃତ୍ବ ନେବା ପରେ ଆଜି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ। ଆଜି ୟୁଏନଏସସିରେ ‘ସାମୁଦ୍ରିକ ସୁରକ୍ଷା ବୃଦ୍ଧି ଲାଗି ଅନ୍ତର୍ଜାତୀୟ ସହଯୋଗ ସଂପର୍କିତ ବିଷୟ ଉପରେ ଏକ ଉଚ୍ଚସ୍ତରୀୟ ଭର୍ଚୁଆଲ୍ ଖୋଲା ବିତର୍କର…

ଭିଜିଲାନ୍ସ ଜାଲରେ ପ୍ୟାକ୍ସ ଆସିଷ୍ଟାଣ୍ଟ…

ବରଗଡ: ଭିଜିଲାନ୍ସ ଜାଲରେ ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରାଟାରୀ। ବରଗଡ଼ ଗାଈସିଲେଟ ବ୍ଲକ ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରାଟାରୀ ଘନଶ୍ୟାମ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି ରହିଛି। ଏକକାଳୀନ ବ୍ଲକ ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରାଟାରୀଙ୍କ ଅଫିସ ଓ…

ମଧ୍ୟପ୍ରଦେଶରେ ବନ୍ୟା ବିତ୍ପାତ, ୨୪ ମୃତ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରେ ବର୍ଷା ଯୋଗୁଁ ବନ୍ୟା ବିତ୍ପାତ। ଫଳରେ ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି। ରାଜ୍ୟର ଏକାଧିକ ଅଂଚଳରେ ଗତ ତିନି ଦିନ ଧରି ପ୍ରବଳ ବର୍ଷା ଲାଗିରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ୬ଟି ବ୍ରିଜ୍ ଭାସିଯାଇଛି। ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ଯୋଗଯୋଗ ବିଚ୍ଛିନ୍ନ ହୋଇଛି।…

ରାଜଧାନୀରେ ଡେଙ୍ଗୁ ଆତଙ୍କ: ଚିହ୍ନଟ…

ଭୁବନେଶ୍ୱର: ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ ଆତଙ୍କ। ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ଚିହ୍ନଟ ହେଲେଣି ୯୩୮ ଡେଙ୍ଗୁ ରୋଗୀ। ୭ ହଜାର ୮୩୩ ଘରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି ଭୁବନେଶ୍ୱର ମହାନଗର ନିଗମ। ସ୍ଥିତିର ନିୟନ୍ତ୍ରଣ ପାଇଁ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଉଦ୍ୟମ ଜାରି ରଖିଥିବା ବେଳେ ୨୮…

ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ

ମୁମ୍ବାଇ: ଲୋକପ୍ରିୟ ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ। ୬୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। କିଛି ଦିନ ଧରି ସେ ଅସୁସ୍ଥ ଥିଲେ। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ହସ୍ବିଟାଲରେ ଆଜି ତାଙ୍କର ଦେହାନ୍ତ ହୋଇଛି। ଅନୁପମ କିଡନୀ ଜନିତ ସମସ୍ୟାର ସେ…

ଥମୁନି ମୃତ୍ୟୁସଂଖ୍ୟା: କରୋନା ନେଲା ଆଉ…

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁସଂଖ୍ୟା ଥମୁନି। ଗତ ୨୪ ଘଣ୍ଟା ମଧ୍ୟରେ ୮୮୬ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୫୦୧କୁ…

କମିଲା ସଂକ୍ରମଣ ହାର: ୨୪ ଘଣ୍ଟାରେ ୮୮୬…

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ୮୮୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୫୧୨ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୩୭୪ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ…

ଆଜିଠୁ ରାଜ୍ୟରେ ଖୋଲିବ ବୈଷୟିକ…

ଭୁବନେଶ୍ବର: ରାଜ୍ୟରେ ଆଜିଠୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନ ରାଜ୍ୟର ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଂଜିନିୟରିଂ, ଡିପ୍ଲୋମା, ଆଇଟିଆଇ, ପଲିଟେକନିକ କଲେଜ ଖୋଲିବ। ରାଜ୍ୟ ସରକାରଙ୍କ ଏସ୍‌ଓପି ଅନୁସାରେ ଶିକ୍ଷାନୁଷ୍ଠାନ ଖୋଲାଯିବ। ଛାତ୍ରଛାତ୍ରୀଙ୍କ…

ଏକାଧିକ ବିବାହକୁ ଛାଟ, ବାଧ୍ୟତାମୂଳକ…

ଭୁବନେଶ୍ବର: ଏକାଧିକ ବିବାହ ରୋକିବାକୁ ଅଭିନବ ପଦକ୍ଷେପ। ରାଜ୍ୟ ମହିଳା କମିଶନଙ୍କ ଏକ ନଆ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ଏକାଧିକ ବିବାହ ରୋକିବାକୁ ପଞ୍ଜୀକରଣ ବାଧ୍ୟତାମୂଳକ କରିବା ସହ ଆଧାର କାର୍ଡ ସଂଯୋଗୀକରଣ ବାଧ୍ୟତାମୂଳକ କରିବାକୁ ଯୋଜନା କରାଯାଇଛି। ପୂର୍ବରୁ ଝିଅ କିମ୍ବା ପୁଅ ସମ୍ପର୍କରେ…

ଅଧା ଓଡ଼ିଶା ରେଳରେ ବୁଲିବେ ଅଶ୍ୱିନୀ

ଭୁବନେଶ୍ୱର: ରେଳମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅଶ୍ବିନୀ ବୈଷ୍ଣବ। ଆସନ୍ତା ୧୬ ତାରିଖରେ ଓଡ଼ିଶା ଆସିବେ ଅଶ୍ବିନୀ। ସେ ଓଡ଼ିଶା ଆସିବା ପରେ ପ୍ରଥମେ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ତାହାପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଉତ୍ସବରେ…