Odisha Link
Bridging the Missing Links in Odisha
Daily Archives

September 12, 2021

ସୋମବାର ୧୨ ଘଣ୍ଟିଆ କଟକ ବନ୍ଦ

କଟକ: ସୋମବାର ୧୨ ଘଣ୍ଟା କଟକ ବନ୍ଦ ରହିବ। ଏଭଳି ବନ୍ଦ ଡାକରା ଦେଇଛି ବିଜେପି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ସମୀର ଦେ ସୂଚନା ଦେଇଛନ୍ତି। ଏଥିସହିତ ସମସ୍ତ ଜରୁରୀ ସେବାକୁ ବାଦ୍ ଦିଆଯିବ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି।…

ଅଙ୍ଗନବାଡ଼ି ଦିଦିଙ୍କୁ ପ୍ରେମ ନିବେଦନ…

ରଗଡ଼ି: ଅଙ୍ଗନବାଡ଼ି ଦିଦିଙ୍କୁ ପ୍ରେମ ନିବେଦନ କରି ହଟହଟା ହେଲେ ବୟସ୍କ ବ୍ୟକ୍ତି। କେବଳ ପ୍ରେମ ନିବେଦନ ନୁହେଁ ବୟସ୍କ ବ୍ୟକ୍ତି ଜଣକ ଅଶ୍ଲୀଳ ଇଙ୍ଗିତ କରୁଥିବା ନେଇ କୋରେଇ ଥାନାରେ ଅଭିଯୋଗ କରିଛନ୍ତି ଅଙ୍ଗନବାଡ଼ି ଦିଦି। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ୨୫୨/୨୧ରେ ରୁଜୁ କରି ଅଭିଯୁକ୍ତକୁ ନୋଟିସ୍‌ରେ…

ଆଖଣ୍ଡଳ ମହାଦେବ ମନ୍ଦିରରୁ ଚୋରି

କୋଣାର୍କ: ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଶନିବାର ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ଗୋପ ବ୍ଲକ୍‌ ନିକଟରେ ଥିବା ଆଖଣ୍ଡଳ ମହାଦେବ ମନ୍ଦିରରୁ ଚୋରି। ମିଳିଥିବା ସୂଚନା ମୁତାବିକ, ଶନିବାର ରାତିରେ କିଛି ଦୁର୍ବୃତ୍ତ ମହାଦେବ ମନ୍ଦିରର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ବହୁ ପୁରାତନ ମୂର୍ତ୍ତି ତଥା…

ଆହୁରି ୩ ଦିନ ବର୍ଷିବ

ଭୁବନେଶ୍ବର: ରାଜ୍ୟରେ ଲଘୁଚାପ ବର୍ଷା ଜାରି ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବା ବୋଲି ପାଣିପାଗ ବିଭାଗ ଓ୍ବାର୍ଣ୍ଣିଂ ଜାରି କରିଛି। ରବିବାର ପାଇଁ ପାଣିପାଗ ବିଭାଗ ୧୭ଟି ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି କରିଛି। ପାଣିପାଗ…

ଡେଲିଭରି ବଏଙ୍କୁ ଅପହରଣ, ଦୟାନଦୀ ନିକଟ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ। ଧଉଳି ଥାନା ଅଞ୍ଚଳରୁ ଜଣେ ଡେଲିଭରି ବୟଙ୍କୁ ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଛି। ଲିଙ୍ଗିପୁର ପାଖ ଦୟାନଦୀ ନିକଟସ୍ଥ ରାସ୍ତାରୁ ତାଙ୍କର ଚପଲ, ବ୍ୟାଗ୍‌, ମନିପର୍ସ ଓ ଗଞ୍ଜି ମିଳିଥିବା ସୂଚନା ରହିଛି। ମିଳିଥିବା ସୂଚନା ମୁତାବିକ, ଡେଲିଭରି ବୟଙ୍କ…

ବାର୍‌ରେ ଜମିଥିଲା ଆସର, ତାପରେ…

ଭୁବନେଶ୍ବର: କରୋନା କଟକଣାକୁ ଫୁ କରି ବାର୍‌ରେ ଜମିଥିଲା ଆସର। ପରେ କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ୍‌ ହେଲା ରାଜଧାନୀର ଜନପଥରେ ଥିବା ମ୍ୟାଡ୍‌ ମୁଲ ବାରକୁ ସିଲ୍‌ କରିଛି ବିଏମ୍‌ସି। ନାଇଟ୍‌ କର୍ଫ୍ୟୁ ନିୟମ ଉଲ୍ଲଂଘନ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ରହିଛି। ରାଜ୍ୟରେ…

ଆଖି ବୁଜିଲେ ଇକ୍‌ମୋ ଚିକିତ୍ସାଧୀନ…

କଟକ: ଚାଲିଗଲା ଆଉ ଜଣେ ଚିକିତ୍ସାଧୀନ ଆକ୍ରାନ୍ତଙ୍କ ଜୀବନ। କଟକ ଏସସିବି ମେଡିକାଲରେ ଇକ୍‌ମୋ ମେସିନରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କ ମୃତ୍ୟୁ ଶନିବାର ହୋଇଛି। ମୃତକଙ୍କ ନାଁ ଜଗନ୍ନାଥ ପ୍ରଧାନ(୩୨)। ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ଏସ୍‌ସିବିରେ ଏହା ପ୍ରଥମ ଇକ୍‌ମୋ ମୃତ୍ୟୁ…