Odisha Link
Bridging the Missing Links in Odisha
Daily Archives

March 31, 2022

ବଢ଼ିଲା ବସ୍‌ ଭଡ଼ା

ଓଏଲ୍‌ ବ୍ୟୁରୋ: ବିଗତ ୧୦ ଦିନ ମଧ୍ୟରେ ଦେଶରେ ୯ ଥର ବୃଦ୍ଧି ପାଇଲାଣି ତୈଳ ଦର। ବାରମ୍ବାର ତୈଳ ଦର ବୃଦ୍ଧି ହେଉଥିବାରୁ ରାଜ୍ୟରେ ବସ୍‌ ଭଡ଼ା ବୃଦ୍ଧି ପାଇଛି। ଏନେଇ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି। ଚନା ଅନୁଯାୟୀ, ଅର୍ଡିନାରୀ ବସ୍‌ ଭଡ଼ା କିମି ପିଛା ୯୦ ପଇସାକୁ ବୃଦ୍ଧି…

ଉତ୍କଳ ଦିବସରେ ଗାଁଠୁ ସହର ସବୁଠି…

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ରାଜ୍ୟ ପାଳନ କରିବ ଉତ୍କଳ ଦିବସ ଅର୍ଥାତ୍‌ ପ୍ରତିଷ୍ଠା ଦିବସ। ଏପ୍ରିଲ ୧ ଉତ୍କଳ ଦିବସ ଅବସରରେ ସାରା ରାଜ୍ୟରେ ସାମୂହିକ 'ବନ୍ଦେ ଉତ୍କଳ ଜନନୀ' ଗାନ ପାଇଁ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଓଡ଼ିଶାର ୮୭ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ‘ବନ୍ଦେ…